ETV Bharat / city

ରାଜ୍ୟର ମେଡିକାଲ କର୍ମଚାରୀଙ୍କ ପାଇଁ କୋରୋନା କଟକଣା କୋହଳ - କୋରୋନା ଭାଇରସ ଅପଡେଟ

ରାଜ୍ୟରେ କୋରୋନା ସ୍ଥିତି ଦେଖି ସମସ୍ତ ଜିଲ୍ଲାରେ ଲକଡାଉନ ଘୋଷଣା ହୋଇଥିବା ବେଳେ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ମେଡିକାଲ କର୍ମଚାରୀଙ୍କ ପାଇଁ ହୋଇଛି ଜରୁରୀ ଘୋଷଣା ।

corona virus news, corona virus update, medical staff to be excluded from corona restrictions, bhubaneswar latest news, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ଭାଇରସ ଅପଡେଟ, ମେଡିକାଲ କର୍ମଚାରୀଙ୍କୁ କୋହଳ କଟକଣା
ରାଜ୍ୟର ସମସ୍ତ ମେଡିକାଲ କର୍ମଚାରୀଙ୍କୁ କୋହଳ କଟକଣା
author img

By

Published : Mar 24, 2020, 5:19 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସ୍ଥିତି ଦେଖି ସମସ୍ତ ଜିଲ୍ଲାରେ ଲକଡାଉନ ଘୋଷଣା ହୋଇଥିବା ବେଳେ ସମସ୍ତ ସରକାରୀ ଓ ଘରୋଇ ମେଡିକାଲ କର୍ମଚାରୀଙ୍କ ପାଇଁ ହୋଇଛି ଜରୁରୀ ଘୋଷଣା । ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଡାକ୍ତର, ଷ୍ଟାଫ ନର୍ସଙ୍କ ପାଇଁ ଲାକଡାଉନ କଟକଣା କୋହଳ କରିବାକୁ ସମସ୍ତ ଏସପି ଓ ପୋଲିସ କମିଶନରଙ୍କୁ ଚିଠି ଲେଖିଛନ୍ତି ପୋଲିସ ଡିଜି।

corona virus news, corona virus update, medical staff to be excluded from corona restrictions, bhubaneswar latest news, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ଭାଇରସ ଅପଡେଟ, ମେଡିକାଲ କର୍ମଚାରୀଙ୍କୁ କୋହଳ କଟକଣା
ରାଜ୍ୟର ସମସ୍ତ ମେଡିକାଲ କର୍ମଚାରୀଙ୍କୁ କୋହଳ କଟକଣା

ମେଡିକାଲ କର୍ମଚାରୀମାନେ ଜରୁରୀକାଳୀନ ସେବାରେ ନିୟୋଜିତ ରହିଥିବାରୁ ପରିଚୟ ପତ୍ର ଦେଖାଇ ସେମାନଙ୍କୁ କର୍ମସ୍ଥଳୀକୁ ଛାଡିବାକୁ କୁହାଯାଇଛି। ପାସ ପ୍ରଦାନରେ ବିଳମ୍ବ ହେଉଥିବାରୁ ଆଇକାର୍ଡ ଦେଖାଇବା ଏମାନଙ୍କ ପାଇଁ ଯଥେଷ୍ଟ ବୋଲି ଚିଠିରେ ଉଲ୍ଲେଖ ରହିଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.