ETV Bharat / city

ରାଜ୍ୟପାଳଙ୍କୁ ଭେଟିଲା ଅଲ ଓଡିଶା କିନ୍ନର ଓ ଟ୍ରାନ୍ସଜେଣ୍ଡର ଆସୋସିଏସନ

author img

By

Published : Sep 7, 2021, 8:55 PM IST

ଅଲ ଓଡିଶା କିନ୍ନର ଏବଂ ଟ୍ରାନ୍ସଜେଣ୍ଡର ଆସୋସିଏସନ୍ (AOKTA) ର ଏକ ଦଳର ପ୍ରତିନିଧି ଆଜି ରାଜ୍ୟର ମାନ୍ୟବର ରାଜ୍ୟପାଳଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ...

all-odisha-third-gender-association-meet-governor
ରାଜ୍ୟପାଳଙ୍କୁ ଭେଟିଲା ଅଲ ଓଡିଶା କିନ୍ନର ଏବଂ ଟ୍ରାନ୍ସଜେଣ୍ଡର ଆସୋସିଏସନ

ଭୁବନେଶ୍ବର: ରାଜ୍ୟପାଳଙ୍କୁ ଭେଟିଲା ଅଲ ଓଡିଶା କିନ୍ନର ଏବଂ ଟ୍ରାନ୍ସଜେଣ୍ଡର ଆସୋସିଏସନ । ଅଲ ଓଡିଶା କିନ୍ନର ଏବଂ ଟ୍ରାନ୍ସଜେଣ୍ଡର ଆସୋସିଏସନ ବିଭିିନ୍ନ ଦାବି ନେଇ ଏକ ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କୁ ଭେଟିଛନ୍ତି।

ଅଲ ଓଡିଶା କିନ୍ନର ଏବଂ ଟ୍ରାନ୍ସଜେଣ୍ଡର ଆସୋସିଏସନ୍ (AOKTA) ର ଏକ ଦଳର ପ୍ରତିନିଧି ଆଜି ରାଜ୍ୟପାଳଙ୍କୁ ଭେଟିଛନ୍ତି । 2014ରୁ କିନ୍ନରଙ୍କୁ ସ୍ବୀକୃତି ପ୍ରଦାନ କରିଛନ୍ତି ସରକାର । ବର୍ତ୍ତମାନ ସଂରକ୍ଷଣ ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି ଏ ଭଳି ସ୍ଥିତିରେ କିନ୍ନର ମାନଙ୍କୁ ମଧ୍ୟ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି କିନ୍ନର ସଂଘର ସଭାପତି ମୀରା ପରିଡା କହିଛନ୍ତି । ଜୀବନଶୈଳୀରେ କିଭଳି ପରିବର୍ତ୍ତନ ହୋଇପାରିବେ ସେ ନେଇ ଦୃଷ୍ଟି ଦେବା ଆବଶ୍ୟକ ବୋଲି କହିଛନ୍ତି । କିନ୍ନର ଏବଂ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ନିରାପତ୍ତା ସୁରକ୍ଷା, ବିକାଶ ଏବଂ ସମ୍ମାନ ଉପରେ ସୁନିଶ୍ଚିତ କରିବା ବିଷୟରେ ରାଜ୍ୟପାଳଙ୍କ ସହ ଆଲୋଚନା କରିଛନ୍ତି ।

ଏହା ସହ ବିଧାନସଭା ଯାଇ ସେମାନଙ୍କ ବିକାଶ ପାଇଁ ନୂଆ ଯୋଜନା ସହ ସେମାନଙ୍କୁ ସମାଜରେ ଅଗ୍ରାଧିକାର ଦେବାକୁ ସେମାନେ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.