ETV Bharat / city

ବାଜ୍ୟାପ୍ତ ହେବ ବ୍ରାଉନସୁଗାର ମାଫିଆ ରାଜାର ସମସ୍ତ ସମ୍ପତ୍ତି - ବ୍ରାଉନସୁଗାର ମାଫିଆ ଏସକେ ରାଜା

ବ୍ରାଉନସୁଗାର ମାଫିଆ ରାଜାର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କ୍ରାଇବ୍ରାଞ୍ଚମ ଏସଟିଏଫର ଯୋଜନା । ସମ୍ପତ୍ତି ବାଜ୍ୟାପ୍ତ ପାଇଁ କମ୍ପିଟେଣ୍ଟ ଅଥରିଟି ଏନଡିପିଏସ ଓ ସାଫେମା କଲିକତାଙ୍କୁ ଜଣାଇ ଦିଆଯାଇଛି ।

ଫାଇଲ ଫଟୋ
author img

By

Published : Sep 25, 2019, 3:15 PM IST

Updated : Sep 25, 2019, 7:31 PM IST

ଭୁବନେଶ୍ବର: ବ୍ରାଉନସୁଗାର ମାଫିଆ ସେକ ରାଜାକୁ ଶନିଦଶା । 2କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ ହେବା ପରେ ଏବେ ସବୁ ସମ୍ପତ୍ତି ବାଜ୍ୟାପ୍ତ ପାଇଁ କମ୍ପିଟେଣ୍ଟ ଅଥରିଟି ଏନଡିପିଏସ ଓ ସାଫେମା କଲିକତାଙ୍କୁ ଜଣାଇ ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ରାଜା ଘରୁ ମିଳିଥିବା ୩ ଲକ୍ଷ ଟଙ୍କାର ମାରୁତି ସୁଜୁକି କାର,୮ ଲକ୍ଷ ଟଙ୍କାର ହୁଣ୍ଡାଇ କାର,୧୨ ଲକ୍ଷ ଟଙ୍କାର ଇକୋ ସ୍ପୋର୍ଟସ କାର, ଦେଢଲକ୍ଷ ଟଙ୍କାର କେଟିଏମ ବାଇକ, ୩୦ ଲକ୍ଷ ଟଙ୍କାର ଫିସିଂ ଟଲର, ବାଲେଶ୍ବର କୋଟିଏ ଟଙ୍କାର ସମ୍ବେଦନା ଏନକ୍ଲେଭ ଥିବା ଫ୍ଲାଟ ଓ 3ଟି ଜାଗାକୁ ବାଜ୍ୟାପ୍ତ ପାଇଁ ଏନଡିପିଏସ 68 'ଇ' ଅନୁଯାୟୀ ଚିଠି ଲେଖିଥିଲା ବିଭାଗ ।

raja
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବ୍ରାଉନସୁଗାର ମାଫିଆ ସେକ ରାଜା ଗିରଫ ପରେ ଏହି ଲିଙ୍କରେ ମୋଟ 6 ଜଣ ଗିରଫ ହୋଇସାରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ବ୍ରାଉନସୁଗାର ମାଫିଆକୁ ଶନିଦଶା,
ବାଜାପ୍ତ ହେବ କୋଟିଏ ଟଙ୍କାର ସମ୍ପତିBody:

ବ୍ରାଉନସୁଗାର ମାଫିଆ ଏସ କେ ରାଜାର ଶନିଦଶା।କୋଟିଏରୁ ଉର୍ଧ ଟଙ୍କାର ସମ୍ପତି ଠାବ ପରେ ଏବେ ବାଜାପ୍ତ ପାଇଁ ଯୋଜନା।ଏନେଇ ବ୍ରାଉନସୁଗାର ମାଫିଆ ଏସ କେ ରାଜାର ଠାବ ହୋଇଥିବା କୋଟିଏ ଟଙ୍କାର ସ୍ଥାବର ସମ୍ପତିର ବାଜାପ୍ତ କରିବାକୁ ଯୋଜନା ଚଳାଇଛି ଏସଟିଏଫ।ଏନେଇ ରାଜାର ତିନୋଟି ଦାମି ଜାଗା,ଗୋଟିଏ ଫ୍ଲାଟ,ତିନି ତାଲା ବିଲଡି ଭଳି ଅନେକ ସ୍ଥାବର ସମ୍ପତି ବାଜାପ୍ତ କରିବାକୁ ଏନଡିପିଏସ ଆକ୍ଟର ୬୮ E ରେ କଲିକତାର ଏନଡିପିଏସ କତୃପକ୍ଷଙ୍କୁ ଜଣାଇଛି ଏନେଇ ଅନୁମତି ମିଳିଲେ ଜବତ ହୋଇପାରେ ସମ୍ପତି ବୋଲି ଏସଟିଏଫ ଠାରୁ ସୁଚନା ମିଳିଛି।ତେବେ ବ୍ରାଉନସୁଗାର ମାଫିଆ ଏସେ କେ ରାଜା ଗିରଫ ପରେ ଏହି ଲିଙ୍କରେମୋଟ ୪ ଜଣ ଗିରଫ ହୋଇସାରିଛନ୍ତି।ତେବେ ରାଜାର ଘରେ ଏସଟିଏଫ ରେଡ କରି ତାର ସମ୍ପତି ସମ୍ପର୍କରେ ଖୋଳତାଡ କରିଥିଲା ଏସଟିଏଫ। Conclusion:
Last Updated : Sep 25, 2019, 7:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.