ETV Bharat / city

ଧାନ କିଣା ପ୍ରସଙ୍ଗ: ପୀୟୁଷ ଗୋୟଲଙ୍କୁ ଭେଟିଲେ ବିଜେଡି ସାଂସଦ - ପୀୟୁଷ ଗୋୟଲଙ୍କୁ ଭେଟିଲେ ବିଜେଡି ସାଂସଦ

ଧାନ କିଣା ଓ ବକେୟା ସବସିଡି ଦାବିରେ ପୀୟୁଷ ଗୋୟଲଙ୍କୁ ଭେଟିଛନ୍ତି ରାଜ୍ୟସଭା ଓ ଲୋକସଭା ପକ୍ଷରୁ ବିଜୁ ଜନତା ଦଳ ସାଂସଦ । ଅଧିକ ପଢନ୍ତୁ..

ଧାନ କିଣା ପ୍ରସଙ୍ଗ: ପୀୟୁଷ ଗୋୟଲଙ୍କୁ ଭେଟିଲେ ବିଜେଡି ସାଂସଦ

author img

By

Published : Mar 15, 2021, 4:02 PM IST

ଭୁବନେଶ୍ବର: ସୋମବାର ରାଜ୍ୟସଭା ଓ ଲୋକସଭା ପକ୍ଷରୁ ବିଜୁ ଜନତା ଦଳ ସାଂସଦ ପ୍ରତିନିଧି କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟିଛନ୍ତି । ଓଡିଶାରେ ଚାଷୀଙ୍କ ଧାନ କ୍ରୟ ଓ ବକେୟା ସବସିଡି ତୁରନ୍ତ ପ୍ରଦାନ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି ବିଜେଡି ସାଂସଦ ।

ଏ ନେଇ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ନିଶ୍ଚିତ କରିଛନ୍ତି କି, ଏହି ପ୍ରସଙ୍ଗକୁ ସରକାର ବିଚାର କରିବେ ଏବଂ ଓଡିଶାର ଦାବି ଶୀଘ୍ର ପୂରଣ ହେବ ।

କୋଭିଡ ସଙ୍କଟ କାଳ ମଧ୍ୟରେ କୃଷି କ୍ଷେତ୍ରରେ ଦେଶ ଅର୍ଥନୀତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହାର ଯୋଗଦାନ ଦେଶ ଅଭିବୃଦ୍ଧି ଅଧିକ ରହିଛି । ହେଲେ ବିଭିନ୍ନ ଜଟିଳ ବ୍ୟବସ୍ଥା ଓ ମଣ୍ଡିରେ ଅଚଳାବସ୍ଥା ଯୋଗୁଁ ବସ୍ତା ବସ୍ତା ଧାନ ପଡିରହିଛି । ଫଳରେ ଧାନ ବିକ୍ରି ନ କରିପାରି ବହୁ ଚାଷୀ ରାଜ୍ୟରେ ରାସ୍ତାରୋକ କରୁଥିବାବେଳେ ନୂଆପଡାରେ ଗତ 3 ଦିନ ତଳେ ଏଥିପାଇଁ ବିଷ ପିଇଥିବା ଘଟଣା ସାମ୍ନାକୁ ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.