ETV Bharat / city

ଖୋର୍ଦ୍ଧା ସାଂଗଠନିକ ଜିଲ୍ଲା ପାଇଁ ବିଜେଡିର ଜୁମ୍ବୋ ଟିମ - Zumbo team

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ନିଜ ସାଂଗଠନିକ ଟିମରେ ଅଦଳବଦଳ କରୁଛି । ଖୋର୍ଦ୍ଧା ଜିଲ୍ଲା ସଂଗଠନରେ ଅଦଳବଦଳ କରିବା ସହ ଏକ 1୦୦ ଜଣିଆ ଜୁମ୍ବୋ ଟିମ ଗଠନ କରିଛି । ଅଧିକ ପଢନ୍ତୁ...

ଖୋର୍ଦ୍ଧା ସାଂଗଠନିକ ଜିଲ୍ଲା ପାଇଁ ବିଜେଡିର ଜୁମ୍ବୋ ଟିମ

author img

By

Published : Nov 9, 2021, 6:55 AM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ନିଜ ସାଂଗଠନିକ ଟିମରେ ଅଦଳବଦଳ କରୁଛି । ଆଜି(ସୋମବାର) ଖୋର୍ଦ୍ଧା ଜିଲ୍ଲା ସଂଗଠନରେ ଅଦଳବଦଳ କରିବା ସହ ଏକ 1୦୦ ଜଣିଆ ଜୁମ୍ବୋ ଟିମ ଗଠନ କରିଛି । ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ବିଭୂତି ଭୂଷଣ ବଳବନ୍ତରାୟଙ୍କୁ ପୁନଃ ନିଯୁକ୍ତି ମିଳିଥିବାବେଳେ ଉପଦେଷ୍ଟା ଭାବେ ରାମ ଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ଏହା ସହ ଟିମରେ 30 ଉପ ସଭାପତି, 30 ସାଧାରଣ ସମ୍ପାଦକ, 36 ସମ୍ପାଦକ, ଜଣେ ଲେଖାଏଁ କୋଷାଧ୍ୟକ୍ଷ ଓ ମିଡ଼ିଆ କୋଡ଼ିନେଟର ନିଯୁକ୍ତି ଦେଇଛି ଦଳ । ଏହି ନୂଆ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ ।

ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ବିଭୂତି ଭୂଷଣ ବଳବନ୍ତରାୟଙ୍କୁ ପୁନଃ ନିଯୁକ୍ତି ମିଳିଥିବା ବେଳେ ଉପଦେଷ୍ଟା ଭାବେ ରାମଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିଭଳି ଉପ-ସଭାପତି ଭାବେ ବିପିନ କୁମାର ଜୟସିଂହ, ପ୍ରଫୁଲ୍ଲ କୁମାର ଦଳାଇ, ସୁଦର୍ଶନ ସୁନ୍ଦରରାୟ, ପ୍ରଶାନ୍ତ ପାଇକରାୟ, ବିଜୟ କୁମାର ଛୋଟରାୟ, ସଂଗ୍ରାମ କେଶରୀ ପ୍ରଧାନ, ବିଜ କୁମାର ମହାପାତ୍ର, ମନୋଜ ମାନସିଂହ, ତାରା ପଟ୍ଟନାୟକ, ସୂର୍ଯ୍ୟକାନ୍ତ ନନ୍ଦ, କୁନାଲ ରାଉତ, ଜୟନ୍ତ କୁମାର ପ୍ରଧାନ, କୌଳାଶ ଚନ୍ଦ୍ର ମହାପାତ୍ର, କିଶୋର ମୋହନ ପଟ୍ଟନାୟକ, ପ୍ରବାସ କୁମାର ସୁନ୍ଦରରାୟ, ମାନସ ରଞ୍ଜନ ପ୍ରଧାନ, ରମେଶ ଚନ୍ଦ୍ର ସାହାଣୀ, ପ୍ରଦ୍ୟମ୍ନ କୁମାର ସେନାପତି, ଲକ୍ଷ୍ମୀଧର ନାୟକ, ସଚ୍ଚିଦାନନ୍ଦ ଜେନା, ଉମାକାନ୍ତ ଆଚାର୍ଯ୍ୟ, ବିଭୁ ପ୍ରସାଦ ସାହୁ, ଦିଲ୍ଲୀପ କୁମାର ହୋତା, ସୁବ୍ରତ ମହାନ୍ତି, ଶୁକଦେବ ମାନସିଂହ, ପ୍ରଫୁଲ୍ଲ ସାମନ୍ତରାୟ, ଦିଲଲୀପ ମାହାଭୋଇ, ସୁବାସ ଚନ୍ଦ୍ର ସ୍ୱାଇଁ, ସତ୍ୟ ନାରାୟଣ ପ୍ରଧାନ, ଯୋଗେଶ ମାଝି, ପ୍ରଫୁଲ୍ଲ କୁମାର ପ୍ରଧାନ, ଶ୍ରୀନିବାସ ରାୟ, ଦେବରାଜ ମହାପାତ୍ର, ଦୁର୍ଯ୍ୟୋଧନ ସ୍ୱାଇଁ, କଳୁ ବଳିଆରସିଂହ, ରଘୁନାଥ ଜେନା, ବିରଞ୍ଜି ପ୍ରଧାନ ନିଯୁକ୍ତ ହୋଇଛନ୍ତି ।

