ETV Bharat / city

Panchayat Vote Counting: ୮୬% ଆସନରେ ବିଜେଡିର ଲିଡ୍‌

author img

By

Published : Feb 27, 2022, 3:02 PM IST

ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି । ମୋଟ ୩୦୬ଟି ଆସନ ପାଇଁ ଆଜି ଗଣତି ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୪୫ଟି ଆସନରେ ଆଗରେ ରହିଛି ବିଜେଡି । ଅଧିକ ପଢ଼ନ୍ତୁ

Panchayat Vote Counting:  ୮୬ ପ୍ରତିଶତ ଆସନରେ ବିଜେଡିର ଲିଡ୍‌

ଭୁବନେଶ୍ବର: ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି । ମୋଟ ୩୦୬ଟି ଆସନ ପାଇଁ ଆଜି ଗଣତି ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆସୁଥିବା ଟ୍ରେଣ୍ଡରେ ୨୪୫ଟି ଆସନରେ ଆଗରେ ରହିଛି ବିଜେଡି । ତା ପଛକୁ ବିଜେପି ୨୩ଟି ଆସନରେ ଆଗୁଆ ରହିଛି । ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ପରେ ଅଧିକାଂଶ ଆସନରେ ବିଜେଡି ବିଜୟୀ ହୋଇଥିବା ଜଣାପଡ଼ିଥିଲା । ତେବେ କଂଗ୍ରେସ ମଧ୍ୟ ୧୫ଟି ଆସନରେ ଟ୍ରେଣ୍ଡରେ ରହିଛି ।

ଅନ୍ୟାନ୍ୟ ଦଳ ଏବଂ ସ୍ବାଧୀନ ପ୍ରାର୍ଥୀ ୪ଟି ଆସନରେ ଟ୍ରେଣ୍ଡରେ ରହିଛି । ବର୍ତ୍ତମାନ ସୁଦ୍ଧା ବିଜେଡି ୮୬ ପ୍ରତିଶତ ଆସନ ପାଇ ଲିଡ୍‌ ରହିଛି । ବିଜେପି ମାତ୍ର ୮ ପ୍ରତିଶତ ଆସନରେ ଲିଡ୍‌ ନେଇ ପାରିଛି । ଏହାକୁ ନେଇ ବିଜେଡି କ୍ୟାମ୍ପରେ ଉତ୍ସବର ମାହୋଲ ରହିଛି । ଅନ୍ୟାନ ୧ ପ୍ରତିଶତ ଆସନରେ ନିଜର ଦମ୍‌ ଦେଖାଇଛନ୍ତି । ବର୍ତ୍ତମାନ ସ୍ଥାନରେ ତୃତୀୟ ରାଉଣ୍ଡ ଗଣତି ଶେଷ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.