ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନଙ୍କ ଜନ୍ମଦିନ । 75 ବର୍ଷରେ ପାଦ ଥାପିଲେ ନବୀନ ପଟ୍ଟନାୟକ । ଚଳିତ ବର୍ଷ କୋଭିଡ୍ କାରଣରୁ ଜନ୍ମଦିନ ପାଳିବେନି ନବୀନ। ତେବେ ମୁଖ୍ୟମନ୍ତ୍ରୀ ଏହି ଶୁଭ ତିଥିରେ ହେଭିୱେଟ ନେତା ମନ୍ତ୍ରୀଙ୍କ ପାଖରୁ ଛୁଟିଛି ଶୁଭେଚ୍ଛାର ସୁଅ।
-
Birthday greetings to Odisha CM Shri Naveen Patnaik Ji. Praying for his long and healthy life. @Naveen_Odisha
— Narendra Modi (@narendramodi) October 16, 2020 " class="align-text-top noRightClick twitterSection" data="
">Birthday greetings to Odisha CM Shri Naveen Patnaik Ji. Praying for his long and healthy life. @Naveen_Odisha
— Narendra Modi (@narendramodi) October 16, 2020Birthday greetings to Odisha CM Shri Naveen Patnaik Ji. Praying for his long and healthy life. @Naveen_Odisha
— Narendra Modi (@narendramodi) October 16, 2020
ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନର କାମନା କରିଛନ୍ତି । ସେହିପରି କେନ୍ଦମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବୀନଙ୍କ ସୁସ୍ଥ ଓ ନିରାମୟ ଜୀବନ ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ କଲେ ପ୍ରାର୍ଥନା କରିଛନ୍ତି ।
''ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ନବୀନ ବାବୁ । ମହାପ୍ରଭୂ ଜଗନ୍ନାଥ ଆପଣଙ୍କ ଚଲାପଥ କୁସୁମିତ କରିବା ସହ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ'' ବୋଲି ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ । ସେହିପରି ଲୋକସଭା ବାଚସ୍ପତି ଓମବିର୍ଲା, ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ, ଜୁଏଲ ଓରାମ ମଧ୍ୟ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
-
ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ନବୀନ ବାବୁ । ମହାପ୍ରଭୂ ଜଗନ୍ନାଥ ଆପଣଙ୍କ ଚଲାପଥ କୁସୁମିତ କରିବା ସହ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ ।@Naveen_Odisha
— Pratap Sarangi (@pcsarangi) October 16, 2020 " class="align-text-top noRightClick twitterSection" data="
">ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ନବୀନ ବାବୁ । ମହାପ୍ରଭୂ ଜଗନ୍ନାଥ ଆପଣଙ୍କ ଚଲାପଥ କୁସୁମିତ କରିବା ସହ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ ।@Naveen_Odisha
— Pratap Sarangi (@pcsarangi) October 16, 2020ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ନବୀନ ବାବୁ । ମହାପ୍ରଭୂ ଜଗନ୍ନାଥ ଆପଣଙ୍କ ଚଲାପଥ କୁସୁମିତ କରିବା ସହ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ ।@Naveen_Odisha
— Pratap Sarangi (@pcsarangi) October 16, 2020
''ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହାର୍ଦ୍ଦିକ ଜନ୍ମଦିନର ଶୁଭେଚ୍ଛା। ଭଗବାନ ଜଗନ୍ନାଥ ଆପଣଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଏବଂ ସୁଖମୟ ଜୀବନ ଦେଇ ଆଶୀର୍ବାଦ କରନ୍ତୁ'' ବୋଲି ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ର ଅଧ୍ୟକ୍ଷ ନବୀନ ଜିନ୍ଦଲ ଲେଖିଛନ୍ତି । ତେବେ ସମସ୍ତଙ୍କ ଶୁଭେଚ୍ଛା ଓ ଶୁଭକାମନା ପାଇବା ପରେ ମୁଖ୍ୟମନ୍ତ୍ରୀ ଟ୍ବିଟ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।