ETV Bharat / city

ବିଜେପୁର ବ୍ୟାଟେଲ: ବାହାର ନେତା ଅଞ୍ଚଳ ଛାଡ, ନହେଲେ କାର୍ଯ୍ୟାନୁଷ୍ଠାନ

ବିଜେପୁର ଉପନିର୍ବାଚନରେ ଲାଟେଷ୍ଟ ଟେକ୍ନୋଲୋଜି ଇଭିଏମ ବ୍ୟବହାର ହେଉଛି । 243ଟି ସ୍ଥାନରେ 285 ଟି ବୁଥରେ ହେବ ଭୋଟ ଗ୍ରହଣ । ସେହପିର 2 ଲକ୍ଷ 32 ହଜାର 264 ଜଣ ମତଦାତା କରିବେ ମତ ସାବ୍ୟସ୍ତ । ଅଧିକ ପଢନ୍ତୁ...

author img

By

Published : Oct 19, 2019, 11:23 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସରିଛି ବିଜେପୁର ନିର୍ବାଚନ ପ୍ରସ୍ତୁତି । ସରିଛି ପ୍ରଚାର । ଲାଗିଲା କଟକଣା। ବାହାରୁ ଆସିଥିବା ସମସ୍ତ ନେତାଙ୍କୁ ନିର୍ବାଚନ ମଣ୍ଡଳୀ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନଚେତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଉପନିର୍ବାଚନରେ ଲାଟେଷ୍ଟ ଟେକ୍ନୋଲୋଜି ଇଭିଏମ ହେଉଛି ବ୍ୟବହାର ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

243ଟି ସ୍ଥାନରେ 285 ଟି ବୁଥରେ ହେବ ଭୋଟ ଗ୍ରହଣ । ସେହପିର 2 ଲକ୍ଷ 32 ହଜାର 264 ଜଣ ମତଦାତା କରିବେ ମତ ସାବ୍ୟସ୍ତ । ସେଥିମଧ୍ୟରୁ ପୁରୁଷ ଅଛନ୍ତି 1 ଲକ୍ଷ 20 ହଜାର 135 ଓ 1 ଲକ୍ଷ 2 ହଜାର 114 ଅଛନ୍ତି ମହିଳା ଭୋଟର ।

ସେହିପରି 129ଟି ବୁଥ ଉତ୍ତେଜନା ପ୍ରବଣ ରହିଥିବା ବେଳେ, 6 ଟି ବୁଥ ଅତି ସମ୍ବେଦନଶୀଳ ଓ ନକ୍ସଲ ପ୍ରବଣ ବୁଥ, ରହିଛି । ସେଥିପାଇଁ 32 ଜଣ ସେକ୍ସନ ଅଫିସର ନିଯୁକ୍ତ ହୋଇଛନ୍ତି । 10 ଜଣ ଟେକ୍ନିକାଲ ଅଫିସର ନିଯୁକ୍ତ ହୋଇଛନ୍ତି । ଅନ୍ୟପଟେ 28ଟି ବୁଥରେ ୱେବ କାଷ୍ଟିଂ, 14ଟି ବୁଥରେ ସିସିଟିଭି, 16ଟି ବୁଥରେ ହେବ ଭିଡିଓଗ୍ରାଫି ବ୍ୟବସ୍ଥା ରହିଥିବା ବେଳେ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଘରୁ ବୁଥକୁ ଆଣିବା ପାଇଁ ହୋଇଛି ବହନ ବ୍ୟବସ୍ଥା । 570 ସ୍ବେଚ୍ଛାସେବୀ ମୁତୟନ ରହିବେ। ବିଜେପୁରର ଭୋଟର କାର୍ଡ ନଥିବା ଲୋକ ସେଠାରେ ରହିପାରିବେ ନାହିଁ । ଚଳିତ ନିର୍ବାଚନରେ ମ୍ୟାକ ୩ ଇଭିଏମ ବ୍ୟବହାର କରାଯାଇଛି । ଦିବ୍ୟାଙ୍ଗକୁ ଘରୁ ଆଣିବାର ବନ୍ଦୋବସ୍ତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ସରିଛି ବିଜେପୁର ନିର୍ବାଚନ ପ୍ରସ୍ତୁତି। ସରିଛି ପ୍ରଚାର। ଲାଗିଲା କଟକଣା। ବାହାରୁ ଆସିଥିବା ସମସ୍ତ ନେତାଙ୍କୁ ନିର୍ବାଚନ ମଣ୍ଡଳୀ ଛାଡିବା ପାଇଁ ନିର୍ଦେଶ । ନଚେତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରାଯିବ । ଲାଟେଷ୍ଟ ଟେକ୍ନୋଲୋଜି ଇଭିଏମ ହେଉଛି ବ୍ୟବହାର। 243 ସ୍ଥାନରେ 285 ଟି ବୁଥରେ ହେବ ଭୋଟ ଗ୍ରହଣ କେନ୍ଦ୍ର ରହିଥିବା ସୂଚନା । 2 ଲକ୍ଷ 32 ହଜାର 264 ଜଣ ମତଦାତା କରିବେ ମତ ସାବ୍ୟସ୍ତ। 1 ଲକ୍ଷ 20 ହଜାର 135 ପୁରୁଷ 1 ଲକ୍ଷ 2 ହଜାର 114 ମହିଳା ଭୋଟ ଦେବେ ବିଜେପୁରରେ। Body:ଏହା ସହ 129 ବୁଥ ରହିଛି ଉତ୍ତେଜନା ପ୍ରବଣରହିଥିବା ବେଳେ , 6 ଟି ବୁଥ ଅତି ସମ୍ବେଦନଶୀଳ ଓ ନକ୍ସଲ ପ୍ରବଣ ବୁଥ, ରହିଛି ।32 ଜଣ section officer, ନିଯୁକ୍ତ ହୋଇଛନ୍ତି। 10 ଜଣ ଟେକନିକାଲ ଅଫିସର ନିଯୁକ୍ତ ହୋଇଛନ୍ତି । 28 ବୁଥର ହେବweb casting,14 ବୁଥ ରେ ଲାଗିଛି ସିସିଟିଭି, 16 ବୁଥ ର ହେବ ଭିଡ଼ିଓଗ୍ରାଫିଙ୍ଗ, ଦିବ୍ୟଙ୍ଗ ଭୋଟର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ଘରୁ ବୁଥ୍କୁ ଆଣିବା ପାଇଁ ହୋଇଛି ବହନ ବ୍ୟବସ୍ଥା।570 ସ୍ବେଛାସେବୀ ମୁତୟନ।Conclusion:ବିଜେପୁରର ଭୋଟର କାର୍ଡ ନଥିବା ଲୋକ ସେଠାରେ ରହିପାରିବେ ନାହିଁ । ଆଜି ୫ଟା ସୁଦ୍ଧା ସଂପୃକ୍ତ ଅଞ୍ଚଳ ଛାଡିବାକୁ ନିର୍ଦ୍ଦେଶ ନହେଲେ ସେମାନଙ୍କ ଉପରେ ନିଆଯିବ ଆଇଗତ କାର୍ଯ୍ୟାନୁଷ୍ଠାନ। ଚଳିତ ନିର୍ବାଚନରେ ମ୍ୟାକ୩ ଇଭିଏମ ବ୍ୟବହାର କରାଯାଇଛି । ଦିବ୍ୟାଙ୍ଗକୁ ଘରୁ ଆଣିବାର ବନ୍ଦୋବସ୍ତ ହୋଇଛି।ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଙ୍କ ସୂଚନା
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.