ETV Bharat / city

ଅଗଷ୍ଟ 15: କେଉଁ ଜିଲ୍ଲାରେ କିଏ କରିବେ ପତାକା ଉତ୍ତୋଳନ, ଜାଣନ୍ତୁ

author img

By

Published : Aug 9, 2019, 4:39 PM IST

ସ୍ବାଧିନତା ଦିବସ ଉପଲକ୍ଷେ କେଉଁ ଜିଲ୍ଲାରେ କିଏ କରିବେ ପତାକା ଉତ୍ତୋଳନ । ଏ ନେଇ ବାହାରିଛି ତାଲିକା । ଦେଖନ୍ତୁ ..

ପ୍ରତିକାତ୍ମକ ଫଟୋ

ଭୁବନେଶ୍ବର: ଅଗଷ୍ଟ 15 । ସମଗ୍ର ଦେଶ ପାଳିବ 73ତମ ସ୍ବାଧିନତା ଦିବସ । ଏହି ଅବସରରେ ରାଜ୍ୟର ପ୍ରତିଟି ଜିଲ୍ଲାରେ ଆଡମ୍ବରର ସହ ବିଭିନ୍ନ କାର୍ଯ୍ୟକ୍ରମ ସହ ଜାତୀୟ ପତକା ଉତ୍ତୋଳନ ଆଦି କରାଯିବ । ତେବେ କେଉଁ ଜିଲ୍ଲାରେ କିଏ ପତାକା ଉତ୍ତୋଳନ କରିବେ, ତାହାର ତାଲିକା ପ୍ରସ୍ତୁତ କରାଯାଇଛି । ଜାଣନ୍ତୁ ...

all-details-about-who-hosts-flag-in-which-district
ଫଟୋ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

କଟକରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ , ଅନୁଗୁଳରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ ଅଭିବାଦନ କରିବେ । ସେହିପରି ପ୍ରଫୁଲ୍ଲ ମଲ୍ଲିକ ପୁରୀ, କେନ୍ଦ୍ରାପଡାରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ , କଳାହାଣ୍ଡି ରେ ମନ୍ତ୍ରୀ ପଦ୍ମନାଭ ବେହେରା , ମୟୂରଭଞ୍ଜରେ ମନ୍ତ୍ରୀ ପ୍ରତାପ ଜେନା , ଢେଙ୍କାନାଳରେ କୃଷି ମନ୍ତ୍ରୀ ଅରୁଣ ସାହୁ , ସୁନ୍ଦରଗଡ ରେ ସୁଦାମ ମାରଣ୍ଡି, କନ୍ଧମାଳରେ ଶୁଶାନ୍ତ ସିଂ, ବଲାଙ୍ଗୀର ରେ ନବ କିଶୋର ଦାସ, ନୟାଗଡ଼ ରେ ଟୁକୁନି ସାହୁ ,କେନ୍ଦୁଝରରେ ମନ୍ତ୍ରୀ ଜଗନ୍ନାଥ ସାରକା, ସମ୍ବଲପୁରରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର , ବାଲେଶ୍ବରରେ ଅଶୋକ ଚନ୍ଦ୍ର ପଣ୍ଡା , ଯାଜପୁରରେ ସମୀର ଦାସ,ନବରଙ୍ଗପୁର ରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କୋରାପୁଟ ରେ ପ୍ରେମାନନ୍ଦ ନାୟକ ଓ ମାଲକାନଗିରି ରେ ରଘୁନନ୍ଦନ ଦାସ, ରାୟଗଡାରେ ପଦ୍ମିନୀ ଦିଆନ , ଗଜପତିରେ ତୁଷାର କାନ୍ତି ବେହେରା ,ଭଦ୍ରକ ରେ ରାଜସ୍ବ ବୋର୍ଡ ସଦସ୍ୟ ପତାକା ଉତ୍ତୋଳନ କରିବେ ।

