ETV Bharat / city

ରାଜ୍ୟରେ 20ଟି ଜିଲ୍ଲା ବୁଲିବ ‘ସୁସ୍ଥ ହୃତପିଣ୍ଡ ସଚେତନତା ରଥ’ - ସୁସ୍ଥ ହୃତପିଣ୍ଡ ସଚେତନତା ରଥ

ଦିନକୁ ଦିନ ବଢିଚାଲିଛି ହୃଦରୋଗ । ଲୋକଙ୍କୁ ସଚେତନ କରାଇବା ଲାଗି ଏକ ଘରୋଇ ହସ୍ପିଟାଲ ପକ୍ଷରୁ ଆରମ୍ଭ ହୋଇଛି ସୁସ୍ଥ ହୃତପିଣ୍ଡ ସଚେତନତା ରଥ । ପ୍ରାୟ 3 ହଜାର କିଲୋମିଟର ବୁଲି ଲୋକଙ୍କୁ ଏନେଇ ସଚେତନତା ବାର୍ତ୍ତା ପ୍ରଦାନ କରିବ ଏହି ରଥ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 19, 2019, 12:48 PM IST

ଭୁବନେଶ୍ବର: ନିଜେ ନିଜର ଡାକ୍ତର ସାଜନ୍ତୁ ଆଉ ସୁସ୍ଥ ରୁହନ୍ତୁ । ସମସ୍ତେ ହୁଅନ୍ତୁ ହାର୍ଟ ହିରୋ । ଯେମିତି କେହି ହୃଦଘାତର ଶିକାର ନ ହୁଅନ୍ତୁ । ଲୋକଙ୍କ ନିକଟରେ ଏପରି କିଛି ବାର୍ତ୍ତା ପହଞ୍ଚାଇବ ସୁସ୍ଥ ହୃତପିଣ୍ଡ ସଚେତନତା ରଥ । ରାଜ୍ୟର ପ୍ରାୟ 20ଟି ଜିଲ୍ଲା ସହ 3000 କିଲୋମିଟର ବୁଲି ବୁଲି ଅଡିଓ ଭିଜୁଆଲ ମାଧ୍ୟମରେ ଲୋକଙ୍କୁ ହୃଦଘାତ ରୋଗର ନିରାକରଣ ସମ୍ପର୍କରେ ବୁଝାଇବ ସୁସ୍ଥ ହୃତପିଣ୍ଡ ସଚେତନତା ରଥ । ଏଭଳି ଏକ କାର୍ଯ୍ୟକ୍ରମ ହାତକୁ ନେଇଛି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ ।

