ETV Bharat / city

ମକର ସଂକ୍ରାନ୍ତି: ଦେବାଦେବୀଙ୍କ ଷୋଡଶ ଉପଚାର ସହ ସ୍ବତନ୍ତ୍ର ଭୋଗ - bbsr news

ଭୁବନେଶ୍ବରରେ ମକର ସଂକ୍ରାନ୍ତି ଓ ପୋଙ୍ଗଲ ଉପଲକ୍ଷେ  ବିଭିନ୍ନ ମନ୍ଦିରରେ ନିତିଦିନିଆ ପୂଜା ବିଧି କରାଯାଇଛି। ମନ୍ଦିରରେ ସମସ୍ତ ଦେବଦେବୀଙ୍କ ଷୋଡ଼ଶ ଉପଚାର ସହ ଏକ ସ୍ବତନ୍ତ୍ର ଭୋଗ ଲାଗି କରାଯାଇଛି ।

bhubaneswar-makara-sankaranti-in-diferent-temple
ଆରମ୍ଭ ହେଲା ମକର ସଂକ୍ରାନ୍ତି, ଲୋକେ ଖାଇଲେ ମକର ଚାଉଳ
author img

By

Published : Jan 15, 2020, 3:11 PM IST

ଭୁବନେଶ୍ବର: ଆରମ୍ଭ ହେଲା ମକର ସଂକ୍ରାନ୍ତି, ଲୋକେ ଖାଇଲେ ମକର ଚାଉଳ। ସୂର୍ଯ୍ୟ ଦକ୍ଷିଣାୟନ ରୁ ଉତ୍ତରାୟଣ ହେବା ଯୋଗୁଁ ମକର ସଂକ୍ରାନ୍ତି ହୋଇଥିବା କଥାରେ ରହିଛି। ଅନ୍ୟ ପଟେ 12ଟି ରାଶିର ଭିତରୁ ଧନୁ ରାଶିରୁ ମକର ରାଶିକୁ ସୂର୍ଯ୍ୟ ଗତି କରନ୍ତି ବୋଲି ପୌରାଣିକ କଥାରେ ରହିଛି ।

ଆରମ୍ଭ ହେଲା ମକର ସଂକ୍ରାନ୍ତି, ଲୋକେ ଖାଇଲେ ମକର ଚାଉଳ

ଭୁବନେଶ୍ବରରେ ମକର ସଂକ୍ରାନ୍ତି ଓ ପୋଙ୍ଗଲ ଉପଲକ୍ଷେ ବିଭିନ୍ନ ମନ୍ଦିରରେ ନିତିଦିନିଆ ପୂଜା ବିଧି କରାଯାଇଛି। ମନ୍ଦିରରେ ସମସ୍ତ ଦେବଦେବୀଙ୍କ ଷୋଡ଼ଶ ଉପଚାର ସହ ଏକ ସ୍ବତନ୍ତ୍ର ଭୋଗ ଲାଗି କରାଯାଇଛି । ଯାହାକୁ ମକର ଚାଉଳ ବୋଲି କୁହାଯାଏ। ମକର ଚାଉଳର ସ୍ବତନ୍ତ୍ର ମାହାତ୍ମ୍ୟ ରହିଥିବାର କହିଛନ୍ତି ମନ୍ଦିର ପୂଜାରୀ। କଦଳୀ, ଅଦା, ଅରୁଆ ଚାଉଳ, ନଡ଼ିଆ, ଆଦି ଜିନିଷରେ ମକର ଚାଉଳ ତିଆରି ହୁଏ। କେବଳ ବର୍ଷରେ ଗୋଟିଏ ଦିନ ମକର ସଂକ୍ରାନ୍ତିରେ ହିଁ ଏହି ଭୋଗ ତିଆରି ହେଉଥିବାରୁ ମକର ଚାଉଳ କୁହାଯାଏ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ,ଇଟିଭି ଭାରତ

Intro:ready to air
ଆରମ୍ଭ ହେଲା ମକର ସଂକ୍ରାନ୍ତି, ଲୋକେ ଖାଇଲେ ମକର ଚାଉଳ।

ସୁର୍ଯ୍ୟ ଦକ୍ଷିଣ।ୟନ ରୁ ଉତ୍ତରାୟଣ ହେବା ଯୋଗୁଁ ମକର ସଂକ୍ରାନ୍ତି ହୋଇ ଥିବାର କଥା ରେ ରହିଛି। ଅନ୍ୟ ପଟେ 12 ଟି ରାଶି ର ଭିତରୁ ଧନୁ ରାଶି ରୁ ମକର ରାଶି କୁ ସୁର୍ଯ୍ୟ ଗତ ମଧ୍ୟ କରନ୍ତି ବୋଲି ପୌରାଣିକ କଥା ରେ ରହିଛି। ଆଜି ମଂଦିର ରେ ନିତିଦିନିଆ ପୂଜା ବିଧି ଠାରୁ ଅଧିକ ଠାକୁର ଙ୍କୁ ଅଧିକ ଉପଚାର ମଧ୍ୟ କରାଯାଇଛି। ସମସ୍ତ ଦେବଦେବୀ ଙ୍କ ଷୋଡ଼ଶ ଉପଚାର ସହ ଏକ ସ୍ୱତନ୍ତ୍ର ଭୋଗ ଲାଗି ହେଉଛନ୍ତି। ଯାହାକୁ ମକର ଚାଉଳ ବୋଲି କୁହାଯାଏ। ମକର ଚାଉଳ ର ବି ସ୍ୱତନ୍ତ୍ର ମାହାତ୍ମ୍ୟ ରହିଥିବାର କହିଛନ୍ତି ମଂଦିର ର ପୂଜାରୀ। କଦଳୀ, ଅଦା, ଅରୁଆ ଚାଉଳ, ନଡ଼ିଆ, ଆଦି ଜିନିଷ ରେ ମକର ଚାଉଳ ତିଆରି ହୁଏ। କେବଳ ବର୍ଷ ରେ ଗୋଟିଏ ଦିନ ମକର ସଂକ୍ରାନ୍ତି ରେ ହିଁ ଏହି ଭୋଗ ଟି ତିଆରି ହେଉଠୁବାରୁ ମକର ଚାଉଳ କୁହାଯାଏ।

ବାଇଟ ପୂଜାରୀ

Body:ready to air

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.