ETV Bharat / city

ଯୁକ୍ତ ତିନି ପ୍ରଥମ ବର୍ଷର ଦ୍ୱିତୀୟ ପର୍ଯ୍ୟାୟ ଆଡମିଶନ ତାରିଖ ଘୋଷଣା

author img

By

Published : Dec 21, 2020, 3:21 PM IST

ଯୁକ୍ତ ତିନି ପ୍ରଥମ ବର୍ଷର ଦ୍ୱିତୀୟ ପର୍ଯ୍ୟାୟ ଆଡମିଶନର ତାରିଖ ଘୋଷଣା । ଅନଲାଇନରେ ଆବେଦନ ଶେଷ ତାରିଖ ଡିସେମ୍ବର 28 । ଅଧିକ ପଢନ୍ତୁ...

Announcement of the second phase admission for the +3 first year
ଯୁକ୍ତ ତିନି ପ୍ରଥମ ବର୍ଷର ଦ୍ୱିତୀୟ ପର୍ଯ୍ୟାୟ ଆଡମିଶନର ତାରିଖ ଘୋଷଣା

ଭୁବନେଶ୍ବର : ଯୁକ୍ତ ତିନି ପ୍ରଥମ ବର୍ଷର ଦ୍ବୀତିୟ ପର୍ଯ୍ୟାୟ ଆଡମିଶନର ତାରିଖ ଘୋଷଣା ହୋଇଛି । SAMS ଅଧୀନରେ ଯୁକ୍ତ ତିନିର ଆଡମିଶନ ଦ୍ବିତୀୟ ପର୍ଯ୍ୟାୟରେ ଆରମ୍ଭ ହେବ । ଯାହାକୁ ନେଇ ଉଚ୍ଚଶିକ୍ଷା ବିଭାଗ ଏନେଇ ନିର୍ଦ୍ଦେଶନାମା ଜାରି କରିଛି । ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ CAF ଦାଖଲ କରିନାହାନ୍ତି । ସେମାନେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ନୂତନ ଆବେଦନ ପତ୍ର ଦାଖଲ କରିପାରିବେ । ସମସ୍ତ ଆଡମିଶନ ପକ୍ରିୟା SAMS ମାଧ୍ୟମରେ କରାଯିବ ।

ଡିସେମ୍ବର 23 ତାରିଖରେ ଅନଲାଇନ ମାଧ୍ୟମରେ ସାଧାରଣ ଆବେଦନ ଫର୍ମ ଉପଲବ୍ଧ ହେବ । ଅନଲାଇନରେ ଆବେଦନ ଶେଷ ତାରିଖ ଡିସେମ୍ବର 28 ପର୍ଯ୍ୟନ୍ତ ରହିଛି । ଜାନୁଆରୀ 2ତାରିଖରେ ପ୍ରକାଶ ପାଇବ ଛାତ୍ରୀଛାତ୍ରୀଙ୍କର ମେରିଟ ଲିଷ୍ଟ। ତାଲିକା । SAMS ମଧ୍ୟାମରେ ଅନଲାଇନରେ ଛାତ୍ରଛାତ୍ରୀ ଟଙ୍କା ଡିପୋଜିଟ କରିପାରିବେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.