ETV Bharat / city

Assembly Winter Session: ବିରୋଧିଦଳ ବିଚଳିତ କହିଲେ ମନ୍ତ୍ରୀ ସମୀର ଦାସ

author img

By

Published : Dec 3, 2021, 10:18 PM IST

ବିଧାନସଭାର ଶୀତକାଳିନ ଅଧିବେଶନରେ( Assembly winter Session) ଗୃହକୁ ଚଳାଇ ନଦେବା ଯୋଗୁଁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ଗଣଶିକ୍ଷାନ୍ତ୍ରୀ ସମୀର ରଞ୍ଜନ ଦାସ । ଅଧିକ ପଢନ୍ତୁ

Minister Samir Ranjan Das reacts on opposition stand in house
Assembly winter Session: ବିରୋଧିଦଳ ବିଚଳିତ କହିଲେ ମନ୍ତ୍ରୀ ସମୀର ଦାସ

ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନରେ (Assembly winter Session) ଗୃହକୁ ଚଳାଇ ନଦେବା ଯୋଗୁଁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ଗଣ ଶିକ୍ଷାନ୍ତ୍ରୀ ସମୀର ରଞ୍ଜନ ଦାସ (Minister Samir Ranjan Das) । ତିନି ଦିନ ହେଲା ଗୃହ ଚଳାଇ ଦେଉନାହାଁନ୍ତି ବିରୋଧୀ ଦଳ ଏବଂ ବିଧାନସଭାର ଗାରିମାକୁ କ୍ଷୁର୍ଣ୍ଣ କରୁଛନ୍ତି।

ମମିତା ମେହେର ପ୍ରସଙ୍ଗରେ ଉଭୟ ବିଜେପି ଓ କଂଗ୍ରେସ ଗୃହକ ହୁଲସ୍ତୁଲ କରୁଛନ୍ତି । ଶୀତକାଳୀନ ଅଧିବେଶନର ତିନି ଦିନ ହେଲାଣି କିନ୍ତୁ ଗୃହ ସ୍ବାଭାବିକ ଭାବରେ ଚାଲି ପାରୁନି । ଏହାକୁ ନେଇ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ ବିରୋଧୀ ଦଳ ବିଧାନସଭାର ଗାରିମାକୁ କ୍ଷୁର୍ଣ୍ଣ କରୁଛନ୍ତି । ବିରୋଧୀ ଦଳ ମାନେ ବିଚଳିତ ଅଛନ୍ତି । ନା ଆଗକୁ ବଢି ପାରୁଛନ୍ତି ନା ପଛକୁ ଫେରି ପାରୁଛନ୍ତି। ରାଜ୍ୟ ସରକାର ହାଇକୋର୍ଟର ଜଣେ ବିଚାରପତିଙ୍କୁ ମମିତା ହତ୍ୟାକାଣ୍ଡ ର ତଦନ୍ତ ଭାର ଦାୟିତ୍ବ ଦେଇଛନ୍ତି। ସବୁ ସତ୍ତ୍ବେ ମଧ୍ୟ ବିରୋଧୀ ଦଳ ଏଭଳି ଆଚରଣ ଠିକ ନୁହେଁ। ଓଡିଶାବାସୀ ଦେଖୁଛନ୍ତି ଚର୍ଚ୍ଚା ବି ହେଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ମମିତା ମର୍ଡର ମାମଲାରେ ବିରୋଧୀ ହଙ୍ଗାମା ଜାରି ରଖିଛନ୍ତି। ଗୃହ କାର୍ଯ୍ୟ ଆରମ୍ଭ ହୋଇ ତିନିଦିନ ହେଲାଣି କିନ୍ତୁ ପ୍ରଥମ ଦିନରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦାବିରେ କଂଗ୍ରେସ ପ୍ରତିବାଦ କରିଥିବାବେଳେ ଦ୍ବିତୀୟ ଦିନରେ ଆରମ୍ଭରୁ ହହୋଲ୍ଲା ହୋଇଥିଲା । ଏହା ପରେ ତୃତୀୟ ଦିନରେ ଆଜି ବିଜେପି ବିଧାନସଭାରେ ଗୋବରପାଣି ସବ ପବିତ୍ର କରିଥିଲେ। ତେବେ ବିଜେପି ଓ କଂଗ୍ରେସ ନିଜ ନିଜର ଆଭିମୁଖ୍ୟରେ ସ୍ପଷ୍ଟ ରହିଛନ୍ତି। ଗୃହମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରନ୍ତୁ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.