ETV Bharat / city

ଘୋଷଣା ହେଲା ବିଜେଡି ଜିଲ୍ଲା ସଭାପତି ତାଲିକା - ବିଜେଡି ଜିଲ୍ଲା ସଭାପତି ତାଲିକା

bjd-announces-parties-district-presidents-list
ଘୋଷଣା ହେଲା ବିଜେଡି ଜିଲ୍ଲା ସଭାପତି ତାଲିକା
author img

By

Published : Feb 21, 2020, 1:59 PM IST

Updated : Feb 21, 2020, 2:53 PM IST

13:42 February 21

ଘୋଷଣା ହେଲା ବିଜେଡି ଜିଲ୍ଲା ସଭାପତି ତାଲିକା

bjd-announces-parties-district-presidents-list
ଘୋଷଣା ହେଲା ବିଜେଡି ଜିଲ୍ଲା ସଭାପତି ତାଲିକା

ଭୁବନେଶ୍ବର: ବିଜୁଜନତା ଦଳ ପକ୍ଷରୁ 30ଟି ଜିଲ୍ଲାର 33ଟି ସାଙ୍ଗଠନିକ ସଭାପତିଙ୍କ ତାଲିକା ଘୋଷଣା କରାଯାଇଛି ।  ଦେଖନ୍ତୁ କିଏ ହେଲେ କେଉଁ ଜିଲ୍ଲାର ସଭାପତି....

କେନ୍ଦୁଝର - ମାଧବ ସର୍ଦ୍ଦାର

ଖୋର୍ଦ୍ଧା- ବିଭୂତି ଭୂଷଣ ବଳବନ୍ତରାୟ

କୋରାପୁଟ- ଈଶ୍ବର ପାଣିଗ୍ରାହୀ

ମାଲକାନଗିରି- ପୂର୍ଣ୍ଣଚନ୍ଦ୍ର ବାକା  

ମୟୂରଭଞ୍ଜ(ସଦର)- ସୁଦାମ ମାରାଣ୍ଡି

ମୟୂରଭଞ୍ଜ- କାଶୀନାଥ ହେମ୍ବ୍ରମ

ନବରଙ୍ଗପୁର- ରମେଶ ମାଝୀ

ନୟାଗଡ- ରମେଶ ବେହେରା  

ନୂଆପଡା- ମନୋଜ ମିଶ୍ର  

ପୁରୀ- ମହେଶ୍ବର ମହାନ୍ତି

ରାୟଗଡା- ସୁଧୀର ଦାସ  

ରାଉରକେଲା- ସାରଦା ପ୍ରସାଦ ନାୟକ

ସମ୍ବଲପୁର- ସିଦ୍ଧାର୍ଥ ଦାସ

ସୁବର୍ଣ୍ଣପୁର- ସରୋଜ କାମ୍ପା  

ସୁନ୍ଦରଗଡ- ବିନୟ ଟପ୍ପୋ

ଅନୁଗୋଳ- ମହେନ୍ଦ୍ର ବସ୍ତିଆ

ବାଲେଶ୍ବର- ରବୀନ୍ଦ୍ର ଜେନା  

ବରଗଡ- ବିଜୟ ରଞ୍ଜନ ସିଂ ବରିହା  

ଭଦ୍ରକ- ଜଗନ୍ନାଥ ସ୍ବାଇଁ

ଭୁବନେଶ୍ବର- ଅନନ୍ତ ନାରାୟଣ ଜେନା  

ବଲାଙ୍ଗୀର-ଟୁକୁନି ସାହୁ

ବୌଦ୍ଧ- ମହୀଧର ରଣା  

କଟକ- ଦେବାଶିଷ ସାମନ୍ତରାୟ  

ଦେଓଗଡ- ରୋମାଞ୍ଚ ରଞ୍ଜନ ବିଶ୍ବାଳ  

ଢେଙ୍କାନାଳ- ପ୍ରଫୁଲ୍ଲ ମଲ୍ଲିକ  

ଗଜପତି- ପ୍ରଦୀପ ନାୟକ  

ଗଞ୍ଜାମ-ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ  

ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି

ଯାଜପୁର- ସରୋଜ ମହାପାତ୍ର

ଝାରସୁଗୁଡା- କିଶୋର ମହାନ୍ତି

କଳାହାଣ୍ଡି- ପୁଷ୍ପେନ୍ଦ୍ର ସିଂ ଦେଓ  

କନ୍ଧମାଳ- ସରୋଜ କୁମାର କର୍ଣ୍ଣ  

କେନ୍ଦ୍ରାପଡା- ଉତ୍କଳ କେଶରୀ ପରିଡା  

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ  

13:42 February 21

ଘୋଷଣା ହେଲା ବିଜେଡି ଜିଲ୍ଲା ସଭାପତି ତାଲିକା

bjd-announces-parties-district-presidents-list
ଘୋଷଣା ହେଲା ବିଜେଡି ଜିଲ୍ଲା ସଭାପତି ତାଲିକା