ଦିନକୁ ଦିନ ବଢିଚାଲିଛି ହୃଦରୋଗ । ଏକ ଆକଳନ ଅନୁସାରେ ସାରା ବିଶ୍ଵରେ ପ୍ରତି ବର୍ଷ 1.8 ମିଲିୟନ ଲୋକ ହୃତଘାତ ବା ହାର୍ଟ ଆଟାକ ରୋଗରେ ପ୍ରାଣ ହରାଇଥାନ୍ତି । ଏହି ରୋଗରୁ ଲୋକେ କିପରି ଦୂରେଇ ରହିବେ ସେନେଇ ରାଜଧାନୀର ଏକ ଘରୋଇ ହସ୍ପିଟାଲ ପକ୍ଷରୁ ଏକ ସଚେତନତାର ଆୟୋଜନ କରାଯାଉଛି । ଗୁରୁବାର ଏହି ରଥ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରୁ ବାହାରି ଆସନ୍ତା ସେପ୍ଟେମ୍ବର 29 ୱାଲ୍ଡ ହାର୍ଟ ଡେ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ବୁଲିବ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହି ରଥ 13 ଦିନରେ ପାଖାପାଖି 3 ହଜାର କିଲୋମିଟର ବୁଲିବ ଓ ସାଧାରଣ ଲୋକଙ୍କୁ ହୃଦରୋଗ ବାବଦରେ ସଚେତନ କରାଇବ । ହୃଦଘାତ ହେଲେ କିଭଳି ଗାଁ ଗହଳିରେ ଥିବା ସାଧାରଣ ଲୋକେ ନିଜ ହାତରେ ଏହି ରୋଗର ପ୍ରାଥମିକ ଉପଚାର କରିପାରିବେ ସେନେଇଏ ରଥ ଲୋକଙ୍କୁ ଅବଗତ କରାଇବ। । ବଲାଙ୍ଗୀର, ସୋନପୁର, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କନ୍ଧମାଳ, ଗଞ୍ଜାମ ଭଳି ଆଦି 20ଟି ଜିଲ୍ଲା ଭ୍ରମଣ କରିବ ହୃତପିଣ୍ଡ ସଚେତନତା ରଥ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ରାଜ୍ୟ ର 20 ଟି ଜିଲ୍ଲା ସହ 3000 କିଲେମିଟର ବୁଲି ବୁଲି ଲୋକଙ୍କୁ ହୃଦଘାତ ରେଗ ର ନିରାକରଣ ବୁଝାଇବା ସୁସ୍ଥ ହୃତପିଣ୍ଡ ସଚେତନତା ରଥ।
ଆକଳନ କହୁଛି ସାରା ବିଶ୍ଵ ରେ ପ୍ରତି ବର୍ଷ 1.8 ମିଲିୟନ ଲୋକ ହୃତଘାତ ବା ହାର୍ଟ ଆଟାକ ରେଗ ରେ ମୃତ୍ୟୁ ବରଣ କରୁଥିବାର ସୂଚନା ରହିଛି। ଆଜି ଏହି ରଥ ଭୁବନେଶ୍ୱର ଆପେଲେ ହସ୍ପିଟାଲ ରୁ ବାହାରି ଆସନ୍ତା ସେପ୍ଟେମ୍ବର 29 ୱାଡ଼ ହାର୍ଟ ଡେ ପର୍ଯ୍ୟନ୍ତ ସାରା ରାଜ୍ୟ ରେ ବୁଲିବ ବୋଲି କୁହାଯାଇଛି। ଏହି ସଚେତନତା ରଥ ଉପରେ 13 ଦିନ ରେ ପାଖାପାଖି 3 ହଜାର କିଲୋମିଟର ବୁଲିବ ଓ ସାଧାରଣ ଲୋକଙ୍କୁ ସଚେତନତା କରାଇବାର ଲକ୍ଷ୍ୟ ରହିଛି। କିଭଳି ହୃଦଘାତ ହେଲେ ଗାଁ ଗହଳି ରେ ଥିବା ସାଧାରଣ ଲୋକେ ନିଜ ହାତ ରେ ଫାଷ୍ଟ ଟ୍ରିଟମେଂଟ ଦେବେ ତା ଉପରେ ଏହି ରଥ ଲୋକଙ୍କୁ ଅବଗତ କରାଇବ। ରାଜ୍ୟ ର ବଲାଂଗୀର, ସେନପୁର, ବୌଦ୍ଧ ,ପୁରୀ ,ଖୋର୍ଦ୍ଧା ,କନ୍ଧମାଳ, ଗଂଜାମ ଭଳି 30 ଟି ଜିଲ୍ଲା ଭ୍ରମଣ କରବ।

Body:ରାଜ୍ୟ ର 20 ଟି ଜିଲ୍ଲା ସହ 3000 କିଲେମିଟର ବୁଲି ବୁଲି ଲୋକଙ୍କୁ ହୃଦଘାତ ରେଗ ର ନିରାକରଣ ବୁଝାଇବା ସୁସ୍ଥ ହୃତପିଣ୍ଡ ସଚେତନତା ରଥ।
ଆକଳନ କହୁଛି ସାରା ବିଶ୍ଵ ରେ ପ୍ରତି ବର୍ଷ 1.8 ମିଲିୟନ ଲୋକ ହୃତଘାତ ବା ହାର୍ଟ ଆଟାକ ରେଗ ରେ ମୃତ୍ୟୁ ବରଣ କରୁଥିବାର ସୂଚନା ରହିଛି। ଆଜି ଏହି ରଥ ଭୁବନେଶ୍ୱର ଆପେଲେ ହସ୍ପିଟାଲ ରୁ ବାହାରି ଆସନ୍ତା ସେପ୍ଟେମ୍ବର 29 ୱାଡ଼ ହାର୍ଟ ଡେ ପର୍ଯ୍ୟନ୍ତ ସାରା ରାଜ୍ୟ ରେ ବୁଲିବ ବୋଲି କୁହାଯାଇଛି। ଏହି ସଚେତନତା ରଥ ଉପରେ 13 ଦିନ ରେ ପାଖାପାଖି 3 ହଜାର କିଲୋମିଟର ବୁଲିବ ଓ ସାଧାରଣ ଲୋକଙ୍କୁ ସଚେତନତା କରାଇବାର ଲକ୍ଷ୍ୟ ରହିଛି। କିଭଳି ହୃଦଘାତ ହେଲେ ଗାଁ ଗହଳି ରେ ଥିବା ସାଧାରଣ ଲୋକେ ନିଜ ହାତ ରେ ଫାଷ୍ଟ ଟ୍ରିଟମେଂଟ ଦେବେ ତା ଉପରେ ଏହି ରଥ ଲୋକଙ୍କୁ ଅବଗତ କରାଇବ। ରାଜ୍ୟ ର ବଲାଂଗୀର, ସେନପୁର, ବୌଦ୍ଧ ,ପୁରୀ ,ଖୋର୍ଦ୍ଧା ,କନ୍ଧମାଳ, ଗଂଜାମ ଭଳି 30 ଟି ଜିଲ୍ଲା ଭ୍ରମଣ କରବ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.