ETV Bharat / city

OBC Reservation: ଚୋରାରେ ନିର୍ବାଚନ କରିବେ ରାଜ୍ୟ ସରକାର କହିଲେ ଭୃଗୁ ବକ୍ସିପାତ୍ର - ଭୃଗୁ ବକ୍ସିପାତ୍ର

ପଛୁଆ ବର୍ଗ (OBC) ମାନଙ୍କୁ ପଞ୍ଚାୟତ ନିର୍ବାଚନରେ ବାଦ ଦେଇ ଚୋରାରେ ନିର୍ବାଚନ କରିବେ ରାଜ୍ୟ ସରକାର । ଏଭଳି ଅଭିଯୋଗ ଆଣିଛନ୍ତି ବିଜେପି ନେତା ଭୃଗୁ ବକ୍ସିପାତ୍ର । ଅଧିକ ପଢନ୍ତୁ

Obc Reservation
Obc Reservation
author img

By

Published : Jan 3, 2022, 9:47 PM IST

ଭୁବନେଶ୍ବର: ପଛୁଆ ବର୍ଗ (OBC) ମାନଙ୍କୁ ପଞ୍ଚାୟତ ନିର୍ବାଚନରେ ବାଦ ଦେଇ ଚୋରାରେ ନିର୍ବାଚନ କରିବେ ରାଜ୍ୟ ସରକାର । ଏଭଳି ଅଭିଯୋଗ ଆଣିଛନ୍ତି ବିଜେପି ନେତା ଭୃଗୁ ବକ୍ସିପାତ୍ର ।

ଆଜି ଦଳୀୟ କାର୍ଯ୍ୟାଳୟରେ ଏକପ୍ରେସ ମିଟ କରି ଭୃଗୁ କହିଛନ୍ତି ରାଜ୍ୟ ସରକାର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଅର୍ବାନ ନିର୍ବାଚନ ପାଇଁ ପୁନଃ ବ୍ୟବସ୍ଥା କରିବାକୁ । ଯେଉଁଥିରେ ଓବିସି ସଂରକ୍ଷଣ କୁ ବନ୍ଦ କରିବା ପାଇଁ ଯୋଜନା ହୋଇଛି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ରାଜ୍ୟର ୫୪ ପ୍ରତିଶତ ଲୋକମାନଙ୍କୁ ସରକାର ନିଜ ହକରୁ ବଞ୍ଚିତ କରୁଛନ୍ତି ।

Obc Reservation: ରାଜ୍ୟ ସରକାରଙ୍କୁ ଘେରିଲେ ବିଜେପି ନେତା ଭୃଗୁ ବକ୍ସିପାତ୍ର

ଭୃଗୁ ଅଭିଯୋଗ କରିଛନ୍ତି ଗଣତାନ୍ତ୍ରିକ ବ୍ୟବସ୍ଥାର ପରିଧି ଭିତରକୁ କିଭଳି ରାଜ୍ୟର 54 ପ୍ରତିଶତ ଲୋକ ଆସିପାରିବେ ନାହିଁ, ସେ ନେଇ ଷଡଯନ୍ତ୍ର ହେଉଛି । କେଉଁ କାରଣରୁ ସୁପ୍ରିମକୋର୍ଟର ଆଳ ଦେଖାଇ ଏଭଳି ପଦକ୍ଷେପ ନେଇଛନ୍ତି ସରକାର । କାହିଁକି ଉପଯୁକ୍ତ ଓକିଲ ଦେଇ ମାମଲା ସମାଧାନ କରୁନାହାଁନ୍ତି । ଏଭଳି ଏକାଧିକ ପ୍ରଶ୍ନ ଉଠାଇଛନ୍ତି ଭୃଗୁ ।

ଭୃଗୁ କହିଛନ୍ତି ଅନ୍ୟ ସବୁ କେସ ପାଇଁ ଦାମୀ ଦାମୀ ଓକିଲ ସୁପ୍ରିମକୋର୍ଟରେ ଠିଆ କରୁଛନ୍ତି ସରକାର । ହେଲେ ଓବିସି ସଂରକ୍ଷଣ ପାଇଁ ଓକିଲ ଦେଇପାରିନାହାଁନ୍ତି କାହିଁକି ?

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.