ଭୁବନେଶ୍ବର: ଆସିଲା ବିଜେଡିର ସାଧାରଣ ସମ୍ପାଦକ ତାଲିକା । ବିଜୁ ଜନତା ଦଳ ତାର ସାଧାରଣ ସମ୍ପାଦକ ତାଲିକା ପ୍ରକାଶ କରିଛି। ପୂର୍ବ ଭଳି ଏଥର ପଦବୀ ସହିତ କିଛି ଦାୟିତ୍ବ ମଧ୍ୟ ଦିଆଯାଇଛି । ବିଜେଡିର 36 ଜଣିଆ ସାଧାରଣ ସମ୍ପାଦକଙ୍କୁ ଦାୟିତ୍ୱ ବଣ୍ଟନ କଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ।
![ଆସିଲା ବିଜେଡିର ସାଧାରଣ ସମ୍ପାଦକ ତାଲିକା](https://etvbharatimages.akamaized.net/etvbharat/prod-images/od-bbs-1-bjdlist-avo-7205239_16072020152027_1607f_1594893027_103.png)
ସୁଶାନ୍ତ ସିଂଙ୍କୁ ସଶକ୍ତ ଓଡ଼ିଶାର ଦାୟିତ୍ବ ମିଳିଥିବା ବେଳେ ଚନ୍ଦ୍ରସରଥୀ ବେହେରାଙ୍କୁ ମିଳିଛି ଏସ.ସି. ସଶକ୍ତିକରଣର ଦାୟିତ୍ବ । ଏହା ସମେତ ଅନ୍ୟ 34 ଜଣଙ୍କୁ ମିଳିଛି ବିଭିନ୍ନ ଦାୟିତ୍ବ । ଦେଖନ୍ତୁ ତାଲିକା-
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