ETV Bharat / city

ସ୍ମାର୍ଟ ସିଟିରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ ଉଦ୍ୟମ, ଲୁଟେରା କାବୁ - Smart City chain loot

ରାଜଧାନୀରେ ଦିନକୁ ଦିନ ଲୁଟେରାଙ୍କ ଉତ୍ପାତ ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ରାତି 10ଟା ବେଳେ ସ୍ଥାନୀୟ ଅଶୋକ ନଗର ଅଞ୍ଚଳର ଜନପଥ ଉପରେ ଜଣେ ମହିଳାଙ୍କଠାରୁ ଚେନ ଲୁଟର ଉଦ୍ୟମ କରୁଥିବା ଏକ ଯୁବକକୁ ସ୍ଥାନୀୟ ଲୋକେ ଧରିଛନ୍ତି । ଅଧିକ ପଢନ୍ତୁ...

ସ୍ମାର୍ଟ ସିଟିରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ ଉଦ୍ୟମ, ଲୁଟେରା କାବୁ

author img

By

Published : Nov 21, 2020, 1:55 AM IST

ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ଲୁଟେରାଙ୍କ ଉତ୍ପାତ ବୃଦ୍ଧି ପାଇବାରେ ଲାଗିଛି । ସାଧାରଣ ଲୋକେ ଏହାଦ୍ବାରା ପ୍ରଭାବିତ ହେଉଥିବା ବେଳେ ପୋଲିସର ଅପାରଗତା ଏମାନଙ୍କୁ ଅଧିକ ସାହସ ଯୋଗାଉଛି ।

ସ୍ମାର୍ଟ ସିଟିରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ ଉଦ୍ୟମ, ଲୁଟେରା କାବୁ

ସ୍ମାର୍ଟ ସିଟିରେ ଡକାୟତି ଘଟଣା ପ୍ରତ୍ୟେକ ଦିନ ଖବର କାଗଜ ଓ ଟିଭିରେ ଦେଖିବାକୁ ମିଳିୁଛି । ତେବେ ଶୁକ୍ରବାର ରାତି 10ଟା ବେଳେ ସ୍ଥାନୀୟ ଅଶୋକ ନଗର ଅଞ୍ଚଳର ଜନପଥ ଉପରେ ଜଣେ ମହିଳାଙ୍କଠାରୁ ଚେନ ଲୁଟର ଉଦ୍ୟମ କରୁଥିବା ଏକ ଯୁବକକୁ ସ୍ଥାନୀୟ ଲୋକେ ଧରିଛନ୍ତି ।

ଯୁବକକୁ କାବୁ କରିବା ପରେ ତାକୁ ପୋଲିସକୁ ହସ୍ତାନ୍ତର କରାଯାଇଛି । ଅଭିଯୁକ୍ତ ଜଣକ ନକଲି ନମ୍ବର ପ୍ଲେଟ ଥିବା ଏକ ନୂଆ ବାଇକରେ ଆସିଥିବା ଲୋକେ କହିଛନ୍ତି । ତେବେ ଯୁବକଟିର ନାଁ ଓ ପରିଚୟ ମିଳି ନଥିବା ବେଳେ ପୋଲିସ ତାକୁ ଓ ତାର ଗାଡ଼ିକୁ ଥାନାକୁ ନେଇ ତଦନ୍ତ ଜାରି ରଖିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.