ETV Bharat / city

ବିଜେପୁର ବାଜି: 3 ଦଳର ପ୍ରାର୍ଥୀ ଚୂଡାନ୍ତ, ଘୋଷଣା ବାକି - ବିଜେପୁର ଜିତିବା ପାଇଁ ତିନି ପ୍ରମୁଖ ଦଳର ପ୍ରସ୍ତୁତି

ବିଜେପୁର ଉପ-ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ପ୍ରସ୍ତୁତ । ଉପ-ନିର୍ବାଚନ ପାଇଁ ଯେକୌଣସି ମୁହୂର୍ତ୍ତରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିପାରନ୍ତି । ଏହାକୁ ଅଖି ଆଗରେ ରଖି ରାଜ୍ୟରେ ତିନି ପ୍ରମୁଖ ଦଳର ଶିବିର ଚଳଚଞ୍ଚଳ ।

ଡିଜାଇନ ଫଟୋ
author img

By

Published : Sep 19, 2019, 11:37 PM IST

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପାଇଁ ଯେ କୌଣସି ମୁହୂର୍ତ୍ତରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିପାରନ୍ତି । ଏହାକୁ ଆଖି ଆଗରେ ରଖି ରାଜ୍ୟରେ ତିନି ପ୍ରମୁଖ ଦଳର ଶିବିର ଚଳଚଞ୍ଚଳ । ଉପ ନିର୍ବାଚନରେ ଆଧିପତ୍ୟ ବିସ୍ତାର କରିବା ସହ ବିଜେପୁର ଦଖଲ ପାଇଁ ସମସ୍ତ ଦଳ ଆରମ୍ଭ କରିଲେଣି ଅଙ୍କକଷା । ପ୍ରାର୍ଥୀ ଚୟନ ଚୂଡାନ୍ତ କରି ନାହାଁନ୍ତି କୌଣସି ଦଳ ମାତ୍ର ନିର୍ବାଚନ ମଣ୍ତଳୀରେ ବିଜୟ ବାନା ଉଡାଇବା ପାଇଁ ତିନି ଦଳ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରି ରଖି ସାରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଜେଡି ପ୍ରର୍ଥୀ ଉପରେ ଚୂଡାନ୍ତ ନିଷ୍ପତି ନ ନେଇଥିଲେ ମଧ୍ୟ ସଙ୍ଗଠନକୁ ସୁଦୃଢ଼ କରିବାକୁ ସମନ୍ବୟ କମଟି କରିଛି ଦଳ । ମୁଖ୍ୟମନ୍ତ୍ରୀ ବି​ଜେପୁର ଦାୟିତ୍ବ ନେଇଥିବାରୁ ବିଜେଡି ଏବେ ସମ୍ମାନ ବଞ୍ଚାଇବା ଲଢ଼ିବ । ଏପଟେ ବିଜେପି ପଦ୍ମ ଫୁଟାଇବା ପ୍ରସ୍ତୁତ ଅଛି କହୁଥିବାବେଳେ କଂଗ୍ରେସ କମିଟି ଗଠନ କରି ପ୍ରର୍ଥୀ ଚୟନ ପାଇଁ ତିନି ଦଫା ବୈଠକ କରିସାରିଲାଣି । ରିପୁନାଥ ସେଠ ଏବଂ ତାଙ୍କୁ ପୁଅ ଅଭିଷେକ ସେଠଙ୍କୁ ପ୍ରାର୍ଥୀ ପାଇଁ ଜୋରଦାର ଲବି୍‌ ଆରମ୍ଭ ହୋଇଥିବା ଖବର ରହିଛି ।

ବିଜେପୁର ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହେବ। କାରଣ ମୁଖ୍ୟମନ୍ତ୍ରୀ ବିଜେପୁର ପ୍ରତିନିଧିତ୍ବ କରିଥିଲେ । ସେ ମଧ୍ୟ ବିଜେପୁର ବିକାଶ କାମ ନିଜ କାନ୍ଧକୁ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେବା ପରେ ଏବେ ପୂର୍ବତନ ବିଧାୟିକା​‌ ରୀତା ସାହୁ ସେଠାରୁ ପୁଣି ବିଜେଡି ପ୍ରାର୍ଥୀ କରିପାରେ । କିନ୍ତୁ ସୁଶାନ୍ତ ସିଂ କହିଛନ୍ତି ବି​ଜେପୁରରେ​‌ ବିକାଶର ଏଜେଣ୍ତା ନେଇ ଓହ୍ଲାଇବେ । ଆଉ ଏଥର ଲାକ୍ଷାଧିକ ଭୋଟରେ ଜିତିବା ବୋଲି ଦୃଢ଼କ୍ତି ପ୍ରକାଶ କରିଛନ୍ତି ।

