ETV Bharat / city

ଦିବ୍ୟାଙ୍ଗଙ୍କ ରଥଯାତ୍ରାରେ ଅଞ୍ଜଳି ୟୁଥ ଫେଷ୍ଟିଭାଲ ଉଦଯାପିତ - ଭୁବନେଶ୍ବରସ୍ଥିତ ସୈନିକ ସ୍କୁଲରୁ ଆରମ୍ଭ

ଉଦଯାପିତ ହୋଇଛି ଅଞ୍ଜଳି ଇଣ୍ଟରନ୍ୟାସନାଲ ୟୁଥ ଫେଷ୍ଟିଭାଲ । ଦିବ୍ୟାଙ୍ଗ ପିଲାଙ୍କ ରଥଯାତ୍ରା ସହ ଶେଷ ହୋଇଛି ଅଞ୍ଜଳି ଇଣ୍ଟରନ୍ୟାସନାଲ ୟୁଥ ଫେଷ୍ଟିଭାଲ 2019 ।

ଅଞ୍ଜଳି ୟୁଥ ଫେଷ୍ଟିଭାଲ ଉଦଯାପିତ
author img

By

Published : Nov 17, 2019, 11:50 PM IST

ଭୁବନେଶ୍ବର: ଉଦଯାପିତ ହୋଇଛି ଅଞ୍ଜଳି ଇଣ୍ଟରନ୍ୟାସନାଲ ୟୁଥ ଫେଷ୍ଟିଭାଲ । ଦିବ୍ୟାଙ୍ଗ ପିଲାଙ୍କ ରଥଯାତ୍ରା ସହ ଶେଷ ହୋଇଛି ଅଞ୍ଜଳି ଇଣ୍ଟରନ୍ୟାସନାଲ ୟୁଥ ଫେଷ୍ଟିଭାଲ 2019 । ଶିଶୁ ଦିବସରୁ ରାଜ୍ୟରେ ଆରମ୍ଭ ହେଇଥିବା ଅଞ୍ଜଳି ଇଣ୍ଟରନ୍ୟାସନାଲ ୟୁଥ ଫେଷ୍ଟିଭାଲରେ ରାଜ୍ୟ ତଥା ଦେଶ ବିଦେଶରୁ ଭିନ୍ନକ୍ଷମ ପିଲାମାନେ ନିଜ ନିଜ ପାରିଦର୍ଶିତା ଓ ପାରଙ୍ଗମତା ଦେଖାଇଥିଲେ। ଚଳିତବର୍ଷ ଏହି ଫେଷ୍ଟିଭାଲର ଥିମ ଥିଲା ' ଲିଭ ଅଫ ଜଏ' ।

ଅଞ୍ଜଳି ୟୁଥ ଫେଷ୍ଟିଭାଲ ଉଦଯାପିତ

ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଅଞ୍ଜଳି ଇଣ୍ଟରନ୍ୟାସନାଲ ୟୁଥ ଫେଷ୍ଟିଭାଲ ରାଜଧାନୀ ଭୁବନେଶ୍ବରସ୍ଥିତ ସୈନିକ ସ୍କୁଲରୁ ଆରମ୍ଭ ହୋଇ ରେଳ ସଦମ ପର୍ଯ୍ୟନ୍ତ ଏକ ରାଲିରେ ବାହାରିଥିଲା। 15 ତାରିଖରେ ଛାତ୍ରଛାତ୍ରୀ ମିଶି ଇଦ ସେଲିବ୍ରେସନ କରିଥିବାବେଳେ ଶନିବାର କ୍ରିସମାସ ଓ ଶେଷଦିନରେ ରଥଯାତ୍ରା ପାଳନ କରାଯାଇଛି।

ଜାତି ଧର୍ମ ନିର୍ବିଶେଷରେ ଦିବ୍ୟାଙ୍ଗ ପିଲା ମିଶି ମହାପ୍ରଭୁଙ୍କ ରଥଯାତ୍ରା ପାଳନ କରିଛନ୍ତି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro: ଦିବ୍ୟାଙ୍ଗ ପିଲା ଙ୍କ ରଥଯାତ୍ରା ସହ ଶେଷ ହେକା ଅଞ୍ଜଳି ଇଂଣ୍ଟରନେସନାଲ ୟୁଥ ଫେଷ୍ଟିଭାଲ 2019,

