ETV Bharat / city

ପେନସିଲ ମୁନରେ ଭାରତମାତା - pencil art

ପେନସିଲ ମୁନରେ ଭାରତମାତାଙ୍କ ପ୍ରତିଛବି ନିର୍ମାଣ କରିଛନ୍ତି ଭୁବନେଶ୍ବରର ମାଇକ୍ରୋ ଆର୍ଟିଷ୍ଟ ଶିବାଶିଷ ପଣ୍ଡା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 15, 2019, 12:57 PM IST

ଭୁବନେଶ୍ବର: ପ୍ରତି ପୂଜା ପର୍ବାଣୀରେ ପେନସିଲ ହେଉ କିମ୍ବା ଚକ ଖଡିରେ ମାଇକ୍ରୋ ଆର୍ଟ କରି ଶୁଭେଚ୍ଛା ଦିଆଯାଏ । 73ତମ ସ୍ବାଧୀନତା ଦିବସରେ ପେନସିଲରେ ଭାରତମାତାଙ୍କ ପ୍ରତିଛବି ନିର୍ମାଣ କରିଛନ୍ତି ମାଇକ୍ରୋ ଆର୍ଟିଷ୍ଟ ଶିବାଶିଷ ପଣ୍ଡା ।

ପେନସିଲ ମୁନରେ ଭାରତ ମାତା ସହ ଜାତୀୟ ପତାକାର ପ୍ରତିମୂର୍ତ୍ତି ବେଶ ସୂକ୍ଷ୍ମଭାବରେ ତିଆରି କରାଯାଇଛି । ଏହାର ଉଚ୍ଚତା 2ସେଣ୍ଟିମିଟର ରହିଥିବା ବେଳେ ମୂର୍ତ୍ତି ନିର୍ମାଣ କରିବାରେ 5ଦିନ ସମୟ ଲାଗିଥିଲା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ପେନସିଲ ମୁନ ରେ ଭାରତମାତା Body:ପେନସିଲ ମୁନ ରେ ଭାରତମାତା
ଭୁବନେଶ୍ୱର ର ମାଇକ୍ରୋ ଆର୍ଟ ବଏ ଶିବାଶିଷ ପଣ୍ଡା। ପ୍ରତି ପୂଜା ପର୍ବଣ ରେ ସେ ନିଜର ପେନସିଲ ଆର୍ଟ ହଉ ବା ଚକ ଖଡ଼ି ରେ ତିଆରି ମୂର୍ତ୍ତି ,ତିଆରି କରିଥାନ୍ତି ସେ। ଆଉ 73 ତମ ସ୍ବାଧୀନତା ଦିବସ ରେ ଆଜି ପୁଣି ଥରେ ନିଜର କଳାକୃତି କୁ ଲୋକ ଲୋଚନ ରେ ଆଣିଛନ୍ତି। ପେନ୍ସିଲ ର ମୁନ ରେ ସେ ଭାରତ ମାତା ସହ ଜାତୀୟ ପତାକା ର ପ୍ରତିମୂର୍ତ୍ତି ବେଶ ସୂକ୍ଷ୍ମ ଭାବରେ ତିଆରି କରିଛନ୍ତି। ଅନ୍ୟ ପଟେ ଟ୍ରାଏ କଲର ଦେଇଛନ୍ତି ସେ। ଯାହାର ଉଚ୍ଚତା ମାତ୍ର 2 ସେଣ୍ଟିମିଟର ରହିଥିବା ବେଳେ ତାଙ୍କ ଏହି ମୂର୍ତ୍ତି ତିଆରି କରିବା କୁ 5 ଦିନ ର ସମୟ ଲାଗିଥିଲା।
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.