ETV Bharat / city

ବିଜେଡିର ନୂଆ ମୁଖପାତ୍ର ଓ ମିଡିଆ ପ୍ୟାନେଲିଷ୍ଟ ନିଯୁକ୍ତ

author img

By

Published : Sep 4, 2019, 4:34 PM IST

ଶାସକ ବିଜେଡି ଆଜି ଦଳର ନୂତନ ମୁଖପାତ୍ର ଓ ମିଡିଆ ପ୍ୟାନେଲିଷ୍ଟ ନିଯୁକ୍ତ କରିଛି ।

ଫାଇଲ ଫଟୋ

ଭୁବନେଶ୍ବର: ଶାସକ ବିଜୁ ଜନତା ଦଳ ଆଜି ତାର ସମସ୍ତ ମୁଖପାତ୍ରଓ ଟିଭି ପ୍ୟାନେଲିଷ୍ଟଙ୍କ ଘୋଷଣା କରିଛି । ନିର୍ଦେଶ ଅନୁସାରେ ଅଧିକାର ପ୍ରାପ୍ତ ମୁଖପାତ୍ର ହିଁ ଦଳ ଓ ସରକାରଙ୍କ ପକ୍ଷ ରଖିବେ । ତେବେ ପ୍ରଥମ ଥର ଦଳ ତାର ଜାତୀୟ ମୁଖପାତ୍ର ମଧ୍ୟ ନିଯୁକ୍ତ କରିଛି ।

PHOTO
ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ଜାତୀୟ ମୁଖପାତ୍ର
1- ସାଂସଦ ପିନାକୀ ମିଶ୍ର, ସାଂସଦ ଅନୁଭବ ମହାନ୍ତି, ସାଂସଦ ଅମର ପଟ୍ଟନାୟକ, ସାଂସଦ ସସ୍ମିତ ପାତ୍ର ଓ ସତ୍ୟନାରାୟଣ ସାହୁ ।

ମୁଖପାତ୍ର
1- ସାଂସଦ ପ୍ରଶାନ୍ତ ନନ୍ଦ
2- ସାଂସଦ ରମେଶ ଚନ୍ଦ୍ର ମାଝି
3- ବିଧାୟକ ପ୍ରତାପ କେଶରୀ ଦେବ
4- ବିଧାୟକ ଦେବୀ ପ୍ରସାଦ ମିଶ୍ର
5- ବିଧାୟକ ବ୍ୟୋମକେଶ ରାୟ
6- ସୁବାସ ଚୌହାନ
7- ଲେନିନ ମହାନ୍ତି
8- ଲୋପାମୁଦ୍ରା ବକ୍ସିପାତ୍ର
9- ଆକାଶ ଦାସନାୟକ
10- ଅନୁଭବ ପଟ୍ଟନାୟକ
11- ସୁଲତା ଦେଓ
12- ଶ୍ରୀମୟୀ ଶ୍ବେତା ସ୍ନିଗ୍ଧା ମିଶ୍ର
13- ଭରଦ୍ବାଜ ମିଶ୍ର
14- ସୁବାସ ସିଂ

ସେହିପରି ପ୍ୟାନେଲିଷ୍ଟ ଭାବେ 10ଜଣଙ୍କୁ ନିଯୁକ୍ତି ଦିଆଯାଇଛି ।

ପ୍ୟାନେଲିଷ୍ଟ


1- ମିହିର ମହାନ୍ତି
2- ଡ. ସନ୍ତୋଷ ଲେଙ୍କା
3- ବିଶ୍ବଜିତ ମହାନ୍ତି
4- ସଞ୍ଜୟ ବାବୁ
5- ଡ.ହରିଶ ଚୌଧୁରୀ
6- ତପନ ଦାସ
7- ଦୁର୍ଗା ସାମନ୍ତରାୟ
8 - ପ୍ରିୟବ୍ରତ ମାଝି
9- ଚକ୍ରଧର ଦାସ
10- ଓମ ପ୍ରକାଶ ସାହୁ

ଏହାସହ ସସ୍ମିତ ପାତ୍ରଙ୍କୁ ଦଳର ମିଡିଆ ସଂଯୋଜକ ଭାବେ ମଧ୍ଯ ଦାୟିତ୍ବ ଦିଆଯାଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ଭୁବନେଶ୍ବର: ଶାସକ ବିଜୁ ଜନତା ଦଳ ଆଜି ତାର ସମସ୍ତ ମୁଖପାତ୍ରଓ ଟିଭି ପ୍ୟାନେଲିଷ୍ଟଙ୍କ ଘୋଷଣା କରିଛି । ନିର୍ଦେଶ ଅନୁସାରେ ଅଧିକାର ପ୍ରାପ୍ତ ମୁଖପାତ୍ର ହିଁ ଦଳ ଓ ସରକାରଙ୍କ ପକ୍ଷ ରଖିବେ । ତେବେ ପ୍ରଥମ ଥର ଦଳ ତାର ଜାତୀୟ ମୁଖପାତ୍ର ମଧ୍ୟ ନିଯୁକ୍ତ କରିଛି ।

