ETV Bharat / city

ବିଧାନସଭା ପ୍ରଶ୍ନକାଳ ବର୍ଜନ କଲା ବିଜେପି

author img

By

Published : Nov 16, 2019, 11:14 AM IST

ଆଜି ବି ବିଧାନସଭାରେ ବିଜେପି ବିଧାୟକ ନୀରବ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ବାଚସ୍ପତିଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ କରି ଗୃହ ତ୍ୟାଗ କରିଛନ୍ତି ବିରୋଧି ବିଧାୟକ।

ବିଧାନସଭା ପ୍ରଶ୍ନକାଳ ବର୍ଜନ କଲା ବିଜେପି

ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନରେ ଜାରି ରହିଛି ସ୍ମିତାରାଣୀ ଝଡ । ଶନିବାର ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବିରୋଧି ବିଜେପି ବିଧାୟକ ନିଜ ନିଜ ଆସନରେ ଛିଡା ହୋଇ ପ୍ରତିବାଦ କରିଛନ୍ତି। ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ବେ ସେମାନେ ଗୃହକାର୍ଯ୍ୟରେ ସହଯୋଗ କରିନଥିଲେ।

ଗତକାଲି ଭଳି ଆଜି ମଧ୍ୟ ବେକରେ କଲା ଗାମୁଛା ଓ ମୁହଁରେ କଳା ପଟି ବାନ୍ଧି ଗୃହକୁ ଆସିଥିଲେ। ପରେ ବାଚସ୍ପତିଙ୍କ କାର୍ଯ୍ୟ ଉପରେ ଅସନ୍ତୋଷ ପ୍ରକାଶ କରି ବିଜେପି ବିଧାୟକ ଗୃହ ପରିତ୍ୟାଗ କରି ଗାନ୍ଧୀ ମୂର୍ତ୍ତି ତଳେ ବିଜେପି ବିଧାୟକ ଧାରଣାରେ ବସିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

 BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.