ଏପରି ଭାବେ ବରଗଡ, ବୌଦ୍ଧ, ଦେଓଗଡ, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡା, ନୂଆପଡା, ସୁବର୍ଣ୍ଣପୁରରେ ଜିଲ୍ଲାର କଲେକ୍ଟରମାନେ ଜାତୀୟ ପତକା ଉତ୍ତୋଳନ କରିବେ । ବ୍ରହ୍ମପୁର, ରାଉରକେଲା ଓ ଖୋର୍ଦ୍ଧାରେ ଆରଡିସି ପତାକା ଉତ୍ତୋଳନ କରିବେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଜାଣନ୍ତୁ କେଉଁ ଜିଲ୍ଲାରେ କିଏ ଜାତୀୟ ପତାକା ଉତ୍ତୋଳନ କରିବେ

ସ୍ଵାଧୀନତା ଦିବସରେ କେଉଁ ଜିଲ୍ଲାରେ କିଏ ପତାକା ଉତୋଳନ କରିବେ ତାହାର ତାଲିକା ପ୍ରସ୍ତୁତ କରାଯାଇଛି ।ଏହି ତାଲିକା ଅନୁସାରେ କଟକରେ ପାଇନାନ୍ସ ମନ୍ତ୍ରୀ ନିରଞ୍ଜନ ପୂଜାରୀ ,ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ ଅନୁଗୁଳ ରେ ପତାକା ଉତୋଳନ କରିବେ। ସେହିପରି ପ୍ରଫୁଲ୍ଲ ମଲ୍ଲିକ ପୁରୀ, କେନ୍ଦ୍ରାପଡା ରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ,କଳାହାଣ୍ଡି ରେ ମନ୍ତ୍ରୀ ପଦ୍ମନାଭ ବେହେରା ,Body:ମୟୂରଭଞ୍ଜ ରେ ମନ୍ତ୍ରୀ ପ୍ରତାପ ଜେନା ,ଢେ଼ଙ୍କାନାଳ ରେ କୃଷି ମନ୍ତ୍ରୀ ଅରୁଣ ସାହୁ ,ସୁନ୍ଦରଗଡ ରେ ସୁଦାମ ମାର୍ଣ୍ଡି, କନ୍ଧମାଳ ରେ ଶୁଶାନ୍ତ ସିଂ ,ବଲାଙ୍ଗୀର ରେ ନବ କିଶୋର ଦାସ। ନୟାଗଡ଼ ରେ ଟୁକୁନି ସାହୁ ,କେଉଝରରେ ମନ୍ତ୍ରୀ ଜଗନ୍ନାଥ ସାରକା ,ସମ୍ବଲପୁର ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ,ବାଲେଶ୍ବର ରେ ଅଶୋକ ଚନ୍ଦ୍ର ପଣ୍ଡା ,ଯାଯପୁର ରେ ଶମୀର ଦାସ,ନବରଙ୍ଗପୁର ରେ ମନ୍ତ୍ରୀ ଜୈତିପ୍ରକାଶ ପାଣିଗ୍ରାହୀ,କୋରାପୁଟ ରେ ପ୍ରେମାନନ୍ଦ ନାୟକ ଓ ମାଲକାନଗିରି ରେ ରଘୁନନ୍ଦନ ଦାସ,ରାୟଗଡା ରେ ପଦ୍ମିନୀ ଦିଆନ ,ଗଜପତି ରେ ତୁଷାର କାନ୍ତି ବେହେରା ,ଭଦ୍ରକ ରେ ରେଭିନ୍ୟୁ ର ବୋର୍ଡ ମେମ୍ବର ମାନେ ପତାକା ଉତୋଳନ କରିବେ ।Conclusion:ସେହିପରି ବରଗଡ,ବୈଦ୍ଧ,ଦେଓଗଡ,ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡା, ନୂଆପଡା, ସୁବର୍ଣ୍ଣପୁର ରେ ଜିଲ୍ଲାର କଲେକ୍ଟର ଜାତୀୟ ପତାକା ଉତୋଳନ କରିବା ଏବଂ ବ୍ରହ୍ମପୁର ରାଉରକେଲାଓ ଖୋର୍ଦ୍ଧା ରେ ଆରଡିସି ପତାକା ଉତୋଳନ କରିବେ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.