ETV Bharat / city

ମୌସୁମୀ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କ ହେବ କୋଭିଡ ଟେଷ୍ଟ

author img

By

Published : Sep 16, 2020, 2:17 PM IST

Updated : Sep 16, 2020, 2:23 PM IST

26ରେ ସବୁ ବିଧାୟକ, ମନ୍ତ୍ରୀଙ୍କର କୋଭିଡ ଟେଷ୍ଟ କରାଯିବ। ସକାଳ 7ଟା 30ରୁ 9ଟା 30 ପର୍ଯ୍ୟନ୍ତ ଟେଷ୍ଟ ହେବ। ଆର୍ଟି ପିସିଆର ଟେଷ୍ଟ କରାଯିବ। ମନ୍ତ୍ରୀଙ୍କଠୁ ଆରମ୍ଭ କରି ଡ୍ରାଇଭର ଯାଏ ସମସ୍ତଙ୍କ ପରୀକ୍ଷା କରିବାକୁ ସ୍ୱାସ୍ଥ୍ୟ ବିଭାଗ ଗାଇଡ଼ ଲାଇନ ଜାରି କରିଛି।

ବିଧାନସଭା ଗାଇଡ଼ଲାଇନ: ଅଧିବେସନ ପୂର୍ବରୁ ହେବ ସମସ୍ତ ବିଧାୟକ-ମନ୍ତ୍ରୀଙ୍କ କୋଭିଡ ଟେଷ୍ଟ

ଭୁବନେଶ୍ବର: 29ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ 26ରେ ସବୁ ବିଧାୟକ, ମନ୍ତ୍ରୀଙ୍କର କୋଭିଡ ଟେଷ୍ଟ କରାଯିବ। ସକାଳ 7ଟା 30ରୁ 9ଟା 30 ପର୍ଯ୍ୟନ୍ତ ଟେଷ୍ଟ ହେବ। ଆର୍ଟି ପିସିଆର ଟେଷ୍ଟ କରାଯିବ। ମନ୍ତ୍ରୀଙ୍କଠୁ ଆରମ୍ଭ କରି ଡ୍ରାଇଭର ଯାଏ ସମସ୍ତଙ୍କ ପରୀକ୍ଷା କରିବାକୁ ସ୍ୱାସ୍ଥ୍ୟ ବିଭାଗ ଗାଇଡ଼ ଲାଇନ ଜାରି କରିଛି।

ସେହିଭଳି 4 ତାରିଖରେ ଆଉ ଏକ ଟେଷ୍ଟ କରାଯିବ। ଯେଉଁମାନେ ଅସୁସ୍ଥ ଅନୁଭବ କରିବେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସମସ୍ତଙ୍କୁ ମାସ୍କ, ଗ୍ଲୋଭସ, ଫେସ ଶୀଲଡ଼, ସାନିଟାଇଜର ଯୋଗାଇ ଦିଆଯିବ। ଏନେଇ ଭୁବନେଶ୍ୱର ମହାନଗର ନିଗମ କମିଶନର ବିଧାନସଭା ପରିସରରେ ସମସ୍ତ ଭିତ୍ତିଭୂମି ବ୍ୟବସ୍ଥା କରିବେ। ଓଡିଶା ଔଷଧ ନିଗମ ଏମଡି ମାସ୍କ, ସାନିଟାଇଜର ଭଳି ସାମଗ୍ରୀ ଦେବା ନେଇ ବ୍ୟବସ୍ଥା କରିବେ। ସେହିଭଳି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ପରୀକ୍ଷା ପାଇଁ ବ୍ୟବସ୍ଥା କରିବେ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିିଭି ଭାରତ

Last Updated : Sep 16, 2020, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.