ETV Bharat / city

ରାଜ୍ୟରେ ଆଉ 63 ଜଣ କୋରୋନାକୁ ଦେଲେ ମାତ୍

author img

By

Published : Feb 16, 2021, 7:55 PM IST

ମଙ୍ଗଳବାର ରାଜ୍ୟରେ 63 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ଲାଭ କରିଛନ୍ତି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା । ଅଧିକ ପଢନ୍ତୁ...

ରାଜ୍ୟରେ ଆଉ 63 ଜଣ କୋରୋନାକୁ ଦେଲେ ମାତ୍
ରାଜ୍ୟରେ ଆଉ 63 ଜଣ କୋରୋନାକୁ ଦେଲେ ମାତ୍

ଭୁବନେଶ୍ବର: ରାଜ୍ୟରେ କୋରୋନା ଟୀକାକରଣ ଚାଲିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ କମିବାରେ ଲାଗିଛି । ମଙ୍ଗଳବାର ରାଜ୍ୟରେ 63 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ଲାଭ କରିଛନ୍ତି । ସେଥିମଧ୍ୟରୁ ସୁନ୍ଦରଗଡ ଜିଲ୍ଲାରେ ସୁସ୍ଥଙ୍କ ସଂଖ୍ୟା ସର୍ବାଧିକ ରହିଛି । ଯାହାକୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା 3 ଲକ୍ଷ 33 ହଜାର 700ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ମୋଟ 63 ଜଣ ସୁସ୍ଥଙ୍କ ମଧ୍ୟରେ ସୁନ୍ଦରଗଡ ଜିଲ୍ଲରୁ ସର୍ବାଧିକ 14 ଜଣ ଥିବାବେଳେ ମୟୂରଭଞ୍ଜରୁ 7, ଝାରସୁଗୁଡାରୁ 6, ବାଲେଶ୍ବରରୁ 5, କଟକରୁ 5, ବରଗଡରୁ 4, ଅନୁଗୋଳରୁ 3, ବଲାଙ୍ଗୀରରୁ 3, କଳାହାଣ୍ଡିରୁ 3, କେନ୍ଦୁଝରରୁ 3, ପୁରୀରୁ 3, ରାୟଗଡାରୁ 3 , ନୂଆପଡାରୁ 2 ଏବଂ ଖୋର୍ଦ୍ଧା ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆରୋଗ୍ୟ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.