ETV Bharat / city

ରାଜ୍ୟରେ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ - Sameer ranjan dash

ରାଜ୍ୟରେ ସମସ୍ତ ସ୍କୁଲ ଏପ୍ରିଲ୍‌ ୨ରୁ ସକାଳୁଆ ହେବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚାନା । ଅଧିକ ପଢନ୍ତୁ

ରାଜ୍ୟରେ ଏପ୍ରିଲ୍‌ ୨ରୁ ସକାଳୁଆ ସ୍କୁଲ
ରାଜ୍ୟରେ ଏପ୍ରିଲ୍‌ ୨ରୁ ସକାଳୁଆ ସ୍କୁଲ
author img

By

Published : Mar 30, 2022, 4:18 PM IST

Updated : Mar 30, 2022, 7:59 PM IST

ଭୁବନେଶ୍ବର: ରାଜ୍ୟରେ ସମସ୍ତ ସ୍କୁଲ ଏପ୍ରିଲ୍‌ ୨ରୁ ସକାଳୁଆ ହେବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚାନା । ଆଜି ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏହି ସୂଚନା ପ୍ରଦାନ କରିଛନ୍ତି । ତେବେ ରାଜ୍ୟରେ ଗ୍ରୀଷ୍ମ ଲହରୀ ଓ ଖରା ବଢୁଥିବା କାରଣରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ରାଜ୍ୟରେ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଏପ୍ରିଲ 2ରୁ ସକାଳୁଆ ସ୍କୁଲ । ବଢୁଥିବା ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପଦକ୍ଷେପ । ପ୍ରଥମ ରୁ ଅଷ୍ଟମ ପର୍ଯ୍ୟନ୍ତ 6.30am ରୁ 10 am ପର୍ଯ୍ୟନ୍ତ କ୍ଲାସ ହେବ । ସେହିପରି ନବମ ଓ ଦଶମ 7 am ରୁ 11 am ପର୍ଯ୍ୟନ୍ତ ହେବ କ୍ଲାସ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ।

  • ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ସକାଳ ୬ଟା ୩୦ରୁ ୧୦ଟା ପ୍ରଥମରୁ ଅଷ୍ଟମ ଶ୍ରେଣୀ କ୍ଲାସ
  • ସକାଳ ୭ଟାରୁ ୧୧ଟା ନବମ ଓ ଦଶମ ଶ୍ରେଣୀ କ୍ଲାସ
  • ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତି
  • ସକାଳୁଆ ସ୍କୁଲ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା

Last Updated : Mar 30, 2022, 7:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.