ETV Bharat / city

4 ଦିନ ପାଇଁ ବନ୍ଦ ହେଲା SBI - ବିଏମସି

ଆଜିଠୁ ଚାରିଦିନ ପାଇଁ ଭୁବନେଶ୍ୱର ୟୁନିଟ-1 ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ବନ୍ଦ ରହିବ । ଅଧିକ ପଢନ୍ତୁ...

4 ଦିନ ପାଇଁ ବନ୍ଦ ହେଲା ଏସବିଆଇ
4 ଦିନ ପାଇଁ ବନ୍ଦ ହେଲା ଏସବିଆଇ
author img

By

Published : Apr 8, 2021, 2:10 PM IST

ଭୁବନେଶ୍ବର: ଚାରି ଦିନ ପାଇଁ ବନ୍ଦ ହେଲା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ । ଭୁବନେଶ୍ୱର ୟୁନିଟ-1 ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ 4ଦିନ ବନ୍ଦ ରହିବ ।

4 ଦିନ ପାଇଁ ବନ୍ଦ ହେଲା ଏସବିଆଇ

କାର୍ଯ୍ୟାଳୟରୁ ଅଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ପରେ ବିଏମସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଫଳରେ କାର୍ଯ୍ୟାଳୟର ଉଭୟ ତଳ ଓ ପ୍ରଥମ ମହଲା କୋଠା ଆଜି 8 ରୁ 11ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ପୂର୍ବରୁ ବ୍ୟାଙ୍କରେ ଏକାଧିକ ପଜିଟିଭ ଚିହ୍ନଟ ପରେ ଦୁଇ ଦିନ ପାଇଁ ବ୍ୟାଙ୍କକୁ ସିଲ କରିଥିଲା ବିଏମସି । ଗତ କିଛି ଦିନ ହେବ ଭୁବନେଶ୍ୱରରେ କୋରୋନା ସଂକ୍ରମଣ ବୃଦ୍ଧି ପାଉ ଥିବାରୁ ବିଏମସି ପକ୍ଷରୁ କୋଭିଡ କଟକଣାକୁ ଗୁରୁତର ସହ ନିଆଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାଏ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.