ETV Bharat / city

କୋରୋନାରୁ ସୁସ୍ଥ ହେଲେ ଆଉ 2,896 ସଂକ୍ରମିତ

author img

By

Published : Jul 8, 2021, 9:22 PM IST

ରାଜ୍ୟରୁ ସୁସ୍ଥ ହେଲେ ଆଉ 2 ହଜାର 896 କୋରୋନା ସଂକ୍ରମିତ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

କୋରୋନାରୁ ସୁସ୍ଥ ହେଲେ ଆଉ 2,896 ସଂକ୍ରମିତ
କୋରୋନାରୁ ସୁସ୍ଥ ହେଲେ ଆଉ 2,896 ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରୁ ସୁସ୍ଥ ହେଲେ ଆଉ 2 ହଜାର 896 କୋରୋନା ସଂକ୍ରମିତ । ଗତ 24 ଘଣ୍ଟାରେ 2,896 ଜଣ ସୁସ୍ଥ ହୋଇଛନ୍ତି । କଟକ ଜିଲ୍ଲାରେ ସୁସ୍ଥ ସଂଖ୍ୟା ସର୍ବାଧିକ 496 ରହିଛି । ଏହି ନୂତନ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 9 ଲକ୍ଷ 3 ହଜାର 178କୁ ବୃଦ୍ଧି ପାଇଛି ।

କଟକ ପରେ ଖୋର୍ଦ୍ଧାରୁ ସର୍ବାଧିକ 496 ଜଣ ଆରୋଗ୍ୟ ହୋଇଛନ୍ତି । ସେହିପରି ବାଲେଶ୍ବରରୁ 396, ମୟୂରଭଞ୍ଜରୁ 219, ପୁରୀରୁ 188, ଯାଜପୁରରୁ 162, ନୟାଗଡରୁ 130, ଭଦ୍ରକରୁ 128, ମାଲକାନଗିରିରୁ 88, ଜଗତସିଂହପୁରରୁ 86, କେନ୍ଦ୍ରାପଡାରୁ 70, କୋରାପୁଟରୁ 49, ଢେଙ୍କାନାଳରୁ 45, କେନ୍ଦୁଝରରୁ 38, ଅନୁଗୋଳରୁ 35, ସମ୍ବଲପୁରରୁ 31, ନବରଙ୍ଗପୁରରୁ 30, ସୁନ୍ଦରଗଡରୁ 21, ରାୟଗଡାରୁ 20, ସୋନପୁରରୁ 20, ବୌଦ୍ଧରୁ 19, ବରଗଡରୁ 16, ଝାରସୁଗୁଡାରୁ 16, କଳାହାଣ୍ଡିରୁ 16, ଗଞ୍ଜାମରୁ 15, କନ୍ଧମାଳରୁ 14, ବଲାଙ୍ଗୀରରୁ 12, ନୂଆପଡାରୁ 12, ଗଜପତିରୁ 9 ଏବଂ ଦେବଗଡରୁ ସର୍ବନିମ୍ନ 2 ଜଣ ସୁସ୍ଥ ହୋଇଛନ୍ତି । ଷ୍ଟେଟପୁଲ ସୁସ୍ଥ ସଂଖ୍ୟା 73 ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.