ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ(BMC) 21 ନମ୍ବର ୱାର୍ଡ ଇଭିଏମ ଟାମ୍ପରିଂ ହୋଇଥିବା ଅଭିଯୋଗ ଆଣିଛନ୍ତି ବିଜେପି ପ୍ରାର୍ଥିନୀ। ଗତକାଲି ଷ୍ଟ୍ରଙ୍ଗ ରୁମରେ ଅନଧିକୃତ ପ୍ରବେଶ କରି ଟାମ୍ପରିଂ କରିଥିବା ଅଭିଯୋଗ ଆଣିଛନ୍ତି ନିଜେ ପ୍ରାର୍ଥିନୀ ।
ଇଭିଏମ ମେସିନରେ ତାଳମେଳ ନଥିବା ଅଭିଯୋଗ ଆଣି ଗଣତି କେନ୍ଦ୍ର ବାହାରକୁ ପଳେଇ ଆସିଲେ ପ୍ରାର୍ଥିନୀ । କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ପୁନଃ ମତଦାନ ପାଇଁ ଦାବି କରିଛନ୍ତି ବିଜେପି ପ୍ରାର୍ଥିନୀ ଚିତ୍ରା ବେହେରା ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