ETV Bharat / city

ଭଗତ ସିଂ ୟୁଥ ଆସୋସିଏସନର ଅଭିନବ ପ୍ରୟାସ, ଅସହାୟକୁ ଦାନ କରୁଛନ୍ତି ପୋଷାକ - ରାଜଧନୀ ଭୁବନେଶ୍ବର

ଆଉ ରହିବନି ପୋଷାକର ଅଭାବ । ଆଉ ପୋଷାକ ଅଭାବରେ ଜୀବନ ଜିଇଁବେନି ଅସହାୟ ଲୋକେ । ଏନେଇ ଏଥର ନିଆରା ପଦକ୍ଷେପ ଗ୍ରହଣ କରିଛି ଭଗତ ସିଂ ୟୁଥ ଆସୋସିଏସନ । ଅଧିକ ପଢନ୍ତୁ...

ଭଗତ ସିଂ ୟୁଥ ଆସୋସିଏସନର ଅଭିନବ ପ୍ରୟାସ, ଅସହାୟକୁ ଦାନ କରୁଛନ୍ତି ପୋଷାକ

author img

By

Published : Oct 2, 2021, 10:56 PM IST

ଭୁବନେଶ୍ବର: ଭଗତ ସିଂ ୟୁଥ ଆସୋସିଏସନ ପକ୍ଷରୁ ଆରମ୍ଭ ହୋଇଛି ଏକ ଅଭିନବ ପ୍ରୟାସ । ଆଉ ପୋଷାକ ଅଭାବରେ ଜୀବନ ଜିଇଁବେନି ଅସହାୟ ଲୋକେ । ଏନେଇ ରାଜଧାନୀ ଭୁବନେଶ୍ବରସ୍ଥିତ ଲକ୍ଷ୍ମୀସାଗର ଅଞ୍ଚଳର ଭଗତ ସିଂ ୟୁଥ ଆସୋସିଏସନ ପକ୍ଷରୁ ଗରିବ ଅସହାୟମାନେ ଖଣ୍ଡିଏ ପୋଷାକ ଯୋଗାଇଦେବାକୁ ଆରମ୍ଭ ହୋଇଛି ଏହି ପ୍ରୟାସ ।

ଭଗତ ସିଂ ୟୁଥ ଆସୋସିଏସନର ଅଭିନବ ପ୍ରୟାସ, ଅସହାୟକୁ ଦାନ କରୁଛନ୍ତି ପୋଷାକ

ତେବେ ଏଥିରେ ଲେଖା ଅଛି କି ଥିଲେ ବସ୍ତ୍ର ଦାନ କରନ୍ତୁ କିମ୍ବା ଦରକାର ଥିଲେ ନିଅନ୍ତୁ । ଏନେଇ ଏକ କାଉଣ୍ଟର ଖୋଲା ଯାଇଛି ଲକ୍ଷ୍ମୀସାଗର ହାଇସ୍କୁଲ ଛକରେ । ଆସୋସିଏସନର ଏହି ପ୍ରୟାସ ରାଜଧାନୀ ସାରା ବେଶ ପ୍ରଶଂସା ମିଳୁଛି । ତେବେ ଦାନ ଅଧିକା ଆସିଲେ ମାଷ୍ଟର କ୍ୟାଣ୍ଟିନ, ରାଜମହଲ ଓ ବାଣୀବିହାର ଭଳି ସ୍ଥାନରେ ଆସୋସିଏସନର ସଦସ୍ୟମାନେ ବୁଲି ବଣ୍ଟନ କରିବେ ବୋଲି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.