ସେହିଭଳି ସାଧାରଣ ସମ୍ପାଦକ ଭାବେ ସନ୍ତୋଷ କୁମାର ପାଇକରାୟ, ପ୍ରଦୀପ କୁମାର ନନ୍ଦ, ପ୍ରକାଶ କୁମାର ପ୍ରଧାନ, ପ୍ରସନ୍ନ ପ୍ରଧାନ, ଦିବାକର ସାସମଲ, ଅଶୋକ ଭୋଳ, ଜୟକୃଷ୍ଣ ବେହେରା, ମନୋଜ କୁମାର ପ୍ରଧାନ, ମହେଶ୍ୱର ଦାସ, ପ୍ରମୋଦ କୁମାର ତ୍ରିପାଠୀ, ରାଜ କିଶୋର ପାତ୍ର, ଶ୍ରୀକାନ୍ତ କୁମାର ନାୟକ, ମଙ୍ଗରାଜ ବେହେରା, ସୁକାନ୍ତ ମଙ୍ଗରାଜ, ଇକ୍‌ବାଲ୍ ଅହମ୍ମଦ, ଲୋକନାତ ପରିଡ଼ା, ଭବାନୀ ଶଙ୍କର ପଣ୍ଡା, ସୂର୍ଯ୍ୟ ରଞ୍ଜନ ମହାନ୍ତି, ବିବେକାନନ୍ଦ ପଟ୍ଟନାୟକ, ମାନସ ଲାଲ, ସୁକାନ୍ତ କୁମାର ଜୟସିଂହ, ପ୍ରଶାନ୍ତ କୁମାର ବେହେରା, ବୀର କିଶୋର ଦାସ, ସୌରି ସାହୁ, ବସନ୍ତ ମହାପାତ୍ର, ଅର୍ଜୁନ ପ୍ରଧାନ, ଚିତ୍ତ ରଞ୍ଜନ ମିଶ୍ର, ବିଜୟ କୁମାର ଲେଙ୍କା ଓ ସୁଶାନ୍ତ ସିଂହଙ୍କୁ ନିଯୁକ୍ତି ମିଳିଛି ।

୩୦ ଜଣ ସମ୍ପାଦକ ହେଲେ ସନ୍ତୋଷ କୁମାର ହୋତା, ଅବିନାଶ ପଟ୍ଟନାୟକ, ଅନନ୍ତ ଶତପଥୀ, ଭାବଗ୍ରାହୀ ସାହୁ, ଦୀପକ କୁମାର ଜେନା, ସୂର୍ଯ୍ୟକାନ୍ତ ସାମନ୍ତରାୟ, ମୁନିରୁଦ୍ଧିନ୍ ଖାନ୍, ଅମୀୟ କୁମାର ଦଳେଇ, ଭଗବାନ ପ୍ରଧାନ, ଦାସରଥି ସାହୁ,ବିକ୍ରମ କେଶରୀ ଜେନା, ମିଟୁ ନାୟକ, ସନ୍ତୋଷ କୁମାର ଜାଲ୍ଲୀ, କୃଷ୍ଣ ଚନ୍ଦ୍ର ବେହେରା, ସୁକାନ୍ତ କୁମାର ଜେନା, ପ୍ରଶାନ୍ତ କୁମାର ଦାସ, ସୁକାନ୍ତ କୁମାର ସାହୁ, ଗଙ୍ଗାଧର ମଲ୍ଲିକ, ଦେବରାଜ ମହାପାତ୍ର, ବିଚିତ୍ରାନନ୍ଦ ସ୍ୱାଇଁ, ଶୁଭ୍ରାଂଶୁ ଶେଖର ସାହୁ, ନିରଞ୍ଜନ ସାହୁ, ରାଜେଶ ପ୍ରଧାନ, ସଞ୍ଜୟ କୁମାର ବରମନ୍, ଲଲିତ ମହାପାତ୍ର, କୃଷ୍ଣ ଚନ୍ଦ୍ର ସୁବୁଦ୍ଧି, ରବୀନ୍ଦ୍ର ରାଉତରାୟ, ନୁର୍ ମହମ୍ମଦ, ସନାତନ ବାରିକ, କିଶୋର କୁମାର ବେହେରା, ପୁଲକ ବଡ଼ଜେନା, ପ୍ରଭାକର ସାହୁ, ସୁଶାନ୍ତ କୁମାର ନାଥ, ସୁକାନ୍ତ କୁମାର ସାହୁ, ମାୟାଧର କରଣ, ନଳୀନି ବଡ଼ଜେନା । ଏହା ସହ କୋଷାଧ୍ୟକ୍ଷ ଭାବେ ରାଜ କିଶୋର ସ୍ୱାଇଁ ଓ ଜିଲ୍ଲା ମିଡିଆ ସେଲ୍ କୋଡିନେଟର ଭାବେ ସୂର୍ଯ୍ୟ ନାରାୟଣ ମହାନ୍ତିଙ୍କୁ ନିଯୁକ୍ତି ମିଳିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.