PHOTO
ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ଜାତୀୟ ମୁଖପାତ୍ର
1- ସାଂସଦ ପିନାକୀ ମିଶ୍ର, ସାଂସଦ ଅନୁଭବ ମହାନ୍ତି, ସାଂସଦ ଅମର ପଟ୍ଟନାୟକ, ସାଂସଦ ସସ୍ମିତ ପାତ୍ର ଓ ସତ୍ୟନାରାୟଣ ସାହୁ ।

ମୁଖପାତ୍ର
1- ସାଂସଦ ପ୍ରଶାନ୍ତ ନନ୍ଦ
2- ସାଂସଦ ରମେଶ ଚନ୍ଦ୍ର ମାଝି
3- ବିଧାୟକ ପ୍ରତାପ କେଶରୀ ଦେବ
4- ବିଧାୟକ ଦେବୀ ପ୍ରସାଦ ମିଶ୍ର
5- ବିଧାୟକ ବ୍ୟୋମକେଶ ରାୟ
6- ସୁବାସ ଚୌହାନ
7- ଲେନିନ ମହାନ୍ତି
8- ଲୋପାମୁଦ୍ରା ବକ୍ସିପାତ୍ର
9- ଆକାଶ ଦାସନାୟକ
10- ଅନୁଭବ ପଟ୍ଟନାୟକ
11- ସୁଲତା ଦେଓ
12- ଶ୍ରୀମୟୀ ଶ୍ବେତା ସ୍ନିଗ୍ଧା ମିଶ୍ର
13- ଭରଦ୍ବାଜ ମିଶ୍ର
14- ସୁବାସ ସିଂ

ସେହିପରି ପ୍ୟାନେଲିଷ୍ଟ ଭାବେ 10ଜଣଙ୍କୁ ନିଯୁକ୍ତି ଦିଆଯାଇଛି ।

ପ୍ୟାନେଲିଷ୍ଟ


1- ମିହିର ମହାନ୍ତି
2- ଡ. ସନ୍ତୋଷ ଲେଙ୍କା
3- ବିଶ୍ବଜିତ ମହାନ୍ତି
4- ସଞ୍ଜୟ ବାବୁ
5- ଡ.ହରିଶ ଚୌଧୁରୀ
6- ତପନ ଦାସ
7- ଦୁର୍ଗା ସାମନ୍ତରାୟ
8 - ପ୍ରିୟବ୍ରତ ମାଝି
9- ଚକ୍ରଧର ଦାସ
10- ଓମ ପ୍ରକାଶ ସାହୁ

ଏହାସହ ସସ୍ମିତ ପାତ୍ରଙ୍କୁ ଦଳର ମିଡିଆ ସଂଯୋଜକ ଭାବେ ମଧ୍ଯ ଦାୟିତ୍ବ ଦିଆଯାଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳ ର ମୁଖପାତ୍ର ଓ ପେନଲିଷ୍ଟି ତାଲିକା
ଘୋଷଣା କରିଛନ୍ତି । ଜାତୀୟ ଓ ରାଜ୍ୟ ସ୍ତରରେ ଏହି ମୁଖପାତ୍ରମାନେ ଏଣିକି ଦଳର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମରେ ମନ୍ତବ୍ୟ ରଖିବେ। ଏହି ୨୯ ଜଣିଆ ମୁଖପାତ୍ର ଓ ପେନାଲିଷ୍ଲିଟ ତାଲକାରେ ବରିଷ୍ଠ ଏବଂ ଯୁବକ ସାମିଲ ହୋଇଥିବା ନେତାମାନଙ୍କୁ ରଖାଯାଇଥିବା ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି।
ଏବେ


Body:ଜାତୀୟସ୍ତରର ମୁଖପାତ୍ର ରୂପେ ସମ୍ବିତ ମହାପାତ୍ରଙ୍କୁ ମିଡ଼ିଆ କୋର୍ଡ଼ିନେଟର ଭାବେ ନିଯୁକ୍ତି ଦିଆଯାଇଛି । ଅନ୍ୟପଟେ ସାଂସଦ ପୀନାକି ମିଶ୍ର, ସାଂସଦ ଅନୁଭବ ମହାନ୍ତି, ସାଂସଦ ଅମର ପଟ୍ଟନାୟକ, ସାଂସଦ ସସ୍ମିତ ପାତ୍ର ଓ ସତ୍ୟନାରାୟଣ ସାହଙ୍କୁ ଦାଇତ୍ୱ ଦେଇଛନ୍ତିConclusion:ଏହାସହ ବିଧାୟକ ପ୍ରତାପ କେଶରୀ ଦେବ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ସାଂସଦ ପ୍ରଶାନ୍ତ ନନ୍ଦ, ସାଂସଦ ରମେଶ ଚନ୍ଦ୍ର ମାଝୀ, ବିଧାୟକ ବ୍ୟୋମୋକେଶ ରାୟ, ସୁବାଷ ଚୌହାନ, ସୁବାସ ସିଂ, ଆକାଶ ଦାସନାୟକ, ଅନୁଭବ ପଟ୍ଟନାୟକ, ଲେନିନ ମହାନ୍ତି, ସୁଲତା ଦେଓ , ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧାମିଶ୍ର, ଭରଦ୍ୱାଜ ମିଶ୍ର ମୁଖପାତ୍ର ଚୟନ ହୋଇଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.