ETV Bharat / city

ମାଟି ତଳୁ ବାହାରିଲା ପୁରାତନ ଐତିହ୍ୟ - ମାଟି ତଳୁ ବାହାରିଲା ନୂଆ ମନ୍ଦିର

ଲିଙ୍ଗରାଜ ମନ୍ଦିର ନିକଟରେ ମାଟି ତଳୁ ବାହାରିଲା ମନ୍ଦିର ଭଳି ଭଗ୍ନାବଶେଷ । ଅଧିକ ପଢନ୍ତୁ...

ମାଟି ତଳୁ ବାହାରିଲା ମନ୍ଦିର
ମାଟି ତଳୁ ବାହାରିଲା ମନ୍ଦିର
author img

By

Published : Jan 28, 2021, 5:10 PM IST

ଭୁବନେଶ୍ବର:ଲିଙ୍ଗରାଜ ମନ୍ଦିର ନିକଟରେ ମାଟି ତଳୁ ବାହାରିଲା ମନ୍ଦିର ଭଳି ଭଗ୍ନାବଶେଷ । ଶୁକସାରୀ ମନ୍ଦିର ନିକଟରେ ଖୋଦେଇ ବେଳେ ଏହି ମନ୍ଦିରର ଭଗ୍ନାବଶେଷ ମିଳିଛି ।

ମାଟି ତଳୁ ବାହାରିଲା ମନ୍ଦିର
ମାଟି ତଳୁ ବାହାରିଲା ମନ୍ଦିର

ଭୁବନେଶ୍ୱରକୁ ମନ୍ଦିର ମାଳିନୀ କୁହାଯାଉଥିବା ବେଳେ ଗୁରୁବାର ମାଟି ଖୋଳୁ ଖୋଳୁ ଆଉ ଏକ ମନ୍ଦିର ଭଳି ଭଗ୍ନାବଶେଷ ଦୃଷ୍ଟିଗୋଚର ହୋଇଛି ।

ମାଟି ତଳୁ ବାହାରିଲା ମନ୍ଦିର
ମାଟି ତଳୁ ବାହାରିଲା ମନ୍ଦିର

ଏକାମ୍ରକ୍ଷେତ୍ର ସୌନ୍ଦର୍ଯ୍ୟକରଣ ପାଇଁ ମନ୍ଦିର ଚାରିପାଖେ ମାଟିଖୋଳା ଚାଲିଛି । ଏବେସୁଦ୍ଧା ୧୨ଫୁଟ୍ ଗଭୀର ଖୋଳା ସରିଲାଣି । ଏହା କେତେ ବର୍ଷ ପୁରୁଣା ମନ୍ଦିର ଏବଂ ଏଠାରେ କେଉଁ ଦେବାଦେବୀ ପୂଜା ପାଉଥିଲେ ଏନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଅନୁଧ୍ୟାନ କରୁଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.