ETV Bharat / city

ନବୀନ ନିବାସ ଘେରିଲା କଂଗ୍ରେସ - ଦୁର୍ନୀତି ଅଭିଯୋଗରେ କଂଗ୍ରେସର ନବୀନ ନିବାସ ଘେରାଉ

କେନ୍ଦ୍ରାପଡା ଆଳି ନିର୍ବାଚନ ମଣ୍ଡଳୀର ଆଳି ଓ ରାଜକନିକା ବ୍ଲକରେ ବ୍ୟାପକ ଅନିୟମିତତା ଅଭିଯୋଗ । ତଦନ୍ତ ଦାବି କରି ନବୀନ ନିବାସ ଘେରାଉ କଲେ ଶତାଧିକ କଂଗ୍ରେସକର୍ମୀ ।

Congress protest
ନବୀନ ନିବାସ ଘେରିଲା କଂଗ୍ରେସ
author img

By

Published : Nov 27, 2019, 5:05 PM IST

ଭୁବନେଶ୍ବର: ନବୀନ ନିବାସ ଘେରାଉ କଲେ କଂଗ୍ରେସ କର୍ମୀ । କେନ୍ଦ୍ରାପଡା ଜିଲ୍ଲା ଆଳି ଓ ରାଜକନିକା ବ୍ଲକରେ ବ୍ୟାପକ ଅନିୟମିତତା ଅଭିଯୋଗରେ ଶତାଧିକ କର୍ମୀଙ୍କ ଘେରାଉ । ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ନେତୃତ୍ବରେ କଂଗ୍ରେସ ଭବନରୁ ବାହାରି ନବୀନ ନିବାସରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଶତାଧିକ କର୍ମୀ । କେବଳ ପଞ୍ଚାୟତିରାଜ ବିଭାଗରେ ଦୀର୍ଘ 20 ବର୍ଷ ଧରି ପ୍ରାୟ 200କୋଟି ଟଙ୍କାର ଅନିୟମିତତା ଅଭିଯୋଗ ହୋଇଛି ।

ନବୀନ ନିବାସ ଘେରିଲା କଂଗ୍ରେସ

ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କା ଘର ଆବଣ୍ଟନରେ ଦୁର୍ନୀତି, ରାସନ କାର୍ଡ ପ୍ରଦାନରେ ଅନିୟମିତତା, ସମବାୟ ସମିତିର ମହାଦୁର୍ନୀତି, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତାରେ ଚଞ୍ଚକତା, ମନରେଗା ଦୁର୍ନୀତି ସହ ଉନ୍ନୟନ କାର୍ଯ୍ୟରେ ମଧ୍ୟ ବ୍ୟାପକ ଜାଲିଆତି ହୋଇଛି । ତେବେ ଏ ବିଷୟରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକାର ହୋଇନଥିଲା । ଯାହାର ତଦନ୍ତ ଦାବି ନେଇ ଆଜି ଆଳିରୁ ପଦଯାତ୍ରାରେ ଆସି ପଟ୍ଟାମୁଣ୍ଡାଇରେ ପହଞ୍ଚିଥିଲେ । ଏହାପରେ ଭୁବନେଶ୍ବରରେ ପହଞ୍ଚି ନବୀନ ନିବାସ ଘେରାଉ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:କଂଗ୍ରେସ ବିକ୍ଷୋଭ।

Body:କେନ୍ଦ୍ରାପଡା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀର ଆଳି ଏବଂ ରାଜ କନିକା ବ୍ଲକରେ ବ୍ୟାପକ ଅନିୟମିତତା ବିରୋଧରେ ନବୀନ ନିବାସ ଘେରିଲେ ଶତାଧିକ କଂଗ୍ରେସ କର୍ମୀ।କେବଳ ପଞ୍ଚାୟତିରାଜ ବିଭାଗରେ ଦୀର୍ଘ ୨୦ ବର୍ଷ ଧରି ପ୍ରାୟ ୨୦୦ କୋଟି ଟଙ୍କାର ଅନିୟମିତତା ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଆବଣ୍ଟନ ରେ ଦୁର୍ନୀତି,ରାସନ କାର୍ଡ ପ୍ରଦାନ ରେ ଅନିୟମିତତା, ସମବାୟ ସମିତିର ମହାଦୁର୍ନୀତି, ବାର୍ଦ୍ଧକ୍ୟ ଓ ବିଧବା ଭତାରେ ଚଂଚକତା, ମନରେଗା ଦୁର୍ନୀତି ,ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଜାଲିଆତି ଅଭିଯୋଗରେ ଆଳି ପୁର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଦୁର୍ନୀତି ଓ ଅବହେଳାର ତଦନ୍ତ ଦାବିରେ କଂଗ୍ରେସ ଭାବନରୁ ବାହାରି ନବୀନ ନିବାସ ଘେରାଓ କରିଛନ୍ତି।ଉଭୟ ବ୍ଲକ ରେ ୨୦୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ହୋଇଛି ବୋଲି ଅଭିଯୋଗ କରିଛନ୍ତି ପୁର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା।

ଦୀର୍ଘ ୨୦ ବର୍ଷ ଧରି ଆଳି ନିର୍ବାଚନ ମଣ୍ଡଳୀ ଉଭୟ ବ୍ଳକରେ ପଞ୍ଚାୟତିରାଜ ବିଭାଗରେ ପ୍ରାୟ ୨୦୦ କୋଟିରୁ ଉର୍ଦ୍ଧ୍ବ ଜାଲିଆତି ହୋଇଛି ବୋଲି ଅଭିଯୋଗ କରିଛନ୍ତି ଆଳି ପୁର୍ବତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମା।ବାରମ୍ବାର ଏ ବିଷୟରେ ଅଭିଯୋଗ କଲେ ମଧ୍ୟ କୌଣସି ପ୍ରତିକାର ହେଲା ନାହିଁ ,ତେଣୁ ଆଜି ଆଳିରୁ ପଦଯାତ୍ରାରେ ଆସି ପଟାମୁଣ୍ଡାଇ ରେ ପହଂଚିଥିଲୁ।ଏବେ ଭୁବନେଶ୍ୱରରେ ପହଁଚି ନବୀନ ନିବାସ ଘେରାଓ କରିବାକୁ ପ୍ରାୟ ୫୦୦ ରୁ ଉର୍ଧ୍ୱ କଂଗ୍ରେସ କର୍ମୀ ଯାଉଛୁ ବୋଲି ଦେବେନ୍ଦ୍ର ଶର୍ମା କହିଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.