ETV Bharat / city

ରାଜ୍ୟରେ 218 କୋରୋନା ଆକ୍ରାନ୍ତ ସୁସ୍ଥ - କୋରୋନା ଆକ୍ରାନ୍ତ ସୁସ୍ଥ

ଶୁକ୍ରବାର ରାଜ୍ୟରେ 218 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସରକାର ଦେଇଛନ୍ତି ସୂଚନା । ଅଧିକ ପଢନ୍ତୁ...

ଆଜି ରାଜ୍ୟରେ 121 କୋରୋନା ଆକ୍ରାନ୍ତ ସୁସ୍ଥ
ଆଜି ରାଜ୍ୟରେ 121 କୋରୋନା ଆକ୍ରାନ୍ତ ସୁସ୍ଥ
author img

By

Published : Apr 2, 2021, 10:01 PM IST

Updated : Apr 2, 2021, 10:53 PM IST

ଭୁବନେଶ୍ବର: ଦେଶରେ ବଢିଚାଲିଛି ମହାମାରୀ କୋରୋନା । ରାଜ୍ୟରେ ବି ଉପରମୁହାଁ ମହାମାରୀ । ଏହାରି ମଧ୍ୟରେ ଶୁକ୍ରବାର ରାଜ୍ୟରେ 218 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସରକାର ଦେଇଛନ୍ତି ସୂଚନା ।

ନୂଆପଡା ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 337430ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ନୂଆପଡା ଜିଲ୍ଲାରୁ ସର୍ବାଧିକ 48 ଜଣ ଆରୋଗ୍ୟ ଲାଭ କରିଥିବାବେଳେ କଟକରୁ 23, ଗଞ୍ଜାମରୁ 5, ଯାଜପୁରରୁ 5, ଝାରସୁଗୁଡାରୁ 1, କଳାହାଣ୍ଡିରୁ 8, କେନ୍ଦ୍ରାପଡାରୁ 1, ଖୋର୍ଦ୍ଧାରୁ 23 ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ମୟୁରଭଞ୍ଜରୁ 9, ନବରଙ୍ଗପୁରରୁ 1, ପୁରୀରୁ 5, ରାୟଗଡାରୁ 10 ଓ ସମ୍ବଲପୁରରୁ 8 ଜଣ ସୁସ୍ଥ ହୋଇଥିବା ରିପୋର୍ଟରୁ ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 2, 2021, 10:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.