ETV Bharat / city

‘ବିକାଶ ଦେଖି ଭୋଟ ଦେଲେ ଦିଲ୍ଲୀବାସୀ’

ଦିଲ୍ଲୀ ନିର୍ବାଚନ ଫଳାଫଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଅଧିକ ପଢନ୍ତୁ...

BJD and Congress reaction
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Feb 11, 2020, 7:09 PM IST

ଭୁବନେଶ୍ବର: ଦିଲ୍ଲୀ ନିର୍ବାଚନ ଫଳାଫଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏନେଇ ଶାସକ ବିଜେଡି ନେତା ତଥା ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି ଯେ, ଦିଲ୍ଲୀ ଗୋଟିଏ ବାର୍ତ୍ତା ଦେଇଛି, ଯେଉଁମାନେ ଲୋକଙ୍କ ସେବା କରିବ ସେମାନଙ୍କୁ ଲୋକ ଭୋଟ ଦେବେ। କୌଣସି କେନ୍ଦ୍ରୀୟ ଦଳ କି କେହି କେନ୍ଦ୍ରୀୟ ନେତା ପ୍ରଚାରର କିଛି ଫରକ ପଡିବନି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆମ ରାଜ୍ୟରେ ମଧ୍ୟ ନବୀନ ପଟନାୟକଙ୍କୁ ଲୋକେ ପଞ୍ଚମ ଥର ଭୋଟ ଦେଉଛନ୍ତି । ଏଥିରୁ ରାଜନୈତିକ ଦଳ ଶିକ୍ଷା କରିବା ଉଚିତ ଲୋକଙ୍କ କାମ ନକଲେ ଭୋଟ ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଏନେଇ କଂଗ୍ରେସ ନେତା ସୁର ରାଉରାୟ କହିଛନ୍ତି ଯେ, କେଜ୍ରିଓ୍ଵାଲ ଭଲ କାମ କରିଛନ୍ତି ,ତେଣୁ ତାଙ୍କୁ ଲୋକେ ଭୋଟ ଦେଇଛନ୍ତି , ଗରିବଙ୍କ ପାଇଁ ମାଗଣା ବିଦ୍ୟୁତ, ପାନୀୟ ଜଳ ଓ ଶିକ୍ଷା ପାଇଁ ଲୋକେ ବିଜେପି ଓ କଂଗ୍ରେସକୁ ପ୍ରତ୍ୟାଖାନ କରିଛନ୍ତି ବୋଲି ସୁର ରାଉରାୟ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଦିଲ୍ଲୀ ନିର୍ବାଚନ ଫଳାଫଳ କୁ ନେଇ ଓଡିଶା ର ବିଭିନ୍ନ ରାଜନୈତିକ ଦଳଙ୍କ ପ୍ରତିକ୍ରିୟା ସାମନା କୁ ଆସିଛି ।ଏନେଇ ଶାଶକ ବିଜେଡେ ନତା ତଥା ସ୍ଵାସ୍ଥ୍ୟ ମନ୍ତ୍ରୀ ନବଦାସ କହିଛନ୍ତି ଯେ , ଆଜି ଦିଲ୍ଲୀ ଗୋଟିଏ ବାର୍ତ୍ତା ଦେଇଛି,ଯେଉଁମାନେ ଲୋକଙ୍କ ସେବା କରିବ ସେମାନଙ୍କୁ ଲୋକ ଭୋଟ ଦେବେ । Body:କୈଣସି କେନ୍ଦ୍ରୀୟ ଦଳ କି କେହି କେନ୍ଦ୍ରୀୟ ନେତା ପ୍ରଚାର କିଛି ଫରକ ପଡିବନି ।ଆମ ରାଜ୍ୟରେ ମଧ୍ୟ ନବୀନ ଙ୍କୁ ଲୋକେ ପଞ୍ଚମ ଥର ଭୋଟ୍ ଦେଉଛନ୍ତି । ଏଥିରୁ ରାଜନୈତିକ ଦଳମାନେ ଶିକ୍ଷା କରିବା ଉଚିତ ଲୋକଙ୍କ କାମ ନକଲେ ଭୋଟ ନାହିଁ ।
ବୋଲି ସେ କହିଛନ୍ତି ।
Conclusion:ଏନେଇ କଂଗ୍ରେସ ନେତା ସୁର ରାଉରାୟ କହିଛନ୍ତି ଯେ, କେଜ୍ରିଓ୍ଵାଲ ଭଲ କାମ କରିଛନ୍ତି ,ତେଣୁ ତାଙ୍କୁ ଲୋକେ ଭୋଟ ଦେଇଛନ୍ତି , ଗରିବ ଙ୍କ ପାଇଁ ଇଲେଟ୍ରି ଫ୍ରି,ପିଇବା ପାଣି ଓ ଶିକ୍ଷା ପାଇଁ ଲୋକେ ବିଜେପି ଓ କଂଗ୍ରେସ କୁ ପ୍ରତ୍ୟାଖାନ କରିଛନ୍ତି ବୋଲି ସୁର ରାଉରାୟ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.