ETV Bharat / city

ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣା, ହାଇକୋର୍ଟ ଯିବାକୁ ରାଜନୈତିକ ଦଳଙ୍କ ସଜବାଜ

ରାଜ ଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାକୁ 11 ଦିନ ବିତିଥିଲେ ମଧ୍ୟ, କମିଶନରଙ୍କ ପାଖରେ ନାହିଁ କୌଣସି ତଥ୍ୟ । ଯାହାକୁ ନେଇ ଜୁଡିସିଆଲ ତଦନ୍ତ ଦାବି କରିଛି ସିପିଆଇଏମଏଲ । ଏନେଇ ଘଟଣାରେ ହାଇକୋର୍ଟରେ ଦ୍ବାରସ୍ଥ ହେବାକୁ ହେଉଛି ପ୍ରସ୍ତୁତି ।

BBSR petrol pump explosion: no real cause yet, political parties to go HighCourt
ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣା, ହାଇକୋର୍ଟ ଯିବାକୁ ରାଜନୈତିକ ଦଳଙ୍କ ସଜବାଜ
author img

By

Published : Oct 18, 2020, 8:21 AM IST

Updated : Oct 18, 2020, 8:35 AM IST

ଭୁବନେଶ୍ବର: ପୋଲିସ କମିଶନରଙ୍କ ପାଖରେ ନାହିଁ ତଥ୍ୟ । ହାଇକୋର୍ଟ ଯିବାକୁ ପ୍ରସ୍ତୁତ ହେଲେଣି ରାଜନୈତିକ ଦଳ । ରାଜ ଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାକୁ ଚପାଇଦିଆଯାଉଥିବା ଅଭିଯୋଗ ହୋଇଛି । ବିସ୍ଫୋରଣ ଘଟଣାକୁ ଚପାଇଦେବା ସହ, ଚରମ ଅବହେଳାକୁ ଲୁଚାଇବାକୁ ଭରପୁର ପ୍ରୟାସ ହେଉଥିବା କୁହାଯାଉଛି ।

ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣା, ହାଇକୋର୍ଟ ଯିବାକୁ ରାଜନୈତିକ ଦଳଙ୍କ ସଜବାଜ

ଦୁର୍ଘଟଣାକୁ 11 ଦିନ ବିତିଥିଲେ ମଧ୍ୟ, କମିଶନରଙ୍କ ପାଖରେ ନାହିଁ କୌଣସି ତଥ୍ୟ । ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଛନ୍ତି ଅନେକ । ମାତ୍ର ଏଯାଏଁ କାହାରିକୁ ହୋଇନାହିଁ ଚିହ୍ନଟ । କେତେଜଣ ମୃତାହତ ଓ କେତେ ଆହତ ତାର ନାହିଁ ସଠିକ ରିପୋର୍ଟ ।

BBSR petrol pump explosion: no real cause yet, political parties to go HighCourt
ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣା, ହାଇକୋର୍ଟ ଯିବାକୁ ରାଜନୈତିକ ଦଳଙ୍କ ସଜବାଜ

ସିସିଟିଭି ଓ କମିଶନରେଟ ପୋଲିସର ତଦନ୍ତ ସତ୍ତ୍ବେ ଘଟଣାର କିଛି ମିଳୁନି ସୁରାକ । ଫଳରେ ଘଟଣାକୁ ଚପାଇବାକୁ ପ୍ରୟାସ ହେଉଥିବା ସନ୍ଦେହ ସୃଷ୍ଟି ହୋଇଛି । ଯାହାକୁ ନେଇ ଜୁଡିସିଆଲ ତଦନ୍ତ ଦାବି କରିଛି ସିପିଆଇଏମଏଲ । ଏନେଇ ଘଟଣାରେ ହାଇକୋର୍ଟରେ ଦ୍ବାରସ୍ଥ ହେବାକୁ ହେଉଛି ପ୍ରସ୍ତୁତି । ହାଇକୋର୍ଟ ହସ୍ତକ୍ଷେପ ପରେ, ଘଟଣାର ଅସଲ ସତ ସାମ୍ନାକୁ ଆସିବ ବୋଲି ସେମାନେ ଆଶା କରିଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Oct 18, 2020, 8:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.