ETV Bharat / city

ଆଜି ରାଜ୍ୟରୁ ସୁସ୍ଥ ହେଲେ 1,003 ସଂକ୍ରମିତ - ଓଡିଶା ସୁସ୍ଥ ରିପୋର୍ଟ

ଗୁରୁବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୧,୦୦୩ କୋରୋନା ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥସଂଖ୍ୟା 9 ଲକ୍ଷ 82 ହଜାର 319କୁ ବୃଦ୍ଧି । ଅଧିକ ପଢନ୍ତୁ...

ଆଜି ରାଜ୍ୟରୁ ସୁସ୍ଥ ହେଲେ 1,003 ସଂକ୍ରମିତ
ଆଜି ରାଜ୍ୟରୁ ସୁସ୍ଥ ହେଲେ 1,003 ସଂକ୍ରମିତ
author img

By

Published : Aug 19, 2021, 8:24 PM IST

ଭୁବନେଶ୍ବର: ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଗୁରୁବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୧,୦୦୩ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 9 ଲକ୍ଷ 82 ହଜାର 319କୁ ବୃଦ୍ଧି । ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୩୭୪ ଆକ୍ରାନ୍ତ ।

  • Another 1003 Covid patients have recovered and are being discharged on 19.08.2021

    374 from Khordha
    137 from Cuttack
    59 from Baleswar
    48 from Puri
    39 from Kendrapara
    33 from Jajapur
    30 from Mayurbhanj
    29 from Jagatsinghpur
    23 from Anugul
    23 from Nayagarh
    20 from Sambalpur

    — H & FW Dept Odisha (@HFWOdisha) August 19, 2021 " class="align-text-top noRightClick twitterSection" data=" ">

ଖୋର୍ଦ୍ଧା ପରେ କଟକରୁ ୧୩୭ ଆକ୍ରାନ୍ତ କୋରୋନା ମୁକ୍ତ ହୋଇଛନ୍ତି । ସେହିପରି ବାଲେଶ୍ବରରୁ ୫୯, ପୁରୀରୁ ୪୮, କେନ୍ଦ୍ରାପଡାରୁ ୩୯, ଯାଜପୁରରୁ ୩୩, ମୟୂରଭଞ୍ଜରୁ ୩୦, ଜଗତସିଂହପୁରରୁ ୨୯, ଅନୁଗୋଳରୁ ୨୩, ନୟାଗଡରୁ ୨୩, ସମ୍ବଲପୁରରୁ ୨୦, କେନ୍ଦୁଝରରୁ ୧୨, ଭଦ୍ରକରୁ ୧୦, ଢେଙ୍କାନାଳରୁ ୧୦, ଝାରସୁଗୁଡାରୁ ୯, ରାୟଗଡାରୁ ୯, କନ୍ଧମାଳରୁ ୮, ମାଲକାନଗିରିରୁ ୮, ଗଞ୍ଜାମରୁ ୫, କଳାହାଣ୍ଡିରୁ ୫, ବଲାଙ୍ଗୀରୁ ୪, ଗଜପତିରୁ ୪, ନବରଙ୍ଗପୁରରୁ ୪, ସୁନ୍ଦରଗଡରୁ ୪, ବରଗଡରୁ ୩, କୋରାପୁଟରୁ ୩, ନୂଆପଡାରୁ ୩, ସୋନପୁରରୁ ୩, ଦେବଗଡରୁ ୨ ଏବଂ ବୌଦ୍ଧ ଜିଲ୍ଲାରୁ ଜଣେ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଷ୍ଟେଟପୁଲ ସୁସ୍ଥସଂଖ୍ୟା ୮୧ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.