ETV Bharat / city

ବିଜେପୁର ଉପନିର୍ବାଚନ: ଆସିଲା ବିଜେପିର ତାରକା ପ୍ରଚାରକ ତାଲିକା

ବିଜେପୁର ଉପନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ ତାଲିକା । ଷ୍ଟାର ପ୍ରଚାରକରେ କେନ୍ଦ୍ର ଓ ରାଜ୍ୟର 40 ନେତା ସାମିଲ ।

author img

By

Published : Oct 3, 2019, 1:24 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ ସୂଚୀ ପ୍ରକାଶିତ । ଷ୍ଟାର ପ୍ରଚାରକରେ କେନ୍ଦ୍ର ଓ ରାଜ୍ୟର 40 ନେତା ସାମିଲ ।

ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ବିଜେପୁରରେ କରିବେ ପ୍ରଚାର । ସେହିପରି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସହ ବିଜେପି ଉପ ସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ବିଜେପୁରରେ ପ୍ରଚାର କରିବେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.