ETV Bharat / city

ବୁଧବାର ବିଶ୍ବକର୍ମା ପୂଜା, ବଜାରରେ ଲାଗିଛି ଭିଡ

author img

By

Published : Sep 15, 2020, 10:45 PM IST

ରାତି ପାହିଲେ ହେଲେ ଧରାବତାରଣ କରିବେ ବିଶ୍ବ ନିର୍ମାତା । ଚଳିତବର୍ଷ କୋରୋନା କଟକଣା ଯୋଗୁଁ ବଜାରରେ ଫିକା ପଡିଯାଇଛି ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁନାହିଁ । ଲୋକେ କେବଳ ବିଧି ରକ୍ଷା ପାଇଁ ବଜାର କରିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଆସନ୍ତାକାଲି ବିଶ୍ବକର୍ମା ପୂଜା ବଜାରରେ ଲାଗିଛି ଭିଡ

ଭୁବନେଶ୍ବର: ଆସନ୍ତାକାଲି ବିଶ୍ବ ନିର୍ମାତା ବିଶ୍ବକର୍ମା ପୂଜା । ଏହି ଦିନରେ ତାଙ୍କର ପୂଜା କରିବା ପାଇଁ ରାଜଧାନୀର ବୈଷୟିକ ଅନୁଷ୍ଠାନ ଓ କଳକାରଖାନ ମାନଙ୍କରେ ବିଶେଷ ବ୍ୟବସ୍ଥା ହୋଇଥାଏ । ମହାମାରୀ କୋରୋନା ନେଇ ସର୍ବସାଧାରଣରେ କୌଣସି ଉତ୍ସବ ପାଇଁ ନିଷେଧ କରାଯାଇଛି ।

ଚଳିତ ବର୍ଷ କୋରୋନା ଯୋଗୁଁ ସରକାରୀ କଟକଣା ମଧ୍ୟରେ ଏହା ପାଳନ କରାଯିବ । ଆସନ୍ତାକାଲି ପୂଜା ଥିବାରୁ ରାଜଧାନୀର ମାର୍କେଟ ମାନଙ୍କରେ ମୂର୍ତ୍ତି ଓ ପୂଜା ସାମଗ୍ରୀ କିଣାକିଣି କରିବାକୁ ଶ୍ରଦ୍ଧାଳୁମାନେ ଭିଡ଼ ଜମାଇଛନ୍ତି । ତେବେ ବିଗତ ବର୍ଷ ଭଳି ଏଥର ବେପାର ହେଉ ନ ଥିବା ବେଳେ ଏଥର କେବଳ ବିଧି ରକ୍ଷା ପାଇଁ ଛୋଟ ଛୋଟ ମୂର୍ତ୍ତି ନେଇ ପୂଜା କରିବାକୁ ଯାଉଥିବା ବେପାରୀମାନେ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.