ଶିଶୁ ଦିବସ ଅବସର ଠାରୁ ରାଜ୍ୟ ରେ ଆରମ୍ଭ ହେଇଥିଲା ଅଞ୍ଜଳି ଇଂଣ୍ଟରନେସନାଲ ୟୁଥ ଫେଷ୍ଟିଭାଲ 2019,ରାଜ୍ୟ ତଥା ଦେଶ ବିଦେଶ ରୁ ଭିନ୍ନକ୍ଷମ ପିଲା ଅନେ ଭେଖାଇବେ ନିଜର ପାରଙ୍ଗମତା। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଞ୍ଜଳି ଇଂଣ୍ଟରନେସନାଲ ୟୁଥ ଫେଷ୍ଟିଭାଲ 2019, ରାଜଧାନୀ ଭୁବନେଶ୍ବର ସ୍ତିତ ସୈନିକ ସ୍କୁଲ ରୁ ଆରମ୍ଭ କରି ରେଳ ସଦମ ପର୍ଯ୍ୟନ୍ତ ଏକ ରାଲି ରେ ବାହାରିଥିଲା। ଗତ 14 ତାରିଖ ଠାରୁ 17 ତାରିଖ ଧରି ଏହି କାର୍ଯ୍ୟକ୍ରମ ରାଜଧାନୀ ଭୁବନେଶ୍ବର ରେ ଚାଲୁ ଅଛି। ଚଳିତ ବର୍ଷ ର ଥିମ ହେଉଛି ଲିଭ ଅଫ ଜଏ , 15 ତାରିଖ ରେ ଛାତ୍ରଛାତ୍ରୀ ମିଶି ଇଦ ସେଲିବ୍ରେସନ କରି ଥିବା ବେଳେ ଗତକାଲି କ୍ରିସମାସ, ଓ ଶେଷ ଦିନ ରେ ରଥଯାତ୍ରା ପାଳନ କରିଛନ୍ତି ମ ଆଜି ଜାତି ଧର୍ମ ନିର୍ବିଶେଷରେ ଦିବ୍ୟାଙ୍ଗ ପିଲା ମିଶି ମହାପ୍ରଭୁଙ୍କ ରଥଯାତ୍ରା ପାଳନ କରିଛନ୍ତି।

Body:ଦିବ୍ୟାଙ୍ଗ ପିଲା ଙ୍କ ରଥଯାତ୍ରା ସହ ଶେଷ ହେକା ଅଞ୍ଜଳି ଇଂଣ୍ଟରନେସନାଲ ୟୁଥ ଫେଷ୍ଟିଭାଲ 2019,

ଶିଶୁ ଦିବସ ଅବସର ଠାରୁ ରାଜ୍ୟ ରେ ଆରମ୍ଭ ହେଇଥିଲା ଅଞ୍ଜଳି ଇଂଣ୍ଟରନେସନାଲ ୟୁଥ ଫେଷ୍ଟିଭାଲ 2019,ରାଜ୍ୟ ତଥା ଦେଶ ବିଦେଶ ରୁ ଭିନ୍ନକ୍ଷମ ପିଲା ଅନେ ଭେଖାଇବେ ନିଜର ପାରଙ୍ଗମତା। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଞ୍ଜଳି ଇଂଣ୍ଟରନେସନାଲ ୟୁଥ ଫେଷ୍ଟିଭାଲ 2019, ରାଜଧାନୀ ଭୁବନେଶ୍ବର ସ୍ତିତ ସୈନିକ ସ୍କୁଲ ରୁ ଆରମ୍ଭ କରି ରେଳ ସଦମ ପର୍ଯ୍ୟନ୍ତ ଏକ ରାଲି ରେ ବାହାରିଥିଲା। ଗତ 14 ତାରିଖ ଠାରୁ 17 ତାରିଖ ଧରି ଏହି କାର୍ଯ୍ୟକ୍ରମ ରାଜଧାନୀ ଭୁବନେଶ୍ବର ରେ ଚାଲୁ ଅଛି। ଚଳିତ ବର୍ଷ ର ଥିମ ହେଉଛି ଲିଭ ଅଫ ଜଏ , 15 ତାରିଖ ରେ ଛାତ୍ରଛାତ୍ରୀ ମିଶି ଇଦ ସେଲିବ୍ରେସନ କରି ଥିବା ବେଳେ ଗତକାଲି କ୍ରିସମାସ, ଓ ଶେଷ ଦିନ ରେ ରଥଯାତ୍ରା ପାଳନ କରିଛନ୍ତି ମ ଆଜି ଜାତି ଧର୍ମ ନିର୍ବିଶେଷରେ ଦିବ୍ୟାଙ୍ଗ ପିଲା ମିଶି ମହାପ୍ରଭୁଙ୍କ ରଥଯାତ୍ରା ପାଳନ କରିଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.