ETV Bharat / city

ବଢିବ ରାଜଧାନୀର ତାପମାତ୍ରା - bhubaneswar tempreture will increase

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରର ତାପମାତ୍ରା ୪୦ ଡିଗ୍ରୀ ବା ସ୍ବାଭାବିକ ତାପମାତ୍ରା ଠାରୁ ୨ ରୁ ୪ ଡିଗ୍ରୀ ଅଧିକ ହୋଇପାରେ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ବାସ। ଅଧିକ ପଢନ୍ତୁ...

ବଢିବ ରାଜଧାନୀର ତାପମାତ୍ରା
ବଢିବ ରାଜଧାନୀର ତାପମାତ୍ରା
author img

By

Published : Mar 24, 2021, 9:53 PM IST

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରର ତାପମାତ୍ରା ୪୦ ଡିଗ୍ରୀ ବା ସ୍ବାଭାବିକ ତାପମାତ୍ରା ଠାରୁ ୨ ରୁ ୪ ଡିଗ୍ରୀ ଅଧିକ ହୋଇପାରେ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ବାସ।

ବଢିବ ରାଜଧାନୀର ତାପମାତ୍ରା
ବଢିବ ରାଜଧାନୀର ତାପମାତ୍ରା
ବଢିବ ରାଜଧାନୀର ତାପମାତ୍ରା

ଗୁରୁବାର ନୟାଗଡ଼, ବାଲେଶ୍ବର, କୋରାପୁଟ, ମୟୂରଭଞ୍ଜ, ଗଜପତି, ରାୟଗଡା ଓ କନ୍ଧମାଳ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ତାପମାତ୍ରା ସ୍ବାଭାବିକ ଥିଲା ଏବଂ ଉପକୂଳରେ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ରହିଛି ।

ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୪୦.୦ ଡିଗ୍ରୀ, ଭୁବନେଶ୍ବରରେ ୩୯.୨, ନୟାଗଡ଼ରେ ୩୯.୦ , ତାଳଚେରରେ ୩୯.୧, ବଲାଙ୍ଗୀରରେ ୩୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.