ETV Bharat / city

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କୁ ଭେଟିଲେ ଅପରାଜିତା ଷଡଙ୍ଗୀ

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂଙ୍କୁ ଭେଟି ବିଭିନ୍ନ କାର୍ଯ୍ୟକାରିତା ପାଇଁ ପାଣ୍ଠି ରିଲିଜ ଦିଗରେ ସହଯୋଗ ଲୋଡିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଅଧିକ ପଢନ୍ତୁ...

author img

By

Published : Jul 28, 2021, 4:10 PM IST

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କୁ ଭେଟିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର: କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂଙ୍କୁ ଭେଟିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଅପରାଜିତା ।

  • Held discussion with @girirajsinghbjp,Minister,Rural Develpt in Delhi today.The implementation of MGNREGS, Awas Yojana & Gram Sadak Yojana in my Bhubaneswar Constituency & in Odisha was deliberated upon.Sought his support towards fund release.Suggested strict supervision by GoI. pic.twitter.com/OmhxxssTyi

    — Aparajita Sarangi, Member of Parliament (@AprajitaSarangi) July 28, 2021 " class="align-text-top noRightClick twitterSection" data=" ">

ଦିଲ୍ଲୀରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂଙ୍କ ସହ ଆଲୋଚନା କରିଛନ୍ତି ବିଜେପି ଲୋକସଭା ସାଂସଦ ଷଡଙ୍ଗୀ । ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ମନରେଗା( MGNREGS) ଆବାସ ଯୋଜନା(Awas Yojana), ଗ୍ରାମ୍ୟ ସଡକ ଯୋଜନା(Gram Sadak Yojana)ର କାର୍ଯ୍ୟକାରିତା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

ଯୋଜନାର କାର୍ଯ୍ୟକାରିତା ପାଇଁ ପାଣ୍ଠି ରିଲିଜ ଦିଗରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ସମର୍ଥନ ଲୋଡିଛନ୍ତି ସାଂସଦ ଅପରାଜିତା । ଏହାସହ ନିଜର ମତାମତ ପ୍ରଦାନ କରିଛନ୍ତି ଷଡଙ୍ଗୀ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.