ETV Bharat / city

ରାଜଧାନୀରେ ବାର୍ଡ ଫ୍ଲୁ ଆତଙ୍କ; ଆଜିଠୁ ଚିକେନ ବିକ୍ରି ଉପରେ ଲାଗିବ ରୋକ୍

author img

By

Published : Jan 28, 2020, 8:43 AM IST

ଆଜିଠୁ ରାଜଧାନୀରେ ଚିକେନ ବିକ୍ରି ଉପରେ ଲାଗିବ କଟକଣା। ବିଭିନ୍ନ ଚିକେନ ସେଣ୍ଟର ଉପରେ ରେଡ କରିବ ରାପିଡ ଆକ୍ସନ ଟିମ। ଓୟୁଏଟିର 1 କିମି ପର୍ଯ୍ୟନ୍ତ ପରିଧି ଭିତରେ ପ୍ରଥମେ ଏହା କରାଯିବ ।

rapid action team start raid
ରାଜଧାନୀରେ ବାର୍ଡ ଫ୍ଲୁ ଆତଙ୍କ; ଆଜିଠୁ ଚିକେନ ବିକ୍ରି ଉପରେ ଲାଗିବ କଟକଣା

ଭୁବନେଶ୍ବର: ଆଜିଠୁ ରାଜଧାନୀରେ ଚିକେନ ବିକ୍ରି ଉପରେ ଲାଗିବ କଟକଣା। ବିଭିନ୍ନ ଚିକେନ ସେଣ୍ଟର ଉପରେ ରେଡ କରିବ ରାପିଡ ଆକ୍ସନ ଟିମ। ଓୟୁଏଟିର 1 କିମି ପର୍ଯ୍ୟନ୍ତ ପରିଧି ଭିତରେ ପ୍ରଥମେ ଏହା କରାଯିବ ।

ଏଥିରେ କୁକୁଡା ମାରିବା ସହ ଅଣ୍ଡା ଓ ଖାଦ୍ୟ ନଷ୍ଟ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ପର୍ଯ୍ୟାୟରେ 1କିମି ପର୍ଯ୍ୟନ୍ତ, ପରେ 3କିମି ଓ ତାପରେ 10 କିମି ପର୍ଯ୍ୟନ୍ତ କୁକୁଡା ନଷ୍ଟ ପାଇଁ ଯୋଜନା ରହିଛି ।

ରାଜଧାନୀରେ ବାର୍ଡ ଫ୍ଲୁ ଆତଙ୍କ; ଆଜିଠୁ ଚିକେନ ବିକ୍ରି ଉପରେ ଲାଗିବ କଟକଣା

ତେବେ ଓୟୁଏଟିରେ ଥିବା କୁକୁଡା ଗବେଷଣା କେନ୍ଦ୍ରରେ ପ୍ରଥମେ ବାର୍ଡ ଫ୍ଲୁ ଆକ୍ରାନ୍ତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ 100କୁକୁଡା ମରିଥିଲେ। ପରେ 300 ଓ ତା ପରେ 1200 କୁକୁଡା ମରିଥିଲେ ଯାହାର ପୋଷ୍ଟମର୍ଟମ କରିବା ସହ ଭୋପାଳକୁ ନମୁନା ପଠାଯାଇଥିଲା । ରିପୋର୍ଟ ପଜେଟିଭ ଆସିବା ପରେ କୁକୁଡା ମାରିବାକୁ ବିଭାଗୀୟ ସ୍ତରରେ ପଦକ୍ଷେପ ନିଆଯାଇଥିଲା। ତେବେ 2500 କୁକୁଡା ଗବେଷଣା କେନ୍ଦ୍ରରେ ରହିଥିବା ବେଳେ 12ଶହ କୁକୁଡା ମରିସାରିଲେଣି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ରାଜଧାନୀର ଚିକେନ ବିକ୍ରି ଉପରେ ଲାଗିବ ରୋକ
Body:

ଆଜିଠୁ ରାଜଧାନୀରେ ଚିକେନ ବିକ୍ରି ଉପରେ ଲାଗିବ କଟକଣା।ବିଭିନ୍ନ ଚିକେନ ସେଣ୍ଟର ଉପରେ ରେଡ କରିବ ରାପିଡ ଆକ୍ସନ ଟିମ।ଓୟୁଏଟିର ୧ କିମି ପର୍ଯନ୍ତ ପରିଧି ଭିତରେ ଥିବା ଚିକେନ ସେଣ୍ଟର ଉପରେ ହେବ ଯାଂଚ ।କୁକୁଡା ନଷ୍ଟ ସହ କୁକୁଡା ଅଣ୍ଡା ଓ କୁକୁଡା ଖାଦ୍ଯ ନଷ୍ଟ କରିବାର କାର୍ଯକ୍ରମ ରହିଛି।ତେବେ ପ୍ରଥମ ପର୍ଯାୟରେ ୧କିମି ପର୍ଯନ୍ତ ପରେ ୩କିମି ପର୍ଯନ୍ତ ଓ ପରେ ୧୦ କିମି ପର୍ଯନ୍ତ କୁକୁଡା ନଷ୍ଟ ପାଇଁ ଯୋଜନା ରହିଛି ।ତେବେ ଓୟୁଏଟି ରେ ଥିବା କୁକୁଡା ଗବେଶଣା କେନ୍ଦ୍ରରେ ପ୍ରଥମେ ବାର୍ଡ ଫ୍ଲୁ ଆକ୍ରନ୍ତ ହୋଇଥିଲା।ପ୍ରଥମ ପର୍ଯୟରେ ୧୦୦କୁକୁଡା ମରିଥିଲେ।ପରେ ୩୦୦ ପରେ ୧୨୦୦ କୁକୁଡା ମରିଥିଲେ ଯାହାକୁ ପୋଷ୍ଟମର୍ଟମ ସହ ଭୋପାଲକୁ ନମୁନା ପଠାଯାଇଥିଲା ।ଯାହାର ରିପୋର୍ଟ ପଜିଟିଭ ଆସିବା ପରେ କୁକୁଡା ମାରିବାକୁ ବିଭାଗିୟ ସ୍ତରରେ ପଦକ୍ଷେପ ନିଆଯାଇଥିଲା।ତେବେ ୨୫୦୦କୁକୁଡା ଗବେଷଣା କେନ୍ଦ୍ରରେ ରହିଥିବା ବେଳେ ୧୨ଶହ କୁକୁଡା ମରିସାରିଲେଣି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.