ETV Bharat / city

ରାଜ୍ୟରେ ଆଜି 3,312 ସୁସ୍ଥ, ଆରୋଗ୍ୟ ସଂଖ୍ୟା 2 ଲକ୍ଷ ଟପିଲା - covid patients

ଆଜି 30ଟି ଜିଲ୍ଲରୁ 3,312 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ରାଜ୍ୟରେ ଏବେ ମୋଟ ଆରୋଗ୍ୟ ସଂଖ୍ୟା 2,16,984 ପହଞ୍ଚିଥିବାବେଳେ କୋଭିଡ ଆରୋଗ୍ୟ ସଂଖ୍ୟା 2 ଲକ୍ଷ ଛୁଇଁଛି ।

ରାଜ୍ୟରେ ଆଜି 3,312 ସୁସ୍ଥ
ରାଜ୍ୟରେ ଆଜି 3,312 ସୁସ୍ଥ
author img

By

Published : Oct 8, 2020, 8:06 PM IST

ଭୁବନେଶ୍ବର: ରାଜ୍ୟରେ ଆଜି(ଗୁରୁବାର) କୋରୋନାରୁ 3,312 ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏବେ ମୋଟ ଆରୋଗ୍ୟ ସଂଖ୍ୟା 2,16,984 ପହଞ୍ଚିଥିବାବେଳେ କୋଭିଡ ଆରୋଗ୍ୟ ସଂଖ୍ୟା 2 ଲକ୍ଷ ଛୁଇଁଛି ।

ଆଜି 30ଟି ଜିଲ୍ଲାରୁ 3,312 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ତେବେ ଖୋର୍ଦ୍ଧାରେ ସର୍ବାଧିକ 658 ଜଣ ଆରୋଗ୍ୟ ହୋଇଥିବାବେଳେ କଟକରେ 262, ଅନୁଗୁଳରେ 112, ବାଲେଶ୍ବରରେ 153, ନୂଆପଡାରେ 151, ବରଗଡରେ 151, ଜଗତସିଂହପୁରରେ 124, ସମ୍ବଲପୁରରେ 118, ସୁନ୍ଦରଗଡରେ 63, ଝାରସୁଗୁଡ଼ାରେ 128, ମୟୁରଭଞ୍ଜରେ 121, କେନ୍ଦୁଝରରେ 117, ବଲାଙ୍ଗିରରେ 109, ମାଲକାନଗିରିରେ 103, ସମ୍ବଲପୁରରେ 98 ଜଣ ରହିଛନ୍ତି ।

ସେହିପରି କେନ୍ଦ୍ରାପଡାରେ 88, ପୁରୀରେ 85, କନ୍ଧମାଳରେ 83, ନବରଙ୍ଗପୁରରେ 81, କୋରାପୁଟରେ 69, ନୟାଗଡରେ 69, ଢେଙ୍କାନାଳଲରେ 68, ଜଗତସିଂହପୁରରେ 124, ସୁନ୍ଦରଗଡରେ 63, ଭଦ୍ରକ ରେ 62, ବରଗଡରେ 61, ଯାଜପୁରରେ 58, କଳାହାଣ୍ଡିରେ 53, ସୋନପୁରରେ 48, ଗଞ୍ଜାମରେ 47, ବୌଦ୍ଧରୁ 39, ରାୟଗଡ଼ାରେ 34, ଗଜପତିରେ 16, ଦେଓଗଡ଼ରେ 12 ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.