ETV Bharat / city

ବାତ୍ୟା ‘ଅମ୍ଫାନ’ ପ୍ରସ୍ତୁତି: ରାତି 12ଟା ସୁଦ୍ଧା 1 ଲକ୍ଷ ଲୋକ ସ୍ଥାନାନ୍ତରିତ - ସ୍ବତନ୍ତ୍ର ରିଲିଫ କମିଶନର

ଆଉ କିଛି ସମୟ ପରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଅମ୍ଫାନ’ । ଏନେଇ ପ୍ରସ୍ତୁତି ଜୋରଦାର କରିବା ସହ ପୂର୍ବରୁ ତଳିଆ ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

cyclone amphan, amphan measures, evacuation for cyclone amphan, bhubaneswar latest news, special relief commisioner, cyclonhe amphan in odisha, ବାତ୍ୟା ଅମ୍ଫାନ, ଅମ୍ପାନ ମୁକାବିଲା, ଅମ୍ଫାନ ପାଇଁ ସ୍ଥାନାନ୍ତରଣ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ସ୍ବତନ୍ତ୍ର ରିଲିଫ କମିଶନର, ଓଡିଶାରେ ବାତ୍ୟା ଅମ୍ଫାନ
ବାତ୍ୟା ‘ଅମ୍ଫାନ’ ପ୍ରସ୍ତୁତି: ରାତି 12ଟା ସୁଦ୍ଧା 1 ଲକ୍ଷ ଲୋକେ ସ୍ଥାନାନ୍ତରିତ
author img

By

Published : May 20, 2020, 12:31 AM IST

Updated : May 20, 2020, 7:41 AM IST

ଭୁବନେଶ୍ବର: ଆଉ କିଛି ସମୟ ପରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଅମ୍ଫାନ’ । ଏନେଇ ପ୍ରସ୍ତୁତି ଜୋରଦାର କରିବା ସହ ପୂର୍ବରୁ ତଳିଆ ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ଅନେକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପ୍ରଶାସନ ଲୋକଙ୍କୁ ବୁଝାଇବା ସହ ସ୍ଥାନାନ୍ତର ପ୍ରକ୍ରିୟା ଅହରହ ଜାରି ରହିଛି । ତେବେ ରାତି 12ଟା ସୁଦ୍ଧା ପ୍ରାୟ 1 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : May 20, 2020, 7:41 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.