ETV Bharat / city

ବିଜେପିରେ କେହି ଅସନ୍ତୁଷ୍ଟ ନାହାନ୍ତି: ବାବୁ ସିଂ - ପୌର ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି

ଭୁବନେଶ୍ବର ଜିଲ୍ଳା ସଭାପତି ବାବୁ ସିଂ ବିଜେପିରେ କେହି ଅସନ୍ତୁଷ୍ଟ ନଥିବା କଥା କହିଛନ୍ତି । ବିଜେପିରେ ଯେଉଁ ଅସନ୍ତୁଷ୍ଟ ଥିଲେ ସେମାନଙ୍କ ସହ ଆଲୋଚନା ହୋଇଛି । ଅଧିକ ପଢ଼ନ୍ତୁ

ପୌର ଫାଇଟ: ବିଜେପିରେ କେହି ଅସନ୍ତୁଷ୍ଟ ନାହାନ୍ତି କହିଲେ ବାବୁ ସିଂହ

author img

By

Published : Mar 14, 2022, 7:09 PM IST

ଭୁବନେଶ୍ବର: ପୌର ନିର୍ବାଚନ ନେଇ ଅନେକ ଅସନ୍ତୁଷ୍ଟ ସବୁ ଦଳର ଅଛନ୍ତି । ବିଜେପି, ବିଜେଡି କିମ୍ବା କଂଗ୍ରେସର ସବୁଠି ଅସନ୍ତୁଷ୍ଟ ରହିଛନ୍ତି । ଅସନ୍ତୁଷ୍ଟଙ୍କୁ ମନାଇବା ପାଇଁ ବିଜେପି ଶିବିରରେ ପ୍ରସ୍ତୁତି ଚାଲିଛି । କିନ୍ତୁ ଭୁବନେଶ୍ବର ଜିଲ୍ଳା ସଭାପତି ବାବୁ ସିଂ ବିଜେପିରେ କେହି ଅସନ୍ତୁଷ୍ଟ ନଥିବା କଥା କହିଛନ୍ତି ।

ପୌର ଫାଇଟ: ବିଜେପିରେ କେହି ଅସନ୍ତୁଷ୍ଟ ନାହାନ୍ତି କହିଲେ ବାବୁ ସିଂହ

ବାବୁ ସିଂ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ବିଜେଡିର ଅଧିକ ଅସନ୍ତୁଷ୍ଟ ଅଛନ୍ତି । କାରଣ ଆମେ ପ୍ରଥମ ଥର ପାଇଁ ଦେଖୁଛୁ ନିର୍ବାଚନ ପରିଚାଳନା କରିବା ପାଇଁ ସରକାରୀ କଳ ତତ୍ପର ହୋଇଉଠିଛି । ଆମେ ଆଗରୁ ନିର୍ବାଚନ ଲଢୁଛୁ ହେଲେ ପ୍ରାର୍ଥୀ ପ୍ରତ୍ୟାହାର କରିବା ସମୟ ଯେତିକି ଦିଆଯାଇଛି ପାଖାପାଖି ପ୍ରାର୍ଥୀପତ୍ର ଦାଖଲଠାରୁ 7 ଦିନ । ଏଥିରୁ ସ୍ପଷ୍ଟ ହେଉଛି ଯେ ବିରୋଧୀ ପ୍ରାର୍ଥୀ ମାନଙ୍କୁ ମନାଇବା ପାଇଁ ବିଜେଡି ଏଭଳି ଯୋଜନା କରିଛି ।’

ବିଜେପିରେ ଯେଉଁ ଅସନ୍ତୁଷ୍ଟ ଥିଲେ ସେମାନଙ୍କ ସହ ଆଲୋଚନା ହୋଇଛି । ସେମାନେ ପ୍ରାର୍ଥୀମାନଙ୍କ ସହିତ ଦଳୀୟ ପ୍ରଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହା କହିଛନ୍ତି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.