ETV Bharat / city

ସଂସଦୀୟ କମିଟିରେ ଓଡିଆ: ଜାଣନ୍ତୁ, କେଉଁ କମିଟିରେ କିଏ? - ସଂସଦୀୟ କମିଟିରେ ଓଡିଆ ସାଂସଦ

ଲୋକସଭାରେ ବିଭିନ୍ନ କମିଟି ପାଇଁ ସଦସ୍ୟ ଚୟନ କରାଯାଇଛି। ସେଥିରେ ରାଜ୍ୟର ଉଭୟ ଲୋକସଭା ଓ ରାଜ୍ୟସଭାର ସାଂସଦ ବିଭିନ୍ନ କମିଟିର ସଭ୍ୟ ଭାବେ ସ୍ଥାନ ପାଇଛନ୍ତି।

ଡିଜାଇନ ଫଟୋ
author img

By

Published : Sep 14, 2019, 12:00 PM IST

ଭୁବନେଶ୍ବର: ସଂସଦୀୟ କମିଟିରେ ଓଡିଆ ସାଂସଦ । ସଂସଦୀୟ କମିଟିରେ ଉଭୟ ରାଜ୍ୟସଭା ଓ ଲୋକସଭା ସାଂସଦଙ୍କୁ ନିଯୁକ୍ତି ମିଳିଛି । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କମିଟିରେ ରାଜ୍ୟର ସାଂସଦଙ୍କୁ ସଦସ୍ୟ କରାଯାଇଛି । ସଂସଦୀୟ ଶ୍ରମ ଓ ନିୟୋଜନ କମିଟିର ଅଧ୍ୟକ୍ଷ ଭାବେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଦାୟିତ୍ବ ମିଳିଛି।

ତେବେ ନଜର ପକାନ୍ତୁ କେଉଁ କମିଟିରେ କାହାକୁ ସଦସ୍ୟ କରାଯାଇଛି -

ସଂସଦୀୟ ରେଲୱେ କମିଟି:

  • କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି
  • ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ

ସଂସଦୀୟ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ କମିଟି :

  • ଆସ୍କା ସାଂସଦ ପ୍ରମିଳା ବିଶୋୟୀ
  • କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା

ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ କମିଟି:

  • ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ

ସଂସଦୀୟ ସାର ଓ ରସାୟନ କମିଟି:

  • ମୟୂରଭଞ୍ଜ ସାଂସଦ ବିଶେମ୍ବର ଟୁଡୁ
  • ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ବାଳ

ଆଇନ ଓ ନ୍ୟାୟ, ସାଧାରଣ ଅଭିଯୋଗ କମିଟି:

  • ବରଗଡ ସାଂସଦ ସୁରେଶ ପୂଜାରୀ

ସଂସଦୀୟ କୋଇଲା ଓ ଖଣି କମିଟି:

  • କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା
  • ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଜଙ୍ଗଲ ଓ ପରିବେଶ କମିଟି:

  • ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ
  • ରାଜ୍ୟସଭା ସାଂସଦ ଏନ୍‌ ଭାସ୍କର ରାଓ
  • ଢେଙ୍କାନାଳ ସାଂସଦ ମହେଶ ସାହୁ

ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି କମିଟି:

  • ନବରଙ୍ଗପୁର ସାଂସଦ ରମେଶ ମାଝୀ
  • ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ

ମାନବ ସମ୍ବଳ ବିକାଶ କମିଟି:

  • କେନ୍ଦୁଝର ସାଂସଦ ଚନ୍ଦ୍ରାଣି ମୁର୍ମୁ
  • ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର

ବୈଦେଶିକ ବ୍ୟାପାର କମିଟି:

  • କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ

ଗୃହ ବିଭାଗ କମିଟି:

  • ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ

ପ୍ରତିରକ୍ଷା କମିଟି:

  • ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବ
  • ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ

ଫାଇନାନ୍ସ କମିଟି:

  • ସାଂସଦ ପିନାକୀ ମିଶ୍ର
  • ଅମର ପଟ୍ଟନାୟକ

ବାଣିଜ୍ୟ କମିଟି:

  • ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ

ସହରାଞ୍ଚଳ ବିକାଶ କମିଟି:

  • ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

ଭୁବନେଶ୍ବର: ସଂସଦୀୟ କମିଟିରେ ଓଡିଆ ସାଂସଦ । ସଂସଦୀୟ କମିଟିରେ ଉଭୟ ରାଜ୍ୟସଭା ଓ ଲୋକସଭା ସାଂସଦଙ୍କୁ ନିଯୁକ୍ତି ମିଳିଛି । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କମିଟିରେ ରାଜ୍ୟର ସାଂସଦଙ୍କୁ ସଦସ୍ୟ କରାଯାଇଛି । ସଂସଦୀୟ ଶ୍ରମ ଓ ନିୟୋଜନ କମିଟିର ଅଧ୍ୟକ୍ଷ ଭାବେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଦାୟିତ୍ବ ମିଳିଛି।

ତେବେ ନଜର ପକାନ୍ତୁ କେଉଁ କମିଟିରେ କାହାକୁ ସଦସ୍ୟ କରାଯାଇଛି -

ସଂସଦୀୟ ରେଲୱେ କମିଟି:

  • କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି
  • ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ

ସଂସଦୀୟ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ କମିଟି :

  • ଆସ୍କା ସାଂସଦ ପ୍ରମିଳା ବିଶୋୟୀ
  • କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା

ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ କମିଟି:

  • ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ

ସଂସଦୀୟ ସାର ଓ ରସାୟନ କମିଟି:

  • ମୟୂରଭଞ୍ଜ ସାଂସଦ ବିଶେମ୍ବର ଟୁଡୁ
  • ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ବାଳ

ଆଇନ ଓ ନ୍ୟାୟ, ସାଧାରଣ ଅଭିଯୋଗ କମିଟି:

  • ବରଗଡ ସାଂସଦ ସୁରେଶ ପୂଜାରୀ

ସଂସଦୀୟ କୋଇଲା ଓ ଖଣି କମିଟି:

  • କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା
  • ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଜଙ୍ଗଲ ଓ ପରିବେଶ କମିଟି:

  • ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ
  • ରାଜ୍ୟସଭା ସାଂସଦ ଏନ୍‌ ଭାସ୍କର ରାଓ
  • ଢେଙ୍କାନାଳ ସାଂସଦ ମହେଶ ସାହୁ

ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି କମିଟି:

  • ନବରଙ୍ଗପୁର ସାଂସଦ ରମେଶ ମାଝୀ
  • ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ

ମାନବ ସମ୍ବଳ ବିକାଶ କମିଟି:

  • କେନ୍ଦୁଝର ସାଂସଦ ଚନ୍ଦ୍ରାଣି ମୁର୍ମୁ
  • ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର

ବୈଦେଶିକ ବ୍ୟାପାର କମିଟି:

  • କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ

ଗୃହ ବିଭାଗ କମିଟି:

  • ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ

ପ୍ରତିରକ୍ଷା କମିଟି:

  • ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବ
  • ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ

ଫାଇନାନ୍ସ କମିଟି:

  • ସାଂସଦ ପିନାକୀ ମିଶ୍ର
  • ଅମର ପଟ୍ଟନାୟକ

ବାଣିଜ୍ୟ କମିଟି:

  • ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ

ସହରାଞ୍ଚଳ ବିକାଶ କମିଟି:

  • ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.