ବିଜେଡିର ସମର ସଜ୍ଜା ଦେଖି ବିଜେପି ବି କହୁଛି ପ୍ରସ୍ତୁତ ଅଛି । କିନ୍ତୁ ଏ ପର୍ଯ୍ୟନ୍ତ କିଛି କମିଟି ଘୋଷଣା ହୋଇନି । ଏପଟେ ବିଜେପୁର ପ୍ରୀର୍ଥ ହେବା ପାଇଁ ବିଜେପି ମଧ୍ୟର ପ୍ରତିଯୋଗିତା​‌ ଦେଖିବାକୁ ମିଳିଛ । ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷ​‌ ସନତ ଗଡତିଆ ପ୍ରାର୍ଥୀ ହୋଇଥିବା​ବେଳେ ଏବେ ପଦ୍ମପୁର ପୂର୍ବତନ ବିଧାୟକ ମଧ୍ୟ ବିଜେପୁରରୁ ପ୍ରାର୍ଥୀ ହେବାକୁ ମନ ବଳାଇଛନ୍ତି । ଏପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରି ବିଜେପୁର ପ୍ରାର୍ଥୀ କିଏ ହେବ ସେ ନେଇ ବିଜେପୁରରେ ତିନି ଦଫା ବୈଠକ କରିସାରିଲେଣି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଖୁବଶିଘ୍ର ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପୂର୍ବରୁ ବିଜେପୁର ପାଇଁ ଅଣ୍ଟା ଭିଡିଲେଣି ତିନି ଦଳ । ପ୍ରାର୍ଥୀ ଚୟନ ଚୂଡାନ୍ତ ହୋଇନି କିନ୍ତୁ ନିର୍ବାଚନ ମଣ୍ତଳୀରେ ତିନି ଦଳ କସରତ ଆରମ୍ଭ କରିସାରିଲାଣି।

ବିଜେପୁର ପାଇଁ ତାରିଖ ଘୋଷଣା ହେବା ପୂର୍ବରୁ ତିନି ଦଳ ଆରମ୍ଭ କରିସାରିଲେଣି କସରତ। ବିଜେଡି ପ୍ରର୍ଥୀ ଉପରେ ଚୂଡାନ୍ତ ନିଷ୍ପତି ନ ନେଇଥିଲେ ମଧ୍ୟ ସଙ୍ଗଠନକୁ ସୁଦୃଢ଼ କରିବାକୁ ସମନ୍ବୟ କମଟି କରିଛି ଦଳ । ମୁଖ୍ୟମନ୍ତ୍ରୀ ବି​ଜେପୁର ଦାୟୀତ୍ବ ନେଇଥିବାରୁ ବିଜେଡି ଏବେ ସମ୍ମାନ ବଞ୍ଚାଇବା ଲଢ଼ିବ। ଏପଟେ ବିଜେପି ପଦ୍ମ ଫୁଟାଇବା ପ୍ରସ୍ତୁତ ଅଛି କହୁଥିବାବେଳେ କଂଗ୍ରେସ କମିଟି ଗଠନ କରି ପ୍ରର୍ଥୀ ଚୟନ ପାଇଁ ତିନି ଦଫା ବୈଠକ କରିସାରିଲାଣି। ରିପୁନାଥ ସେଠ ଏବଂ ତାଙ୍କୁ ପୁଅ ଅଭିଷେକ ସେଠଙ୍କୁ ପ୍ରାର୍ଥୀ ପାଇଁ ଜୋରଦାର ଲବି ଆରମ୍ଭ ହୋଇଛି।

ବିଜେପୁର ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହେବ। କାରଣ ମୁଖ୍ୟମନ୍ତ୍ରୀ ବିଜେପୁର ପ୍ରତିନିଧିତ୍ବ କରିଥିଲେ । ସେ ମଧ୍ୟ ବିଜେପୂର ବିକାଶ କାମ ନିଜ କାନ୍ଧକୁ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେବା ପରେ ଏବେ ପୂର୍ବତନ ବିଧାୟିକା​‌ ରୀତା ସାହୁ ସେଠାରୁ ପୁଣି ବିଜେଡି ପ୍ରାର୍ଥୀ କରିପାରେ। କିନ୍ତୁ ସୁଶାନ୍ତ ସିଂ କହିଛନ୍ତି ବି​ଜେପୁରରେ​‌ ବିକାଶର ଏଜେଣ୍ତା ନେଇ ଓହ୍ଲାଇବେ। ଆଉ ଏଥର ଲାକ୍ଷାଧିକ ଭୋଟରେ ଜିତିବା ବୋଲି ଦୃଢ଼କ୍ତି ପ୍ରକାଶ କରିଛନ୍ତି। ଏପ​‌ଟେ ବିଜେଡିର ସମର ସଜ୍ଜା ଦେଖି ବିଜେପି ବି କହୁଛି ପ୍ରସ୍ତୁତ ଅଛି। କିନ୍ତୁ ଏ ପର୍ଯ୍ୟନ୍ତ କିଛି କମିଟି ଘୋଷଣା ହୋଇନି। ଏପଟେ ବିଜେପୁର ପ୍ରୀର୍ଥ ହେବା ପାଇଁ ବିଜେପି ମଧ୍ୟର ପ୍ରତିଯୋଗିତା​‌ ଦେଖିବାକୁ ମିଳିଛ। ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷ​‌ ସନତ ଗଡତିଆ ପ୍ରାର୍ଥୀ ହୋଇଥିବା​ବେଳେ ଏବେ ପଦ୍ବପୁର ପୂର୍ବତନ ବିଧାୟକ ମଧ୍ୟ ବିଜେପୁରରୁ ପ୍ରାର୍ଥୀ ହେବାକୁ ମନ ବଳାଇଛନ୍ତି। ଏପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରି ବିଜେପୁର ପ୍ରାର୍ଥୀ କିଏ ହେବ ସେ ନେଇ ବିଜେପୁରରେ ତିନି ଦଫା ବୈଠକ କରିସାରିଲେଣି। Body:ବାଇଟ ପୃଥ୍ୱୀରାଜ ହରିଚନ୍ଦନ, ବିଜେପି ନେତା
ବାଇଟ ତାରାପ୍ରସାଦ ବାହିନୀପତି, କଂଗ୍ରେସ ବିଧାୟକ
ବାଇଟ ସୁଶାନ୍ତ ସିଂ, ଶ୍ରମ ମନ୍ତ୍ରୀConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.