ଭୁବନେଶ୍ବର: 35 ସାଙ୍ଗଠନିକ ଜିଲ୍ଲା ପାଇଁ ଜିଲ୍ଲା ପ୍ରଭାରୀ ନିଯୁକ୍ତ କରିଛି ବିଜେପି। ରାଜ୍ୟ ବିଜେପିକୁ ସବୁ ସ୍ତରରେ ସୁଦୃଢ଼ କରିବା ପାଇଁ ଏମାନେ କାର୍ଯ୍ୟ କରିବେ।
![35 ସାଙ୍ଗଠନିକ ଜିଲ୍ଲା ପାଇଁ ପ୍ରଭାରୀ ନିଯୁକ୍ତ କଲା ବିଜେପି](https://etvbharatimages.akamaized.net/etvbharat/prod-images/od-bbs-6-bjpprabhari-avo-7205239_22072020183124_2207f_1595422884_814.png)
ତେବେ ନିଯୁକ୍ତ ହୋଇଥିବା ଜିଲ୍ଲା ପ୍ରଭାରୀ ମାନେ ହେଲେ, ଅନୁଗୁଳରୁ ସୀମାଞ୍ଚଳ ଖଟେଇ, ବାଲେଶ୍ଵରରୁ ଗୋଲକ ମହାପାତ୍ର, ବରଗଡ ଜିଲ୍ଲାରୁ ନାଉରି ନାଏକ, ବାରିପଦାରୁ ବିଷ୍ଣୁ ସେଠୀ, ଭଦ୍ରକରୁ କାଳନ୍ଦୀ ସାମଲ, ବଲାଙ୍ଗୀରରୁ ସୁରେଶ୍ୱର ଶତପଥୀ, ଭୁବନେଶ୍ୱରରୁ ଭୁବନ ମୋହନ ଜେନା, ବୌଦ୍ଧରୁ ରାମଚନ୍ଦ୍ର ମେହେର, ବଣାଇ ରୁ ବ୍ରଜକିଶୋର ମିଶ୍ର, କଟକ ସଦରରୁ ପୃଥ୍ୱୀରାଜ ହରିଚନ୍ଦନ, କଟକ ସଦରରୁ ଅମର ନାଏକ, ଢେଙ୍କାନାଳରୁ ପ୍ରଭାତୀ ପରିଡା ଏବଂ ପୁରୀରୁ ଲେଖାଶ୍ରୀ ସାମନ୍ତସିଂହାର ।
![35 ସାଙ୍ଗଠନିକ ଜିଲ୍ଲା ପାଇଁ ପ୍ରଭାରୀ ନିଯୁକ୍ତ କଲା ବିଜେପି](https://etvbharatimages.akamaized.net/etvbharat/prod-images/od-bbs-6-bjpprabhari-avo-7205239_22072020183124_2207f_1595422884_842.png)
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