ETV Bharat / city

ଶୁଣୁନି ବିଡିଏ, ଆତ୍ମାହୁତି ଦେବାକୁ ଚେତାବନୀ

ଥଇଥାନ ସହାୟତା ସ୍କିମରେ ଚାକିରିରେ ଥଇଥାନ ନକରି ହତାଦର କରୁଛି ବିଡିଏ । ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ଦୀର୍ଘ 9 ବର୍ଷ ହେଲା ଗୁହାରି କରୁଥିଲେ ବି କୌଣସି ଫଳ ମିଳୁନାହିଁ । ତୁରନ୍ତ ସରକାର ଥଇଥାନ କରନ୍ତୁ ନଚେତ ଆମରଣ ଅନଶନ କରାଯିବା ସହ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ଅଭିଯୋଗକାରିଣୀ ।

author img

By

Published : Sep 16, 2019, 5:30 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଥଇଥାନ ସହାୟତା ସ୍କିମରେ ଚାକିରିରେ ଥଇଥାନ ନକରି ହତାଦର କରୁଛି ବିଡିଏ । ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ଦୀର୍ଘ 9 ବର୍ଷ ହେଲା ଗୁହାରି କରୁଥିଲେ ବି କୌଣସି ଫଳ ମିଳୁନାହିଁ । ଆଜି ଏଭଳି ଅଭିଯୋଗ କରିଛନ୍ତି ଭୁବନେଶ୍ବରର ବିଡିଏରେ ଚାକିରି ପାଇଁ ଆବେଦନ କରିଥିବା ଜଣେ ଆବେଦନକାରୀ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ବାପାଙ୍କ ଚାକିରିରେ ଥଇଥାନ ସହାୟତା ସ୍କିମରେ ଦୀର୍ଘ ବର୍ଷ ହେଲା ଆବେଦନ କରିଥିଲେ ହେଁ କଥା କେହି ଶୁଣୁନାହାଁନ୍ତି । ତତ୍କାଳୀନ ବିଡିଏ ଉପାଧ୍ୟକ୍ଷ କିଷନ କୁମାରଙ୍କୁ ଭେଟି ପ୍ରାୟ ୪୦ ରୁ ଊର୍ଦ୍ଧ୍ବ ପିଲା ଚାକିରି ଖଣ୍ଡେ ପାଇବାକୁ ନିବେଦନ କରିଥିଲୁ । ହେଲେ ଏକଥା କାନରେ ପଡି ମଧ୍ୟ କେହି ଶୁଣୁନାହାଁନ୍ତି ।

ଆମ ସ୍ବରକୁ ଆମ କେସକୁ ଚାପି ଦିଆଗଲା । ଆଗରୁ ଏହି ଆରଏଏସ ସ୍କିମରେ ଅନେକ ପିଲାଙ୍କୁ ଚାକିରି ଦିଆଯାଇଛି, କିନ୍ତୁ ଆମ ପାଇଁ କାହିଁକି ସରକାର ଏଭଳି ପକ୍ଷପାତିତା ନୀତି ଅବଲମ୍ବନ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଆବେଦନକାରୀ ପ୍ରଭାସ୍ମିତା । ସରକାରଙ୍କ ନିୟମ ମୁତାବକ ବାପାଙ୍କ ମୃତ୍ୟୁ ପରେ ପୁଅ ଏବଂ ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ କୁ ଥଇଥାନ ଆଧାରରେ ଚାକିରି ଦିଆଯିବା କଥା ହେଲେ ଦୀର୍ଘ ୧୦ ବର୍ଷ ହେଲା କେହି ଶୁଣୁନାହାଁନ୍ତି ।

ତେବେ ତୁରନ୍ତ ସରକାର ଥଇଥାନ କରନ୍ତୁ ନଚେତ ଆମରଣ ଅନଶନ କରାଯିବା ସହ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ଅଭିଯୋଗକାରିଣୀ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଥଇଥାନ ସହାୟତା ସ୍କିମ ରେ ଚାକିରୀରେ ଥଇଥାନ ନକରି ,ହତାଦର କରୁଛି ବିଡିଏ।Body:ବିଡିଏ ହତାଦର କରୁଛି।ଭୁବନେଶ୍ୱର ଉନ୍ନୟନ କତ୍ତୃପକ୍ଷ ଙ୍କ ନିକଟରେ ଦୀର୍ଘ 9 ବର୍ଷ ହେଲା ଗୁହାରି କରୁଥିଲେ ବି କୌଣସି ଫଳ ମିଳୁନାହିଁ।ଏଭଳି ଅଭିଯୋଗ କରିଛନ୍ତି ଭୁବନେଶ୍ୱର ର ବିଡିଏ ରେ ଚାକିରୀ ପାଇଁ ଆବେଦନ କରିଥିବା ପ୍ରଜ୍ଞାସ୍ମିତା ସାହୁ।ବାପାଙ୍କ ଚାକିରୀ ରେ ଥଇଥାନ ସହାୟତା ସ୍କିମ ରେ ଦୀର୍ଘ ବର୍ଷ ହେଲା ଆବେଦନ କରିଥିଲେ ହେଁ ଆମ କଥା କେହି ଶୁଣୁନାହାନ୍ତି।ତତ୍କାଳୀନ ବିଡିଏ ଉପାଧ୍ୟକ୍ଷ କିସେନ କୁମାର ଙ୍କୁ ଭେଟି ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ପିଲା ଚାକିରୀ ଖଣ୍ଡେ ପାଇବୁ ବୋଲି ନିବେଦନ କରିଥିଲୁ।ହେଲେ ଆମ କଥା କେହି ଶୁଣୁନାହାନ୍ତି।ଆମ କେସ କୁ ଚାପି ଦିଆଗଲା।ଆଗରୁ ଏହି ଆରଏଏସ ସ୍କିମ ରେ ଅନେକ ପିଲାଙ୍କୁ ଚାକିରୀ ଦିଆଯାଇଛି, କିନ୍ତୁ ଆମ ପାଇଁ କାହିଁକି ସରକାର ଏଭଳି ପକ୍ଷପାତିତା ନୀତି ଅବଲମ୍ବନ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରଭାସ୍ମିତା।ସରକାରଙ୍କ ନିୟମ ମୁତାବକ ବାପା ମୃତ୍ୟୁ ପରେ ପୁଅ ଏବଂ ସ୍ୱାମୀ ମୃତ୍ୟୁ ପରେ ସ୍ତ୍ରୀ କୁ ଥଇଥାନ ଆଧାର ରେ ଚାକିରୀ ଦିଆଯିବା କଥା ହେଲେ ଦୀର୍ଘ ୧୦ ବର୍ଷ ହେଲା କେହି ଶୁଣୁନାହାନ୍ତି।ସେ ଦାବି କରିଛନ୍ତି କି ରୁରନ୍ତ ସରକାର ଥଇଥାନ କରନ୍ତୁ ନଚେତ ଆମରଣ ଅନଶନ କରାଯିବ ଏପରିକି ଆତ୍ମାହୁତି ଦେବୁ ବୋଲି ପ୍ରଜ୍ଞାସ୍ମିତା ସାହୁ କହିଛନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.