ETV Bharat / city

'ଜନସାଧାରଣଙ୍କୁ ପ୍ରଲୋଭିତ, ଭୟଭୀତ କରୁଛନ୍ତି ସରକାର'

author img

By

Published : Apr 22, 2021, 5:40 PM IST

ପିପିଲିର ଲକ୍ଷ୍ମୀନାରାୟଣପୁର ପଞ୍ଚାୟତରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ଅଧିକ ପଢନ୍ତୁ...

'ଜନସାଧାରଣଙ୍କୁ ପ୍ରଲୋଭିତ, ଭୟଭୀତ କରୁଛନ୍ତି ସରକାର'
'ଜନସାଧାରଣଙ୍କୁ ପ୍ରଲୋଭିତ, ଭୟଭୀତ କରୁଛନ୍ତି ସରକାର'

ଭୁବନେଶ୍ବର: ପୁରୀ ପିପିଲିର ଲକ୍ଷ୍ମୀନାରାୟଣପୁର ପଞ୍ଚାୟତରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଫେରାଦ ଦେଲା ବିଜେପି ପ୍ରତିନିଧି ଦଳ ।

2018ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ପଞ୍ଚାୟତ ହିଁ ପିଡିଏସ ବଣ୍ଟନ କରିବ । କିନ୍ତୁ ତିଗିରିଆରେ ଉପଜିଲ୍ଲାପାଳ ଓ ବିଡ଼ିଓ ପିଡିଏସ ବଣ୍ଟନରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ଦେଇଛନ୍ତି । କିନ୍ତୁ ସେମାନେ ଏଥିପାଇଁ ପ୍ରସ୍ତୁତ ନାହାନ୍ତି ବୋଲି କହିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପରିବର୍ତ୍ତେ ଜଣେ ରାଜନୈତିକ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଟଙ୍କା ଯାଇଛି ବୋଲି ଅଭିଯୋଗ କରିଛି ବିଜେପି । ସରକାରଙ୍କ ଏଭଳି ନିଷ୍ପତ୍ତି ଜନସାଧାରଣଙ୍କୁ ପ୍ରଲୋଭିତ, ଭୟଭୀତ ଓ ପ୍ରଭାବିତ କରିବା ପାଇଁ କରାଯାଇଛି ବୋଲି ବିଜେପି ଅଭିଯୋଗ ଆଣିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.