ETV Bharat / city

ରାଜ୍ୟରେ କୋରୋନାରୁ ଆରୋଗ୍ୟ ହେଲେ 386 ଆକ୍ରାନ୍ତ

author img

By

Published : Dec 13, 2020, 9:47 PM IST

ରାଜ୍ୟରୁ ଆରୋଗ୍ୟ ହେଲେ 386 ଜଣ କୋରୋନା ଆକ୍ରାନ୍ତ । ଫଳରେ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 3 ଲକ୍ଷ 19 ହଜାର 069ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ରାଜ୍ୟରେ କୋରୋନାରୁ ଆରୋଗ୍ୟ ହେଲେ 386 ଆକ୍ରାନ୍ତ
ରାଜ୍ୟରେ କୋରୋନାରୁ ଆରୋଗ୍ୟ ହେଲେ 386 ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରୁ ଆରୋଗ୍ୟ ହେଲେ 386 ଜଣ କୋରୋନା ଆକ୍ରାନ୍ତ । ଫଳରେ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 3 ଲକ୍ଷ 19 ହଜାର 069ରେ ପହଞ୍ଚିଛି । 30ଟି ଜିଲ୍ଲାରୁ ମୋଟ 386 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ସୁନ୍ଦରଗଡରୁ 57, ଖୋର୍ଦ୍ଧାରୁ 53, ଅନୁଗୋଳରୁ 27, ବଲାଙ୍ଗୀରରୁ ଓ ମୟୂରଭଞ୍ଜରୁ 23 ଲେଖାଏଁ, କଟକ ଓ ନୂଆପଡାରୁ 18, ବାଲେଶ୍ବରରୁ 16, ଜଗତସିଂହପୁର ଓ କେନ୍ଦୁଝରରୁ 15, ପୁରୀରୁ 13 କୋଭିଡ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି ।

ସେହିପରି ଯାଜପୁରରୁ 12, ବରଗଡରୁ 11, କୋରାପୁଟରୁ 10, ଭଦ୍ରକ ଓ ଗଞ୍ଜାମରୁ 9 ଲେଖାଏଁ, ସମ୍ବଲପୁରରୁ 8 ଜଣ, କେନ୍ଦ୍ରାପଡା ଓ କଳାହାଣ୍ଡିରୁ 7, ଢେଙ୍କାନାଳରୁ 6, ଝାରସୁଗୁ଼ଡା ଓ ନୟାଗଡରୁ 4, ଗଜପତି ଓ ରାୟଗଡ଼ାରୁ 2, କନ୍ଧମାଳ, ସୋନପୁର, ନବରଙ୍ଗପୁର ଓ ମାଲକାନଗିରିରୁ ଜଣେ ଲେଖାଁଏ ଏବଂ ଷ୍ଟେଟ ପୋଲରୁ 8 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.