ଭୁବନେଶ୍ବର: ବିଜୁଜନତା ଦଳ ପକ୍ଷରୁ 30ଟି ଜିଲ୍ଲାର 33ଟି ସାଙ୍ଗଠନିକ ସଭାପତିଙ୍କ ତାଲିକା ଘୋଷଣା କରାଯାଇଛି ।  ଦେଖନ୍ତୁ କିଏ ହେଲେ କେଉଁ ଜିଲ୍ଲାର ସଭାପତି....

କେନ୍ଦୁଝର - ମାଧବ ସର୍ଦ୍ଦାର

ଖୋର୍ଦ୍ଧା- ବିଭୂତି ଭୂଷଣ ବଳବନ୍ତରାୟ

କୋରାପୁଟ- ଈଶ୍ବର ପାଣିଗ୍ରାହୀ

ମାଲକାନଗିରି- ପୂର୍ଣ୍ଣଚନ୍ଦ୍ର ବାକା  

ମୟୂରଭଞ୍ଜ(ସଦର)- ସୁଦାମ ମାରାଣ୍ଡି

ମୟୂରଭଞ୍ଜ- କାଶୀନାଥ ହେମ୍ବ୍ରମ

ନବରଙ୍ଗପୁର- ରମେଶ ମାଝୀ

ନୟାଗଡ- ରମେଶ ବେହେରା  

ନୂଆପଡା- ମନୋଜ ମିଶ୍ର  

ପୁରୀ- ମହେଶ୍ବର ମହାନ୍ତି

ରାୟଗଡା- ସୁଧୀର ଦାସ  

ରାଉରକେଲା- ସାରଦା ପ୍ରସାଦ ନାୟକ

ସମ୍ବଲପୁର- ସିଦ୍ଧାର୍ଥ ଦାସ

ସୁବର୍ଣ୍ଣପୁର- ସରୋଜ କାମ୍ପା  

ସୁନ୍ଦରଗଡ- ବିନୟ ଟପ୍ପୋ

ଅନୁଗୋଳ- ମହେନ୍ଦ୍ର ବସ୍ତିଆ

ବାଲେଶ୍ବର- ରବୀନ୍ଦ୍ର ଜେନା  

ବରଗଡ- ବିଜୟ ରଞ୍ଜନ ସିଂ ବରିହା  

ଭଦ୍ରକ- ଜଗନ୍ନାଥ ସ୍ବାଇଁ

ଭୁବନେଶ୍ବର- ଅନନ୍ତ ନାରାୟଣ ଜେନା  

ବଲାଙ୍ଗୀର-ଟୁକୁନି ସାହୁ

ବୌଦ୍ଧ- ମହୀଧର ରଣା  

କଟକ- ଦେବାଶିଷ ସାମନ୍ତରାୟ  

ଦେଓଗଡ- ରୋମାଞ୍ଚ ରଞ୍ଜନ ବିଶ୍ବାଳ  

ଢେଙ୍କାନାଳ- ପ୍ରଫୁଲ୍ଲ ମଲ୍ଲିକ  

ଗଜପତି- ପ୍ରଦୀପ ନାୟକ  

ଗଞ୍ଜାମ-ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ  

ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି

ଯାଜପୁର- ସରୋଜ ମହାପାତ୍ର

ଝାରସୁଗୁଡା- କିଶୋର ମହାନ୍ତି

କଳାହାଣ୍ଡି- ପୁଷ୍ପେନ୍ଦ୍ର ସିଂ ଦେଓ  

କନ୍ଧମାଳ- ସରୋଜ କୁମାର କର୍ଣ୍ଣ  

କେନ୍ଦ୍ରାପଡା- ଉତ୍କଳ କେଶରୀ ପରିଡା  

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ  

Last Updated : Feb 21, 2020, 2:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.