ETV Bharat / city

ବଜେଟ ଅଧିବେଶନ ପୂର୍ବରୁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ବଜେଟ ଅଧିବେଶନ ପୂର୍ବରୁ ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ ।  ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। 13 ତାରିଖରେ ଦିନ 12ଟାରେ ଡକାଯାଇଛି ଏହି ବୈଠକ । ବିଧାନସଭା ସୁରୁଖୁରୁରେ ଚଳାଇବା ପାଇଁ ଏହି ବୈଠକ ଡାକିଛନ୍ତି ବାଚସ୍ପତି । ଅଧିକ ପଢନ୍ତୁ...

author img

By

Published : Feb 6, 2020, 3:05 PM IST

Updated : Feb 6, 2020, 8:36 PM IST

ବଜେଟ ଅଧିବେଶନ ପୂର୍ବରୁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ
ବଜେଟ ଅଧିବେଶନ ପୂର୍ବରୁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଚଳିତ ବର୍ଷର ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ହେବ । ବଜେଟ ଅଧିବେଶନ ପୂର୍ବରୁ ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। 13 ତାରିଖରେ ଦିନ 12ଟାରେ ଡକାଯାଇଛି ଏହି ବୈଠକ । ବିଧାନସଭା ସୁରୁଖୁରୁରେ ଚଳାଇବା ପାଇଁ ଏହି ବୈଠକ ଡାକିଛନ୍ତି ବାଚସ୍ପତି । ଏଥିରେ ସବୁ ବିରୋଧୀ ଦଳକୁ ଡକାଯାଇଛି । ପାର୍ଲିଆମେଣ୍ଟ ଢାଞ୍ଚାରେ ଏହି ବୈଠକ ହେବ ।

ଏଥର ବିଧାନସଭାରେ ନୂଆ ରୂପରେ ଆସିବେ ବିଧାୟକ । ସବୁ ବିଧାୟକ ଲାପଟପ ଧରି ବିଧାନସଭା ଆସିବେ । ଅର୍ଥ ବିଭାଗ ଏନେଇ ବ୍ୟବସ୍ଥା କରିଛି। ସେହି ଲାପଟପ ବ୍ୟବହାର କରି ସମସ୍ତ ପ୍ରଶ୍ନୋତ୍ତର, ସବ ମିଶନ, ସମେତ ସବୁ କାର୍ଯ୍ୟ ଅନଲାଇନରେ କରିବେ ।

ଲାପଟପରେ ନେଭା ଆପ ଅପଲୋଡ଼ କରାଯାଇ ଦିଆଯିବ । ଯେଉଁ ବିଧାୟକ ଲାପଟପ ଚଲାଇ ପାରିବେ ନାହିଁ ସେମାନଙ୍କୁ ତାଲିମ ଦିଆଯିବ । ଓକାକ ତାଲିମ ଦେବ। ବିଧାନସଭାକୁ ଦୁଇ ମାସରେ ୱାଇଫାଇ କରାଯିବ। ଏନେଇ ବିଏସଏନଏଲ ସହିତ କଥାବାର୍ତ୍ତା ସରିଛି । ଏନେଇ 11 କୋଟି ଟଙ୍କାର ବଜେଟ କରାଯାଇଛି । ଏଥିସହ ଭିଡିଓ କନ୍ଫରେନ୍ସ ପାଇଁ ହଲ ପ୍ରସ୍ତୁତ ହେଉଥିବା ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବଜେଟ ଅଧିବେଶନ ପୂର୍ବରୁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ। 13 ତାରିଖରେ ଦିନ 12ଟାରେ ଡକାଯାଇଇଛି ବୈଠକ। ବିଧାନସଭା ସୁରୁଖୁରୁରେ ଚଳାଇବା ପାଇଁ ଏହି ବୈଠକ ଡାକିଛନ୍ତି ବାଚସ୍ପତି। ଏଥିରେ ସବୁ ବିରୋଧୀ ଦଳକୁ ଡକାଯାଇଛି। ପାର୍ଲିଆମେଣ୍ଟ ଢାଞ୍ଚାରେ ଏହି ବୈଠକ ହେବ।
ଏଥର ବିଧାନସଭା ରେ ନୂଆ ରୂପରେ ଆସିବେ ବିଧାୟକ। ସବୁ ବିଧାୟକ ଲାପଟପ ଧରି ବିଧାନସଭା ଆସିବେ। ଅର୍ଥ ବିଭାଗ ଏନେଇ ବ୍ୟବସ୍ଥା କରିଛି। ସେହି ଲାପଟପ ବ୍ୟବହାର କରି ସମସ୍ତ ପ୍ରଶ୍ନୋତ୍ତର, ସବ ମିଶନ, ସମେତ ସବୁ କାର୍ଯ୍ୟ ଅନଲାଇନରେ କରିବେ। ସେହି ଲାପଟପରେ ନେଭା ଆପ ଅପଲୋଡ଼ କରାଯାଇ ଦିଆଯିବ। ଯେଉଁ ବିଧାୟକ ଲାପଟପ ଚଲାଇ ଲାରିବେ ନାହିଁ ସେମାନଙ୍କୁ ତାଲିମ ଦିଆଯିବ। ଓକାକ ତାଲିମ ଦେବ। ବିଧାନସଭାକୁ ଦୁଇ ମାସରେ ଓ୍ଫାଇଫାଇ କରାଯିବ। ଏନେଇ ବିଏସେନେଲ ସହିତ କଥାବାର୍ତ୍ତା ସରିଛି। ଏନେଇ 11 କୋଟି ଟଙ୍କାର ବଜେଟ କରାଯାଇଛି। ଭିଡିଓ କନ୍ଫରେନ୍ସ ପାଇଁ ହଲ ପ୍ରସ୍ତୁତ ହେଉଛି।Body:ବାଇଟ ସୂର୍ଯ୍ୟ ନାରାୟଣ ପାତ୍ର, ବାଚସ୍ପତିConclusion:
Last Updated : Feb 6, 2020, 8:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.