ETV Bharat / city

ରାଜ୍ୟରେ 3 ଲକ୍ଷ 15 ହଜାର ଟପିଲା କୋରୋନା ଆକ୍ରାନ୍ତ ସୁସ୍ଥ ସଂଖ୍ୟା - Another 605 COVID-19 patients recover in Odisha

ଆଜି ରାଜ୍ୟରେ 605 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥ ହାରକୁ ମିଶାଇ ମୋଟ 3 ଲକ୍ଷ 15 ହଜାର 270ରେ ପହଞ୍ଚିଛି । ଅଧିକ ପଢନ୍ତୁ..

ରାଜ୍ୟରେ 3 ଲକ୍ଷ 15 ହଜାର ଟପିଲା କୋରୋନା ଆକ୍ରାନ୍ତ ସୁସ୍ଥ ସଂଖ୍ୟା

author img

By

Published : Dec 5, 2020, 9:14 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିଲା ବେଳେ ସୁସ୍ଥ ହାର ମଧ୍ୟ ଦୈନିକ ବୃଦ୍ଧି ପାଉଛି । ବର୍ତ୍ତମାନ ଆରୋଗ୍ୟ ସଂଖ୍ୟା 3 ଲକ୍ଷ 15 ହଜାର ଟପିଛି ।

ଆଜି 30 ଟି ଜିଲ୍ଲାରେ 605 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 3 ଲକ୍ଷ 15 ହଜାର 270 ରହିଛି। କଟକ,ଖୋର୍ଦ୍ଧା ଓ ସୁନ୍ଦରଗଡରେ 67 ଜଣ ଆରୋଗ୍ୟ ହୋଇଥିବା ବେଳେ ଅନୁଗୁଳରେ 63, ମୟୂରଭଞ୍ଜରେ 37, କଳାହାଣ୍ଡିରେ 35, କେନ୍ଦ୍ରାପଡାରେ 26, କେନ୍ଦୁଝରରେ 24, ବରଗଡ ଓ ବଲାଙ୍ଗୀର ଓ ନୂଆପଡାରେ 20 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି।

ସେହିଭଳି ଯାଜପୁର ରେ 17 , ପୁରୀରେ 15, ଝାରସୁଗୁଡ଼ା ଓ ସମ୍ବଲପୁରରେ 14 ଜଣ, ବାଲେଶ୍ୱର ଓ ଜଗତସିଂହପୁର ରେ 12 ଜଣ। ଭଦ୍ରକରେ 11, କନ୍ଧମାଳରେ 9, ଢେଙ୍କାନାଳରେ 6, ଗଞ୍ଜାମରେ 5, ନୟାଗଡ ଓ ରାୟଗଡାରେ 4 ଜଣ ଲେଖାଁଏ ସୁସ୍ଥ ହୋଇଛନ୍ତି । ବୌଦ୍ଧ, ଗଜପତି କୋରାପୁଟ ,ମାଲକାନଗିରି ଓ ନବରଙ୍ଗପୁରରେ 3 ଜଣ ଆରୋଗ୍ୟ ହୋଇଛନ୍ତି। ଦେଓଗଡ ଓ ସୋନପୁରରେ 2 ଜଣ ଆରୋଗ୍ୟ ହୋଇଥିବା ବେଳେ ଷ୍ଟେଟ ପୋଲରେ 17 ଜଣ ଆରୋଗ୍ୟ ହୋଇଛନ୍ତି।

ଭୁବନେଶ୍ବରରେ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.