ଭୁବନେଶ୍ବର: କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂଙ୍କୁ ଭେଟିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଅପରାଜିତା ।
-
Held discussion with @girirajsinghbjp,Minister,Rural Develpt in Delhi today.The implementation of MGNREGS, Awas Yojana & Gram Sadak Yojana in my Bhubaneswar Constituency & in Odisha was deliberated upon.Sought his support towards fund release.Suggested strict supervision by GoI. pic.twitter.com/OmhxxssTyi
— Aparajita Sarangi, Member of Parliament (@AprajitaSarangi) July 28, 2021 " class="align-text-top noRightClick twitterSection" data="
">Held discussion with @girirajsinghbjp,Minister,Rural Develpt in Delhi today.The implementation of MGNREGS, Awas Yojana & Gram Sadak Yojana in my Bhubaneswar Constituency & in Odisha was deliberated upon.Sought his support towards fund release.Suggested strict supervision by GoI. pic.twitter.com/OmhxxssTyi
— Aparajita Sarangi, Member of Parliament (@AprajitaSarangi) July 28, 2021Held discussion with @girirajsinghbjp,Minister,Rural Develpt in Delhi today.The implementation of MGNREGS, Awas Yojana & Gram Sadak Yojana in my Bhubaneswar Constituency & in Odisha was deliberated upon.Sought his support towards fund release.Suggested strict supervision by GoI. pic.twitter.com/OmhxxssTyi
— Aparajita Sarangi, Member of Parliament (@AprajitaSarangi) July 28, 2021
ଦିଲ୍ଲୀରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂଙ୍କ ସହ ଆଲୋଚନା କରିଛନ୍ତି ବିଜେପି ଲୋକସଭା ସାଂସଦ ଷଡଙ୍ଗୀ । ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ମନରେଗା( MGNREGS) ଆବାସ ଯୋଜନା(Awas Yojana), ଗ୍ରାମ୍ୟ ସଡକ ଯୋଜନା(Gram Sadak Yojana)ର କାର୍ଯ୍ୟକାରିତା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।
ଯୋଜନାର କାର୍ଯ୍ୟକାରିତା ପାଇଁ ପାଣ୍ଠି ରିଲିଜ ଦିଗରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ସମର୍ଥନ ଲୋଡିଛନ୍ତି ସାଂସଦ ଅପରାଜିତା । ଏହାସହ ନିଜର ମତାମତ ପ୍ରଦାନ କରିଛନ୍ତି ଷଡଙ୍ଗୀ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